-+91-9937148622 |

prerana_bgr@rediffmail.com |

  Wednesday 17th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଟୋକନ ନ ସମସ୍ୟା; ମଙ୍ଗଳବାର ରାସ୍ତାରୋକ ସ୍ଥଗିତ   (17-Jun-2026)       ||      ନବମ ଓଡ଼ିଶା ପେନକାକ୍ ସିଲାଟ ଚମ୍ପିଆନସିପ୍‌ରେ ବଲାଙ୍ଗିରର ସଫଳତା; ୧୪ ପଦକ ହାସଲ   (17-Jun-2026)       ||      *ଚନ୍ଦାହାଣ୍ଡି ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   (17-Jun-2026)       ||      *ସି.ଆର.ସି.ସି.,ବି.ଇ.ଓ.,ଵି.ଆର.ସି.ସି. ମିଳିତ ପରିଦର୍ଶନ-ବିଦ୍ୟାଳୟ ସ୍ତରୀୟ "ସୁରକ୍ଷା ଓ ନିରାପତ୍ତା ନିଶ୍ଚିତକରଣ-*   (17-Jun-2026)       ||      *କେରଣ୍ଡି ଗାଁରେ କାଳବୈଶାଖୀ ତାଣ୍ଡବ.... ଉପଡିଲା ଗଛ ଭାଙ୍ଗିଲା ଘର ଗୁଡିକର ଛପର*   (17-Jun-2026)       ||      ମହାରାଣା ପ୍ରତାପ: ବୀରତ୍ୱ ,ସ୍ୱାଭିମାନ ଏବଂ ଦେଶପ୍ରେମର ଏକ ଅମର ପ୍ରତୀକ।ତ୍ୟାଗ, ସାହସ ଏବଂ ସ୍ୱାଧୀନତାର ଏକ ଅନନ୍ୟା ଗାଥା। (ମହାରାଣା ପ୍ରତାପ ଙ୍କ ଜୟନ୍ତୀ ଅବସରରେ) -ସ୍ଵାମୀ ବିଜୟାନନ୍ଦଜୀ।   (17-Jun-2026)       ||      ଗ୍ରାମର ସମସ୍ୟା ନେଇ ବିଡିଓଙ୍କ ସହିତ ଆଲୋଚନା   (17-Jun-2026)       ||      ବରପାଲି ପ୍ରସିଦ୍ଧ ୧୪୯ ତମ ଶୀତଲ ଷଷ୍ଠୀ ଯାତ୍ରା ଉପଲକ୍ଷେ ପୋଲିସ ତରଫରୁ ଫ୍ଲାଗମାର୍ଚ   (17-Jun-2026)       ||      କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବଲାଙ୍ଗୀର ର ଝିଅ କଳ୍ପନା ଙ୍କୁ ଜୁନିୟର ଫେଲୋସିପ୍    (17-Jun-2026)       ||      +୨ପରୀକ୍ଷାରେ ୫ଠଠରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲା  ଡିଏନ୍‌ଏ ହାୟର ସେକେଣ୍ଡେରୀ ସ୍କୁଲ   (17-Jun-2026)       ||      ଦୀର୍ଘଦିନ ଧରି ୱାଟକୋ ପାଣି ପାଇପ୍ ଫାଟି କଟକ-ପାରାଦୀପ ରାସ୍ତା ଭାସୁଛି।ମାସେହେଲାଣି ଅଭିଯୋଗ ।ପଚାରିଲେ କୁହନ୍ତି କେଉଁଠି ପାଣି ବାହାରୁଛି ଆମେ ଜାଣିପାରୁନୁ।   (17-Jun-2026)       ||      ବକଟି ପଂଚାୟତ ରେ ପଂଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (16-Jun-2026)       ||      ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଅନୁଷ୍ଠିତ   (16-Jun-2026)       ||      ବରପାଲି ଶିବବିବାହତ୍ସବରେ କନ୍ୟା ଆନ୍ବେଷଣ ପର୍ବ ପତର ପେଣ୍ଡୀ ସମାପନ   (16-Jun-2026)       ||      *ଆନ୍ତର୍ଜାତୀୟ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ସଚେତନତା ରଥ ଉଦଘାଟିତ*   (16-Jun-2026)       ||      ଜାତୀୟ ସ୍ତରରେ ନିଷ୍ପା ପରିବାର ସମ୍ବର୍ଦ୍ଧିତ, ରକ୍ତ ସଞ୍ଚାର ସେବା ଯୋଗୁଁ ଅହମଦାବାଦ ରେ ସମ୍ବର୍ଦ୍ଧିତ    (16-Jun-2026)       ||      ଶୀତଳଷଷ୍ଠୀ ଯାତ୍ରା ପାଇଁ କୋଷାଗାର ରୁ ବାହାରିଲେ ୧୦୮ ତୋଳା ର ସୁନା ନାଗ ମୁର୍ତ୍ତୀ   (16-Jun-2026)       ||      ଏସ୍.ଏନ.କ୍ଲାସେସ ର ବର୍ଣ୍ଣାଢ଼୍ୟ ଉତ୍ସବ ପାଳିତ    (16-Jun-2026)       ||      ବରଗଡ଼ ଜିଲ୍ଲା ଅଟୋ ରିକ୍ସା ମାଲିକ ସଂଘର ୨୭ତମ ବାର୍ଷିକ ଉତ୍ସବ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ    (16-Jun-2026)       ||      ଜାଇକା ପାଇପ୍ ଫାଟି ଘୁଅ,ମୁତ ମଇଳା ପାଣି ମିଶୁଛି ତାଳଦଣ୍ଡା କେନାଲରେ    (16-Jun-2026)       ||     

HOME   ଜିଲ୍ଲା

ଟୋକନ ନ ସମସ୍ୟା; ମଙ୍ଗଳବାର ରାସ୍ତାରୋକ ସ୍ଥଗିତ

17-Jun-2026



ଅତାବିରା(ଆକାଶ ମିଶ୍ର): ପାଖାପାଖି ୩୦ ପ୍ରତିଶତ ଟୋକନ ନ ଆସିବା ନେଇ ମଙ୍ଗଳବାର ହେବାକୁ ଥିବା ରାସ୍ତାରୋକ ପ୍ରଶାସନ ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ପରେ ସ୍ଥଗିତ ହୋଇଛି।  ଆସନ୍ତା ୨୧ ତାରିଖ ମଧ୍ୟରେ ବାକିତକ ଟୋକନ ନ ଆସିଲେ ୨୨ ତାରିଖ ଦିନ ରାସ୍ତାରୋକ ହେବ ବୋଲି ଚାଷୀ ଓ ପ୍ରଶାସନିକ ଅଧିକାରୀ ମଧ୍ୟରେ ଲିଖିତ ରାଜିନାମା ହୋଇଛି। ପ୍ରକାଶ ଯେ, ଚାଷୀ ପଂଜୀକରଣ ସମୟରେ ଦିଆଯାଇଥିବା ଜମି ପରିମାଣ ଅନୁପାତରେ ବହୁ କମ୍ ପରିମାଣର ଟୋକନ ଆସିଛି। ବହୁ ଚାଷୀଙ୍କ ଦ୍ବିତୀୟ ଓ ତୃତୀୟ ଟୋକନ ଆସେ ନୁହେଁ।  ଜୁନ ମାସ ପର୍ଯ୍ୟନ୍ତ ସରକାର ଧାନ କିଣିବା ଲକ୍ଷ୍ୟ ରଖିଥିବା ବେଳେ ହାତରେ ମାତ୍ର ୧୫ ଦିନ ଥିବାରୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ନେତୃତ୍ବରେ ଚାଷୀ ମଙ୍ଗଳବାର ରାସ୍ତାରୋକ କରିବାର ନିଷ୍ପତ୍ତି ନେଇଥିଲା। ଏନେଇ ଜୁନ ୧ ତାରିଖ ଅତାବିରା ପଂଚାୟତ ସମିତିରେ ଜିଲ୍ଲାସ୍ତରୀୟ ଯୁଗ୍ମ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ। ଇତି ମଧ୍ୟରେ ୫ ଥର ଆଲୋଚନା ସରିଥିଲା। ଆସନ୍ତା କାଲି ସମ୍ଭାବ୍ୟ ରାସ୍ତାରୋକ ପୂର୍ବରୁ ରବିବାର ସଂଧ୍ୟାରେ ଗୋଡ଼ଭଗା ମାର୍କେଟ୍ ୟାର୍ଡରେ ପ୍ରଶାସନ ଓ କୃଷକ ସଂଗଠନ ସହ ଚାଷୀଙ୍କ ଆଲୋଚନା ହୋଇଥିଲା। ଏଥିରେ ଡ଼ିଆର୍ସିଏସ୍  ଯୁଗଳ କୁଶୋର ଦାଶ, ଏସିଏସ୍ଓ ବ୍ୟାମାକେଶ ମାଝୀ, ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ଅଙ୍କିତ ପଣ୍ଡା, ଏଏସ୍ଓ ପଦାରବିନ୍ଦ ତ୍ରିପାଠୀ, ଥାନାଧିକାରୀ ପ୍ରକାଶ କର୍ଣ୍ଣ ସହ କୃଷକ ସଂଗଠନର ସଭାପତି ଭୁବନ ପ୍ରଧାନ, ଚାଷୀନେତା ବୀରେନ୍ଦ୍ର କର, ଟିକେଲାଲ ମିଶ୍ର, ସୁବାଷ ବିଶ୍ବାଲ, ବୃଦ୍ଧଦେବ ନନ୍ଦ, ବି ପାପାରାଓ, ସଂକ୍ରାନ୍ତି ଭେଙ୍କଟେଶ୍ବର ରାଓ, ଭି କ୍ରିଷ୍ଣ ମୂର୍ତ୍ତି, ଏମ୍ ସତ୍ୟ ପ୍ରକାଶ, ଜେ ସୂର୍ଯ୍ୟପ୍ରକାଶ, କେ ରାମ ବାବୁ, ମୂରଲି କ୍ରିଷ୍ଣା, ସୁରେଶ କର୍ଣ୍ଣ ପ୍ରମୁଖ ଶତାଧିକ ଚାଷୀ ଉପସ୍ଥିତ ରହି ଆଲୋଚନା କରିଥିଲେ। ଉପକୂଳ ଅଂଚଳରେ ରଜ ଛୁଟି ଥିବାରୁ ଛୁଟି ପରେ ୨୦ ତାରିଖ ମଧ୍ୟରେ ସମସ୍ତ ଟୋକନ ଆସିବାକୁ ପ୍ରଶାସନ ପ୍ରତିଶ୍ରୁତି ହୋଇଥିଲା। ୨୧ ତାରିଖ ମଧ୍ୟରେ ଟୋକନ ନ ଆସିଲେ ୨୨ ତାରଖି ରାସ୍ତରୋକ କରିବାକୁ ଚାଷୀମାନେ ଚରଣବାଣୀ ଶୁଣାଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟୋକନ ନ ସମସ୍ୟା; ମଙ୍ଗଳବାର ରାସ୍ତାରୋକ ସ୍ଥଗିତ   17-Jun-2026
  ଜିଲ୍ଲା  
ନବମ ଓଡ଼ିଶା ପେନକାକ୍ ସିଲାଟ ଚମ୍ପିଆନସିପ୍‌ରେ ବଲାଙ୍ଗିରର ସଫଳତା; ୧୪ ପଦକ ହାସଲ   17-Jun-2026
  ଜିଲ୍ଲା  
*ଚନ୍ଦାହାଣ୍ଡି ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   17-Jun-2026
  ଜିଲ୍ଲା  
*ସି.ଆର.ସି.ସି.,ବି.ଇ.ଓ.,ଵି.ଆର.ସି.ସି. ମିଳିତ ପରିଦର୍ଶନ-ବିଦ୍ୟାଳୟ ସ୍ତରୀୟ "ସୁରକ୍ଷା ଓ ନିରାପତ୍ତା ନିଶ୍ଚିତକରଣ-*   17-Jun-2026
  ଜିଲ୍ଲା  
*କେରଣ୍ଡି ଗାଁରେ କାଳବୈଶାଖୀ ତାଣ୍ଡବ.... ଉପଡିଲା ଗଛ ଭାଙ୍ଗିଲା ଘର ଗୁଡିକର ଛପର*   17-Jun-2026
  ରାଜ୍ୟ  
ମହାରାଣା ପ୍ରତାପ: ବୀରତ୍ୱ ,ସ୍ୱାଭିମାନ ଏବଂ ଦେଶପ୍ରେମର ଏକ ଅମର ପ୍ରତୀକ।ତ୍ୟାଗ, ସାହସ ଏବଂ ସ୍ୱାଧୀନତାର ଏକ ଅନନ୍ୟା ଗାଥା। (ମହାରାଣା ପ୍ରତାପ ଙ୍କ ଜୟନ୍ତୀ ଅବସରରେ) -ସ୍ଵାମୀ ବିଜୟାନନ୍ଦଜୀ।   17-Jun-2026
  ଜିଲ୍ଲା  
ଗ୍ରାମର ସମସ୍ୟା ନେଇ ବିଡିଓଙ୍କ ସହିତ ଆଲୋଚନା   17-Jun-2026
  ଜିଲ୍ଲା  
ବରପାଲି ପ୍ରସିଦ୍ଧ ୧୪୯ ତମ ଶୀତଲ ଷଷ୍ଠୀ ଯାତ୍ରା ଉପଲକ୍ଷେ ପୋଲିସ ତରଫରୁ ଫ୍ଲାଗମାର୍ଚ   17-Jun-2026
  ଜିଲ୍ଲା  
କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବଲାଙ୍ଗୀର ର ଝିଅ କଳ୍ପନା ଙ୍କୁ ଜୁନିୟର ଫେଲୋସିପ୍   17-Jun-2026
  ଜିଲ୍ଲା  
+୨ପରୀକ୍ଷାରେ ୫ଠଠରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲା  ଡିଏନ୍‌ଏ ହାୟର ସେକେଣ୍ଡେରୀ ସ୍କୁଲ   17-Jun-2026
  ଜିଲ୍ଲା  
ଦୀର୍ଘଦିନ ଧରି ୱାଟକୋ ପାଣି ପାଇପ୍ ଫାଟି କଟକ-ପାରାଦୀପ ରାସ୍ତା ଭାସୁଛି।ମାସେହେଲାଣି ଅଭିଯୋଗ ।ପଚାରିଲେ କୁହନ୍ତି କେଉଁଠି ପାଣି ବାହାରୁଛି ଆମେ ଜାଣିପାରୁନୁ।   17-Jun-2026
  ଜିଲ୍ଲା  
ବକଟି ପଂଚାୟତ ରେ ପଂଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   16-Jun-2026

You Might Also Like