-+91-9937148622 |
prerana_bgr@rediffmail.com |
Wednesday 17th June 2026 |
R.N.I. Regd No. ODIODI/2010/46693
Breaking News
17-Jun-2026
(ରଂଜିତ ମହାନ୍ତି )
ବରୀ ବ୍ଳକ ବୋଦୁଅ ପଞ୍ଚାୟତର ବୋଦୁଅ ଗ୍ରାମ ରେ ଶ୍ରୀ ଵଜରଙ୍ଗଵାଲୀ ଙ୍କ ନୂତନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଯଥାଵିଧି ସହକାରେ ଅନୁଷ୍ଠିତ ହୋଇଅଛି l ୧୬ ତାରିଖ ମଙ୍ଗଳବାର କଳସଯାତ୍ରା ଓ ଅଙ୍କୁରାରୋପଣ, ୧୭ ତାରିଖ ବୁଧବାର ସୂର୍ଯ୍ୟପୂଜା ଓ ଯଜ୍ଞ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ସ୍ଥାନୀୟ ଗ୍ରାମବାସୀ ପରିଚାଳନା କରିଥିଲେ l ଏଥିରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ