-+91-9937148622 |

prerana_bgr@rediffmail.com |

  Thursday 18th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଗଲପୁର ବ୍ଲକ୍ ରେ ବିକାଶ ର ଧାରା ଓଡ଼ିଶା ସାରା କାର୍ଯକ୍ରମ   (17-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ଦିବସ, ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା ସମ୍ପନ୍ନ   (17-Jun-2026)       ||      ବଲାଙ୍ଗିର ର ୯ ଗୋଟି ଶିତଳ ଷଷ୍ଠୀ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ୩୬ ଲକ୍ଷ ଟଙ୍କା ଅନୁଦାନ   (17-Jun-2026)       ||      ବଲାଙ୍ଗିର ସହରରେ ଅଘୋଷିତ ବିଦ୍ୟୁତ୍ କାଟ    (17-Jun-2026)       ||      ଲୋଇସିଂହା ରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (17-Jun-2026)       ||      ନୂତନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ   (17-Jun-2026)       ||      ଟୋକନ ନ ସମସ୍ୟା; ମଙ୍ଗଳବାର ରାସ୍ତାରୋକ ସ୍ଥଗିତ   (17-Jun-2026)       ||      ନବମ ଓଡ଼ିଶା ପେନକାକ୍ ସିଲାଟ ଚମ୍ପିଆନସିପ୍‌ରେ ବଲାଙ୍ଗିରର ସଫଳତା; ୧୪ ପଦକ ହାସଲ   (17-Jun-2026)       ||      *ଚନ୍ଦାହାଣ୍ଡି ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   (17-Jun-2026)       ||      *ସି.ଆର.ସି.ସି.,ବି.ଇ.ଓ.,ଵି.ଆର.ସି.ସି. ମିଳିତ ପରିଦର୍ଶନ-ବିଦ୍ୟାଳୟ ସ୍ତରୀୟ "ସୁରକ୍ଷା ଓ ନିରାପତ୍ତା ନିଶ୍ଚିତକରଣ-*   (17-Jun-2026)       ||      *କେରଣ୍ଡି ଗାଁରେ କାଳବୈଶାଖୀ ତାଣ୍ଡବ.... ଉପଡିଲା ଗଛ ଭାଙ୍ଗିଲା ଘର ଗୁଡିକର ଛପର*   (17-Jun-2026)       ||      ମହାରାଣା ପ୍ରତାପ: ବୀରତ୍ୱ ,ସ୍ୱାଭିମାନ ଏବଂ ଦେଶପ୍ରେମର ଏକ ଅମର ପ୍ରତୀକ।ତ୍ୟାଗ, ସାହସ ଏବଂ ସ୍ୱାଧୀନତାର ଏକ ଅନନ୍ୟା ଗାଥା। (ମହାରାଣା ପ୍ରତାପ ଙ୍କ ଜୟନ୍ତୀ ଅବସରରେ) -ସ୍ଵାମୀ ବିଜୟାନନ୍ଦଜୀ।   (17-Jun-2026)       ||      ଗ୍ରାମର ସମସ୍ୟା ନେଇ ବିଡିଓଙ୍କ ସହିତ ଆଲୋଚନା   (17-Jun-2026)       ||      ବରପାଲି ପ୍ରସିଦ୍ଧ ୧୪୯ ତମ ଶୀତଲ ଷଷ୍ଠୀ ଯାତ୍ରା ଉପଲକ୍ଷେ ପୋଲିସ ତରଫରୁ ଫ୍ଲାଗମାର୍ଚ   (17-Jun-2026)       ||      କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବଲାଙ୍ଗୀର ର ଝିଅ କଳ୍ପନା ଙ୍କୁ ଜୁନିୟର ଫେଲୋସିପ୍    (17-Jun-2026)       ||      +୨ପରୀକ୍ଷାରେ ୫ଠଠରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲା  ଡିଏନ୍‌ଏ ହାୟର ସେକେଣ୍ଡେରୀ ସ୍କୁଲ   (17-Jun-2026)       ||      ଦୀର୍ଘଦିନ ଧରି ୱାଟକୋ ପାଣି ପାଇପ୍ ଫାଟି କଟକ-ପାରାଦୀପ ରାସ୍ତା ଭାସୁଛି।ମାସେହେଲାଣି ଅଭିଯୋଗ ।ପଚାରିଲେ କୁହନ୍ତି କେଉଁଠି ପାଣି ବାହାରୁଛି ଆମେ ଜାଣିପାରୁନୁ।   (17-Jun-2026)       ||      ବକଟି ପଂଚାୟତ ରେ ପଂଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (16-Jun-2026)       ||      ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଅନୁଷ୍ଠିତ   (16-Jun-2026)       ||      ବରପାଲି ଶିବବିବାହତ୍ସବରେ କନ୍ୟା ଆନ୍ବେଷଣ ପର୍ବ ପତର ପେଣ୍ଡୀ ସମାପନ   (16-Jun-2026)       ||     

HOME   ଜିଲ୍ଲା

ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ଦିବସ, ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା ସମ୍ପନ୍ନ

17-Jun-2026



ବରପାଲି - (ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲିର ପ୍ରସିଦ୍ଧ ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ସନ୍ଧ୍ୟା ଦିବସରେ ଶିବ ବିବାହ ମୋହତ୍ସବର ଏକ ମୁଖ୍ୟ ପାରମ୍ପରିକ ରୀତି ଭୈରବ ବାବାଙ୍କ ଗୁଆଗୁଣ୍ଡା ନୀଉତା ଭବ୍ୟ ଶୋଭା ଯାତ୍ରା ସହ ଅନୁଷ୍ଠିତ ହୋଇଯାଇଛି, ସ୍ଥାନୀୟ କପିଳେଶ୍ୱର ନଗରରୁ ଭୈରବ ବାବାଙ୍କ ପରଭା ବାହାରି ନଗର ପରିକ୍ରମା କରି ବିଭିନ୍ନ ଦେବଦେବୀ ଓ ଦେବ ମଣ୍ଡଳୀକୁ ଗୁଆଗୁଣ୍ଡା ବିତରଣ କରି ଶିବ ବିବାହ ପାଇଁ ନିମନ୍ତ୍ରଣ ପ୍ରଦାନ କରିଥିଲେ l ପୂର୍ବପୁରୁଷ ଅମଳରୁ ଚାଲିଆସୁଥିବା ପରମ୍ପରା ଅନୁଯାୟୀ ମିର୍ଦ୍ଧା ଓ କୁଡା ଆଦିବାସି ସମ୍ପ୍ରଦାୟର ଯୁବକମାନେ ଭୈରବ ବାବାଙ୍କ ପରଭାକୁ କାନ୍ଧରେ ବୋହି ନଗର ପରିକ୍ରମା କରିଥିଲେ l ସୁସଜ୍ଜିତ କାଠର ପାଲିଙ୍କି, ବାଜା ଘଣ୍ଟୁଆ ଦଳ, ଆତସ ବାଜି,ସହ କିନ୍ନର ସମ୍ପ୍ରଦାୟର ସଂସ୍କୃତିକ ପ୍ରଦର୍ଶନ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆହୁରି ଆକର୍ଷଣ କରିଥିଲା l ଶୋଭାଯାତ୍ରା ବ୍ଲକ କଲୋନୀ, ରେଲୱେ ଷ୍ଟେସନ ଛକ, କଲେଜ ଛକ, ଶ୍ୱାମା ଛକ, ଗାନ୍ଧୀ ଛକ, ଡାକ୍ତରଖାନା ଛକ, ହାଟପଦା, ଗଣେଶ ମନ୍ଦିର, ଦୁର୍ଗା ମନ୍ଦିର, ଓ ତେଲିପଡ଼ା ଭାଗବତ ମନ୍ଦିର ରାସ୍ତା ଦେଇ ଭଣ୍ଡାର ଗୃହ ସମ୍ଭୁଖରେ ପଞ୍ଚିଥିଲା l ସେଠାରେ ପରମ୍ପରା ଅନୁଯାୟୀ ପରଭା ବୋହୁଥିବା ବିଗାଡିମାନେ ପରଭାକୁ କାନ୍ଧରେ ଅବତରଣ କରିଥିଲେ l ନଗର ପରିକ୍ରମା ସମୟରେ ଭୈରବ ବାବା କପିଳେଶ୍ୱର ବାବା ଓ ମାତା ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବ ପାଇଁ ବିଭିନ୍ନ ଦେବଦେବୀଙ୍କୁ ଗୁଆ ଗୁଣ୍ଡା ପ୍ରଦାନ କରି ନିମନ୍ତ୍ରଣ କରିଥିଲେ l ପରେ ବିଳମ୍ବିତ ରାତ୍ରିରେ ଶୀତଳ ଷଷ୍ଠୀ ମହୋତ୍ସବ କମିଟି ପକ୍ଷରୁ କୁକାବନ୍ଧସ୍ଥିତ ରାମେଶ୍ବର ଶିବ ମନ୍ଦିରରେ ମହାଦୀପ ସ୍ଥାପନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା l ଏହି ଗୁଆଗୁଣ୍ଡା ନିଉତା କାର୍ଯ୍ୟକ୍ରମ ସହ ବରପାଲି ର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଶିବ ବିବାହ ମହୋତ୍ସବର ଧାର୍ମିକ ଓ ପାରମ୍ପରିକ ମାହୋଲ ଆହୁରି ଉତ୍ସାହମୟ ହୋଇଉଠିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଗଲପୁର ବ୍ଲକ୍ ରେ ବିକାଶ ର ଧାରା ଓଡ଼ିଶା ସାରା କାର୍ଯକ୍ରମ   17-Jun-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ଦିବସ, ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା ସମ୍ପନ୍ନ   17-Jun-2026
  ଜିଲ୍ଲା  
ବଲାଙ୍ଗିର ର ୯ ଗୋଟି ଶିତଳ ଷଷ୍ଠୀ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ୩୬ ଲକ୍ଷ ଟଙ୍କା ଅନୁଦାନ   17-Jun-2026
  ଜିଲ୍ଲା  
ବଲାଙ୍ଗିର ସହରରେ ଅଘୋଷିତ ବିଦ୍ୟୁତ୍ କାଟ   17-Jun-2026
  ଜିଲ୍ଲା  
ଲୋଇସିଂହା ରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   17-Jun-2026
  ଜିଲ୍ଲା  
ନୂତନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ   17-Jun-2026
  ଜିଲ୍ଲା  
ଟୋକନ ନ ସମସ୍ୟା; ମଙ୍ଗଳବାର ରାସ୍ତାରୋକ ସ୍ଥଗିତ   17-Jun-2026
  ଜିଲ୍ଲା  
ନବମ ଓଡ଼ିଶା ପେନକାକ୍ ସିଲାଟ ଚମ୍ପିଆନସିପ୍‌ରେ ବଲାଙ୍ଗିରର ସଫଳତା; ୧୪ ପଦକ ହାସଲ   17-Jun-2026
  ଜିଲ୍ଲା  
*ଚନ୍ଦାହାଣ୍ଡି ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   17-Jun-2026
  ଜିଲ୍ଲା  
*ସି.ଆର.ସି.ସି.,ବି.ଇ.ଓ.,ଵି.ଆର.ସି.ସି. ମିଳିତ ପରିଦର୍ଶନ-ବିଦ୍ୟାଳୟ ସ୍ତରୀୟ "ସୁରକ୍ଷା ଓ ନିରାପତ୍ତା ନିଶ୍ଚିତକରଣ-*   17-Jun-2026
  ଜିଲ୍ଲା  
*କେରଣ୍ଡି ଗାଁରେ କାଳବୈଶାଖୀ ତାଣ୍ଡବ.... ଉପଡିଲା ଗଛ ଭାଙ୍ଗିଲା ଘର ଗୁଡିକର ଛପର*   17-Jun-2026
  ରାଜ୍ୟ  
ମହାରାଣା ପ୍ରତାପ: ବୀରତ୍ୱ ,ସ୍ୱାଭିମାନ ଏବଂ ଦେଶପ୍ରେମର ଏକ ଅମର ପ୍ରତୀକ।ତ୍ୟାଗ, ସାହସ ଏବଂ ସ୍ୱାଧୀନତାର ଏକ ଅନନ୍ୟା ଗାଥା। (ମହାରାଣା ପ୍ରତାପ ଙ୍କ ଜୟନ୍ତୀ ଅବସରରେ) -ସ୍ଵାମୀ ବିଜୟାନନ୍ଦଜୀ।   17-Jun-2026

You Might Also Like