-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
05-Aug-2023
ବଲାଙ୍ଗିର (ଦେବାଶିଷ ବହିଦାର): ଆଜି ବଲାଙ୍ଗିର ଟାଉନ୍ ପୋଲିସ ଚୋରୀ କେସ୍ ରେ ସମ୍ପୃକ୍ତ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି l ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ନ୍ତର୍ଗତ ଦଶପୁର ଗାଁ ର ଅଭିଷେକ କୁମ୍ଭାର (୨୨) ଓ ଶାନ୍ତନୁ ମହାନନ୍ଦ (୩୧) ଗତ ରାତିରେ ବଲାଙ୍ଗିର ସହର୍ ସନ୍ନିକଟ ହିରୋ ସୋ ରୁମ୍ ପାଖରେ ଥିବା ଏକ ତାର ଗୋଦାମ୍ ରୁ ତାର ଚୋରି କରି ଥିଲେ l ଏ ନେଇ ଗୋଦାମ୍ ମାଲିକ ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା l ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଛାନଭିନ କରାଯାଇ ଆଜି ବଲାଙ୍ଗିର ସୁଦ ପଡା କ୍ଲବ୍ ଛକ୍ ଠାରେ ଅଭିଷେକ କୁ ଓ ଶାନ୍ତିପଡା ଠାରେ ଶାନ୍ତନୁ କୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲl l ଟାଉନ୍ ଥାନା କେଶ୍ ନମ୍ବର୍ ୩୭୭/୨୦୨୩ ରେ ଦଫା ୪୫୭ ଓ ୨୩
ଆଇ ପି ସି ରେ ପୋଲିସ ଏହି ଦୁଇ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି