-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Dec-2020
ବିଜେଡିର ଏହା ଡବଲ ଷ୍ଟାଣ୍ଡାର୍ଡ l’ଲୋକ ଦେଖାଣିଆ ପାଇଁ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଛି, ଚାଷୀ ଆନ୍ଦୋଳନକୁ କଂଗ୍ରେସର ସମର୍ଥନ କରିଛି’:କେନ୍ଦ୍ରର ଭୟରେ ରାଜରାସ୍ତାକୁ ଓହ୍ଲାଇନାହିଁ ବିଜେଡି, ଯଦି ଚାଷୀଙ୍କ ପାଇଁ ଦରଦ ଅଛି ରାଜରାସ୍ତାକୁ ଓହ୍ଲାନ୍ତୁ‘: ବିଧାନସଭାରେ କୃଷି ବିଲ୍ କଣ ପାଇଁ ଆଣିଲେନି କାହିଁକି? ଯଦି ଦରଦ ଅଛି ଆଗାମୀ ଅଧିବେଶନରେ ବିଲ ଆଣନ୍ତୁ’: ତାରାପ୍ରସାଦ
ଚାଷ ଓ ଚାଷୀ ପାଇଁ ସଦାବେଳେ ବିଜେଡି ରହିଛି, ବିଧାନସଭାରେ ସର୍ବସମ୍ମତି କ୍ରମେ ପ୍ରସ୍ତାଵ ପାରିତ ହୋଇଛି, ଚାଷୀଙ୍କ ଆବଶ୍ୟକତାକୁ କ୍ୟାବିନେଟ ପାରିତ କରିଛି l ‘ଯଦି ବିରୋଧୀ ଚାଷୀଙ୍କ ପାଇଁ ଡ୍ରାମା କହିବେ, ଆମେ ଡ୍ରାମା କରୁଛୁ, ମାଇଲେଜ କିଛି ନୁହେଁ ଯାହା ଚାଷୀଙ୍କ ପାଇଁ ନ୍ୟାର୍ଯ୍ୟ ତାହା ହୋଇଛି’ : ଦେବୀ ମିଶ୍ର
‘ପ୍ରଚାର, ପ୍ରତିଶ୍ରୁତି ଓ ପ୍ରତାରଣର ସରକାର, ବିଜେପି ଓ ବିଜେଡି ଏକ, ପଞ୍ଜାବ ସରକାର ଯେପରି ପାସ୍ କରିଛନ୍ତି ସେପରି ବିଲ ଆଣନ୍ତୁ ସରକାର’ l *‘ରାଜ୍ୟରେ ଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ, ସବୁ ଆଇନ୍ରେ କେନ୍ଦ୍ରକୁ ସମର୍ଥନ କରୁଛନ୍ତି’: ନିରଞ୍ଜନ। ସର୍ବସମ୍ମତିରେ ୨୯୩୦ରେ ଧାନ କିଣିବା ପାଇଁ ପାସ ହୋଇଥିଲା, କଣ ହେଲା
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ