-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
21-Jan-2024
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର): ବଲାଙ୍ଗିର ଖର୍ଲିକାନି ସ୍ଥିତ ଶେମର୍ଫୋଡ ଫ୍ୟୁଚରିଷ୍ଟିକ୍ ସ୍କୁଲରେ ଆଜି ୧୧ ତମ ବାର୍ଷିକତ୍ସୋବ। ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ବିଶିଷ୍ଟ ରାଜନେତା ଓ ସମାଜସେବୀ ସମରେନ୍ଦ୍ର ମିଶ୍ର ଏବଂ ମୁଖ୍ୟ ବକ୍ତା ବିଶିଷ୍ଟ ଶିକ୍ଷାବିତ୍, ରାଜ୍ୟ ସଂଯୋଜକ "ଭାରତ ସ୍କାଉଟ ଓ ଗାଇଡ୍" ରବୀନ୍ଦ୍ର କୁମାର ନାୟକ ଯୋଗ ଦେଇଥିଲେ l ଉତ୍ସବରେ ଶେମର୍ଫୋଡ ସ୍କୁଲର ଚେୟାରମ୍ୟାନ ସଞ୍ଜୀବ
କୁମାର ରଥ,ସହ ନିର୍ଦ୍ଦେଶକ ଆଶିଷ କୁମାର ରଥ, ଶିକ୍ଷା ନିର୍ଦ୍ଦେଶିକା ଶ୍ରୀମତୀ ନିଲମ୍ ରଥ, ଅଧକ୍ଷ ପ୍ରତାପ କୁମାର ଜେନା, ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରି ଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ସହିତ
ମେଡାଲ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଏବ୍ଲି ଫାଉଣ୍ଡେସନ ଟ୍ରଷ୍ଟ ର ସଦସ୍ୟ ଗଣ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ରହି ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥଲେ। ଛାତ୍ରଛାତ୍ରୀ ମାନେ ଖୁବ୍ ସୁନ୍ଦର ଭାବରେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ।