-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
27-Oct-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଝାରମୁଣ୍ଡା ଠାରେ 11 ତମ ବିରାଟ ଧନୁଯାତ୍ରା ମହୋତ୍ସବ 2023 ର ଶୁଭାରମ୍ଭ ଆସନ୍ତା ଡିସେମ୍ବର 25 ରୁ ଡିସେମ୍ବର 31 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ମହୋତ୍ସବ ର ପ୍ରତିଷ୍ଠାତା ସଭାପତି ଅନଙ୍ଗଉଦୟ ଗଡତ୍ୟା, ଆବାହକ ଆଦିତ୍ୟ ଗଡ଼ତ୍ୟା, ମଥୁରା ସଭାପତି ଆନନ୍ଦ ମେହେର, ଗୋପପୁର ସଭାପତି ବାଳକୃଷ୍ଣ ଧରୁଆ, ସମ୍ପାଦକ ଅନିଲ କୁମାର ଗଡ଼ତ୍ୟା l ଆଗାମୀ ଦିନର ଧନୁଯାତ୍ରା ପାଇଁ ଆଜି ଶୁଭସ୍ତମ୍ବ ସ୍ଥାପନ ହୋଇଛି l କଂସ ଭୂମିକାରେ ବିଜୟ କୁମାର ଦେବତା, ଆୟୋଜକ ଝାରମୁଣ୍ଡା ଗ୍ରାମବାସୀ ବୃନ୍ଦ, ଉପଦେଷ୍ଟା ରାଜକୁମାର ଶର୍ମା, ମଧୁଚନ୍ଦନ, ଲିଙ୍ଗରାଜ ବେହେରା, ବାସୁଦେବ ପୁଟେଲ, ସତ୍ୟବାଦୀ ସାହୁ, ଗୋପାଳ ଧରୁଆ, ସୁରତ ସାହୁ, ନଟବାର ଧରୁ, ଧନସିଂ ଧରୁଆ, ରୁଦ୍ରମଣି ପୁଟେଲ, ମକର ଧରୁଆ, ପ୍ରମୋଦ ବିଶି, ଦିଗାମ୍ବର ମାରପାଚି, କଳାକାଁହୁ ଧରୁଆ, ବୀରେନ୍ଦ୍ର କନ୍ଧେର, କୁବେର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ l