-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
18-Aug-2023
ବଲାଙ୍ଗିର : କଫ ସିରଫ କାରବାରରେ ସମ୍ପୃକ୍ତ ଥିବା ଦୁଇ ଜଣ ଯୁବକ ଙ୍କୁ ଆଜି ବଲାଙ୍ଗୀର ଟାଉନ୍ ଥାନା ଗିରଫ କରିଛି l ଏଇ ଦୁଇ ଜଣ ହେଲେ ସୁଧାଂଶୁ ସାହୁ @ ଗଜ ଓ ଆଉ ଜଣେ ସୁରୁବାବୁ ଅଦlବରିଆ ବୋଲି ପୋଲିସ ସୂଚନା ଦେଇଛି l
ଦୁହେଁ ବଲାଙ୍ଗିର ସହର ଠିକାଦାର ପଡ଼ାର ବାସୀନ୍ଦା ହୋଇଥିବା ବେଳେ ଏମାନେ ଦୁହେଁ ମିଶି ଘରେ କଫ ସିରଫ, କୋରେକ୍ସ ଓ ଅନ୍ୟନ୍ୟ ନିଶା ଦ୍ରବ୍ୟ ରଖି ବିକ୍ରି କରୁଥିଲେ l ଏ ମାନଙ୍କ ଠାରୁ କଫ ସିରଫ୍
୮ ଷ୍ଟ୍ରିପ ଓ ଆରପ୍ରାଯୋଲମ୍ ଟେବଲେଟ ଗୋଟିଏ ଷ୍ଟ୍ରିପ ଜବତ କରିଛି l ଟାଉନ୍ ଥାନା କେଶ୍ ନମ୍ବର୍ ୪୨୫, ଆଇ ପି ସି ଦଫା ୪୫୭,୩୮୦,୩୮୦ ଓ ୩୪ ରେ ଦୁଇ ନିଶା ବେପାରି ଙ୍କୁ ଘରେ ଥିବା ସମୟରେ ପୋଲିସ କାବୁ କରିବାରେ ସଫଳ ହୋଇଛି l