-+91-9937148622 |

prerana_bgr@rediffmail.com |

  Tuesday 12th May 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଜେପି ର ମଣ୍ଡଳ ସ୍ତରୀୟ ଯୁବମୋର୍ଚ୍ଚା ସଭାପତି ଚୟନ   (12-May-2026)       ||      ତିନି ଘରିଆ ନୂଆସାହି ରାସ୍ତା ଖାଲଖମା ଯାତାୟତ ବାଧାପ୍ରାପ୍ତ   (12-May-2026)       ||      ପୁଣି ଅଦିନିଆ ରଥଯାତ୍ରା। ଇସକନ ପକ୍ଷରୁ କରାଯାଇଛି ଏହି ରଥଯାତ୍ରା। ଦକ୍ଷିଣ ଆଫ୍ରିକା ଡର୍ବାନ ସହରରେ   (12-May-2026)       ||      ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ   (12-May-2026)       ||      ରାଜ୍ୟରେ ପେଟ୍ରୋଲ-ଡିଜେଲ ଅଭାବ ନାହିଁ: ଯୋଗାଣ ମନ୍ତ୍ରୀ   (12-May-2026)       ||      କାକଟପୁର ମା ମଙ୍ଗଳା ପୀଠରେ ଚନ୍ଦନ ଯାତ୍ରା ପାଳିତ♦️ ପ୍ରାଚୀ ନଦୀରେ ଚାପ ଖେଳିଲେ ରାଧାକୃଷ୍ଣ ଭାବବିହ୍ଵଳ ଶ୍ରଦ୍ଧାଳୁ   (12-May-2026)       ||      ମହାନ୍ ବିପ୍ଳବୀ ଶହୀଦ ମାଧୋ ସିଂ ଙ୍କ ଜୀବନୀ ସମ୍ବନ୍ଧରେ ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟର ପ୍ରତିବାଦ କଲା ବିଜେଡି    (12-May-2026)       ||      ଇଚ୍ଛା ମୃତ୍ୟ ଆବେଦନକାରୀ ଚାଷୀ ରୋହିତ ଭୋଇ ଙ୍କୁ ଭେଟିଲେ ବିଜେଡି ନେତ୍ରୁ ମଣ୍ଡଳୀ    (12-May-2026)       ||      ଚୋରାଚାଲାଣ ବେଳେ ଗଞ୍ଜେଇ ସହ ଅଟୋ ଜବତ   (12-May-2026)       ||      ଡହଡହ ଖରାରେ ଜୀବନକୁ ବାଜିଲଗାଇ ଛଅତାଲା କୋଠା ଭାଙ୍ଗୁଛନ୍ତି ଶ୍ରମିକ   (12-May-2026)       ||      ନଅଗାଁ (କ) ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର   (12-May-2026)       ||      ବାର୍ଷିକ ଉତ୍ସବ ଅବସରରେ ସାମୂହିକ ପ୍ରତିଭା ସମ୍ମାନ ପ୍ରଦାନ   (11-May-2026)       ||      ସକାଳ ୯ଟା ପୂର୍ବରୁ ‘ବ୍ରିଫିଂ ପ୍ୟାରେଡ୍’ କରିବାକୁ ବାଧ୍ୟତାମୂଳକ   (11-May-2026)       ||      ରାଜ୍ ପୋଲି କ୍ଲିନିକ ରେ ମାଗଣା କମ୍ପୁଟର ଚକ୍ଷୁ ପରୀକ୍ଷା ଅନୁଷ୍ଠିତ    (11-May-2026)       ||      ବିପୁଳ ପରିମାଣର ଗଞ୍ଜେଇ ଜବତ ଓ ୪ ଗିରଫ।   (11-May-2026)       ||      ନିଆଳି ବିଧାୟକ କଟକ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ   (11-May-2026)       ||      ଦିନ ଦ୍ୱିପହର ରେ ସାତ ବନ୍ଧ ରୁ ମୋଟର ଚୋରି*- *ପୋଲିସ ର ତୁରନ୍ତ - ପଦକ୍ଷେପ ଯୋଗୁଁ ଉଦ୍ଧାର ହେଲା ମୋଟର*   (11-May-2026)       ||      *ମହେନ୍ଦ୍ରୀ ଜଙ୍ଗଲ ନିକଟରେ ଖୁଲମ ଖୁଲା ଚାଲିଛି କୁକୁଡ଼ା ଲଢେ଼ଇ ଏବଂ ଖୁଡଖୁଡି ଜୁଆ ଖେଳ*   (11-May-2026)       ||      *ଡାବୁଗାଁ ଠାରେ ଅତିରିକ୍ତ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   (11-May-2026)       ||      ଆଦିମ ଲୋହାର ସମାଜ ପକ୍ଷରୁ ସାମାଜିକ ,ଓ କୌଳିକ ବୃତ୍ତି ସମ୍ପର୍କରେ ଆଲୋଚନା କାର୍ଯକ୍ରମ ।   (11-May-2026)       ||     

HOME   ରାଜ୍ୟ

ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ

12-May-2026



ଭୁବନେଶ୍ୱର(ସମୀର ରଞ୍ଜନ ନାୟକ ): ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ନୀତିନ ନବୀନ। ଖୁବ୍‌ଶୀଘ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୮ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଆସିବେ। ରାଜ୍ୟ ମୁଖ୍ୟାଳୟରେ ଜିଲ୍ଳାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ ନୀତିନ।ତେବେ ନୀତିନ ନବୀନଙ୍କ ଗସ୍ତକୁ ନେଇ ମଙ୍ଗଳବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବଡ଼ ବୈଠକ । ପୂର୍ବାହ୍ନ ସମୟରେ ବସିବ ବୈଠକ । ଏହି ବୈଠକରେ ରାଜ୍ୟ ବରିଷ୍ଠ ନେତା, ବିଜେପିର ରାଜ୍ୟ ପଦାଧିକାରୀ ଯୋଗ ଦେବେ । ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ରାଜ୍ୟ ପଦାଧିକାରୀ, ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି, ମଣ୍ଡଳ ସାଧାରଣ ସମ୍ପାଦକ, ତଥା ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ ଯୋଗ ଦେବେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ଯୁବମୋର୍ଚ୍ଚା ସଭାପତି ଚୟନ   12-May-2026
  ରାଜ୍ୟ  
ତିନି ଘରିଆ ନୂଆସାହି ରାସ୍ତା ଖାଲଖମା ଯାତାୟତ ବାଧାପ୍ରାପ୍ତ   12-May-2026
  ରାଜ୍ୟ  
ପୁଣି ଅଦିନିଆ ରଥଯାତ୍ରା। ଇସକନ ପକ୍ଷରୁ କରାଯାଇଛି ଏହି ରଥଯାତ୍ରା। ଦକ୍ଷିଣ ଆଫ୍ରିକା ଡର୍ବାନ ସହରରେ   12-May-2026
  ରାଜ୍ୟ  
ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ   12-May-2026
  ରାଜ୍ୟ  
ରାଜ୍ୟରେ ପେଟ୍ରୋଲ-ଡିଜେଲ ଅଭାବ ନାହିଁ: ଯୋଗାଣ ମନ୍ତ୍ରୀ   12-May-2026
  ଜିଲ୍ଲା  
କାକଟପୁର ମା ମଙ୍ଗଳା ପୀଠରେ ଚନ୍ଦନ ଯାତ୍ରା ପାଳିତ♦️ ପ୍ରାଚୀ ନଦୀରେ ଚାପ ଖେଳିଲେ ରାଧାକୃଷ୍ଣ ଭାବବିହ୍ଵଳ ଶ୍ରଦ୍ଧାଳୁ   12-May-2026
  ଜିଲ୍ଲା  
ମହାନ୍ ବିପ୍ଳବୀ ଶହୀଦ ମାଧୋ ସିଂ ଙ୍କ ଜୀବନୀ ସମ୍ବନ୍ଧରେ ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟର ପ୍ରତିବାଦ କଲା ବିଜେଡି   12-May-2026
  ଜିଲ୍ଲା  
ଇଚ୍ଛା ମୃତ୍ୟ ଆବେଦନକାରୀ ଚାଷୀ ରୋହିତ ଭୋଇ ଙ୍କୁ ଭେଟିଲେ ବିଜେଡି ନେତ୍ରୁ ମଣ୍ଡଳୀ   12-May-2026
  ରାଜ୍ୟ  
ଚୋରାଚାଲାଣ ବେଳେ ଗଞ୍ଜେଇ ସହ ଅଟୋ ଜବତ   12-May-2026
  ଜିଲ୍ଲା  
ଡହଡହ ଖରାରେ ଜୀବନକୁ ବାଜିଲଗାଇ ଛଅତାଲା କୋଠା ଭାଙ୍ଗୁଛନ୍ତି ଶ୍ରମିକ   12-May-2026
  ଜିଲ୍ଲା  
ନଅଗାଁ (କ) ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର   12-May-2026
  ଜିଲ୍ଲା  
ବାର୍ଷିକ ଉତ୍ସବ ଅବସରରେ ସାମୂହିକ ପ୍ରତିଭା ସମ୍ମାନ ପ୍ରଦାନ   11-May-2026

You Might Also Like