-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||     

HOME   ଜିଲ୍ଲା

*ସୁବର୍ଣ୍ଣପୁର ରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚମ୍ପିୟାନ ସିପ ର ଦ୍ୱିତୀୟ ଦିବସ*

13-May-2026



- ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମ୍ ଠାରେ ୧୪ ବର୍ଷ ରୁ କମ ବାଳକ ଓ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ମୁଖ୍ୟମନ୍ତ୍ରୀ ଟ୍ରଫି ର ତୃତୀୟ ମ୍ୟାଚ୍ ରେ ରାମଧୂନ କ୍ଲବ କୁ   ୨-୦ ଗୋଲ ରେ ହରାଇ ରମଧୁନ କ୍ଲବ୍ ଏ ଦଳ ଵିଜୟୀ ହୋଇଥିବା ବେଳେ ଚତୁର୍ଥ ମ୍ୟାଚରେ ରାମଧୂନ କ୍ଲବ୍ ବି ଦଳ କୁ ୨-୦ ଗୋଲ ହରାଇ ରାମଧୂନ ସି ଦଳ ଵିଜୟୀ ହୋଇଛି l ସେହିପରି ପଞ୍ଚମ ମ୍ୟାଚ ରେ ବି ଏମ୍ ପୁର ବ୍ଲକ୍ କୁ ୨-୦ ଗୋଲ ରେ ହରାଇ ଉଲୁଣ୍ଡା ବ୍ଲକ ଦଳ ଵିଜୟୀ ହୋଇଥିବା ବେଳେ ଷଷ୍ଠ ମ୍ୟାଚ  ମା ଚର୍ଦ୍ଦେଇ କ୍ଲବ୍ ଓ ରାମଧୂନ କ୍ଲବ୍ ମଧ୍ୟରେ ଅନୁଷ୍ଟିତ ହୋଇ ଖେଳ ବରାବର ହୋଇଥିଲା l  ସପ୍ତମ ମ୍ୟାଚ୍ ରେ ତରଭା ବ୍ଲକ କୁ ୧-୦ ଗୋଲ ରେ ହରାଇ ସୋନପୁର ବ୍ଲକ ବିଜୟୀ ହୋଇଛି l  ସେହିପରି ଆଜିର ବାଳିକା ଫୁଟବଲ ରେ ଅଷ୍ଟମ ମ୍ୟାଚ୍ ବି ଏମ୍ ପୁର କ୍ଲବ୍ ଓ ଉଲୁଣ୍ଡା ବ୍ଲକ ମଧ୍ୟରେ ଶ୍ରୀ ରାମେଶ୍ୱର ଷ୍ଟାଡିୟମ୍ ରେ ଅନୁଷ୍ଟିତ ହୋଇ ଖେଳ ବରାବର ହୋଇଥିଲା l ବାଳିକା ଫୁଟବଲ ରେ ନବମ ମ୍ୟାଚ୍ ରେ ତରଭା ବ୍ଲକ୍ କୁ ୩-୦ ଗୋଲ ରେ ହରାଇ ରାମ ଧୂନ୍ କ୍ଲବ୍ ସି ବିଜୟୀ ହୋଇଛି l ବାଳିକା ଫୁଟବଲ ର ଦଶମ ମ୍ୟାଚ୍ ବିନିକା ଓ ବି ଏମ୍ ପୁର ବ୍ଲକ୍ ମଧ୍ୟରେ ଅନୁଷ୍ଟିତ ହୋଇ ଉଭୟ ଦଳ ପକ୍ଷରୁ ୧ ଟି ଲେଖାଏଁ ଗୋଲ୍ ସ୍କୋର ହୋଇ ଥିଲା l ବାଳିକା ଫୁଟବଲ ର ୧୧ ତମ ମ୍ୟାଚ ରେ ତରଭା ବ୍ଲକ କୁ ୫-୦ ଗୋଲ ରେ ହରାଇ ରାମ ଧୂନ୍ କ୍ଲବ୍ ବିଜୟୀ ହୋଇଥିବା ବେଳେ ୧୨ ତମ ମ୍ୟାଚ ରେ ବିନିକା ବ୍ଲକ କୁ ୧ ଗୋଲ ରେ ହରାଇ ଉଲୁଣ୍ଡା ବ୍ଲକ ବାଳିକା ଫୁଟବଲ ବିଜୟୀ ହୋଇଛି l ସି ପୁଲ ରୁ ରାମ ଧୂନ୍ କ୍ଲବ୍ ସୋନପୁର ବାଳିକା ଫୁଟବଲ ଦଳ ଫାଇନାଲ କୁ ପ୍ରବେଶ କରିଥିବା ବେଳେ ଡି ପୂଲ୍ ରୁ ରାମ କ୍ଲବ୍ ସି ବାଳିକା ଫୁଟବଲ ଦଳ ଫାଇନାଲ କୁ ପ୍ରବେଶ କରିଛନ୍ତି l ଆସୋସିଏସନ ଅଫ ଓଡିଶା, କ୍ରୀଡା ଓ ଯୁବ ସେବା ବିଭାଗ ଓଡିଶା ସରକାର, ଜ଼ିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ଓ ଡିଷ୍ଟ୍ରିକ୍ଟ  ଏଥେଲେଟିକ ଆସୋସିଏସନ ସୁବର୍ଣ୍ଣପୁର ପକ୍ଷରୁ ଆୟୋଜିତ ଦ୍ୱିତୀୟ ଦିବସ ରେ ଖେଳ କୁ ବରିଷ୍ଠ ସାମ୍ବାଦିକ ଦିଲ୍ଲିପ ପାତ୍ର, ସନ୍ତୋଷ ମିଶ୍ର, ସମାଜ ସେବୀ ଲଡୁ କିଶୋର ମଲ୍ଲିକ ଉଦ୍ଘାଟନ କରି ଥିଲେ l  ସଞ୍ଜୀବ ସାହୁ, ସୁମିତ୍ ମହାଲିଂ, ନରେଶ ମାଝୀ, ଶ୍ରବଣ ବିଶ୍ଵାଳ, ଅନିତା ମହାକୁଡ, ଅମିତ୍ ସାହୁ, ଅନିଲ ଭୋଇ, ପ୍ରଶାନ୍ତ ସେଠୀ, ବଦ୍ରୀ ପ୍ରସାଦ ହୋତା, ଓ ରାଜେଶ ଥନାପତି ଖେଳ ପରିଚାଳନା କରିଥିଲେ l ମ୍ୟାଚ କମିଶନର ଭାବେ ଜିତେନ୍ଦ୍ର ଥନାପତି, ଓ ସିଲେକ୍ଟର ଭାବେ ଭୁକୁଲୁ ବକ୍ସି ଦାୟିତ୍ୱ ନିର୍ବାହ କରିଥିଲେ l କ୍ରୀଡ଼ା ସଂଘ ସଂପାଦକ ପୀୟୂଷ କୁମାର ପଣ୍ଡା ଙ୍କ ତତ୍ଵା ବଧାନ ରେ ଅନୁଷ୍ଠିତ ଏହି ଖେଳ ସବୁ ର ପ୍ରତ୍ୟକ୍ଷ ଧାରା ବିବରଣୀ କ୍ରୀଡ଼ା ସଂଘ ବରିଷ୍ଠ ସଦସ୍ୟ ମନୋରଞ୍ଜନ ତ୍ରିପାଠୀ ପ୍ରଦାନ କରିଥିଲେ l ଆଜିର ସଭାରେ ଅନେକ ପୁର୍ବତନ ଫୁଟବଲର , କ୍ରୀଡ଼ା ସଂଘ ସଦସ୍ୟ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିବା ବେଳେ କ୍ରୀଡ଼ା ସଂଘ ସଦସ୍ୟ ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀ,  ଅନିଲ ସାହୁ , ବୁବୁନ ନାଏକ, , ସଞ୍ଜୟ ପୁଟେଲ୍,  ଶ୍ରୀକାନ୍ତ ନାଏକ, ରିପୁନ ନାଏକ, ବାଲ ଗୋପାଲ ମିଶ୍ର, ଚାପ ତାଣ୍ଡିଆ , ଶିବ ଷlଣ୍ଢ ,  ଚନ୍ଦନ ବେହେରା , ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026
  ଜିଲ୍ଲା  
ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   13-Aug-2026
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026
  ରାଜ୍ୟ  
ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା   13-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026

You Might Also Like