-+91-9937148622 |
prerana_bgr@rediffmail.com |
Thursday 18th June 2026 |
R.N.I. Regd No. ODIODI/2010/46693
Breaking News
19-Jan-2024
(ଅମୃତ ନନ୍ଦ)
ପାଞ୍ଚ ତାରକା ସିନେ ପୁରସ୍କାର ୨୦୨୪ ଦୁବାଇ ରେ ଅନୁଷ୍ଠିତ ହୋଇଯାଇଛି। ଓଲିଉଡ ଜଗତ ରେ ଏହା ଏକ ଐତିହାସିକ ଥିଲା। ବହୁତ୍ ନାମୀଦାମୀ କଳାକାର ଦୁବାଇ ରେ ଏହି ପୁରସ୍କାର ବିତରଣ କାର୍ଯକ୍ରମ ରେ ଉପସ୍ଥିତ ଥିଲେ, ସେଥିମଧ୍ୟରୁ ଶ୍ରୀତମ ଦାସ ଅନ୍ୟତମ। ମା ଦୁର୍ଗା ରଜତ ଜ୍ୟୋତି ପ୍ରଡକ୍ସନ ବ୍ୟାନର ରେ ନିର୍ମିତ ଓଡ଼ିଆ ସିନେମା "ଅଧୁରା ପ୍ରେମ କାହାଣୀ" ପାଇଁ ଶ୍ରେଷ୍ଟ ଖଳନାୟକ ପୁରସ୍କାର ଟି ଶ୍ରୀତମ ଦାସ ଙ୍କୁ ପ୍ରଦାନ କରାଯାଇଛି। ଦୁବାଇ ରେ ଅନୁଷ୍ଠିତ ସିନେ ପୁରସ୍କାର କାର୍ଯକ୍ରମ ରେ ଶ୍ରେଷ୍ଟ ଖଳନାୟକ ପୁରସ୍କାର ଟି ପାଇ ଶ୍ରୀତମ ଦାସ "ଅଧୁରା ପ୍ରେମ କାହାଣୀ" ର ସମସ୍ତ ଟିମ୍ ମେମ୍ବର ସହିତ ପ୍ରଯୋଜକ ରଜତ ମହାପାତ୍ର ଓ ଜ୍ୟୋତି କିଶୋର ଦାଶ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।