-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଅପରାଧ

ସୁବର୍ଣ୍ଣପୁର ପୋଲିସ ର ବଡ଼ ସଫଳତା*- *ବ୍ୟାଙ୍କ ମ୍ୟାନେଜର ଆତ୍ମହତ୍ୟା ଘଟଣା ରେ ରାଜସ୍ଥାନ ରୁ ଗିରଫ ହେଲେ ସାଇବର ଅପରାଧୀ*- *ଯୁବ ପିଢୀ ସଚେତନ ଓ ସୁରକ୍ଷିତ ରହିବାକୁ ଏସପି ଙ୍କ ନିବେଦନ

05-Dec-2022



ସୁବର୍ଣ୍ଣପୁର -  ସାମ୍ପ୍ରତିକ ସମାଜ ରେ କେବଳ ସୁବର୍ଣ୍ଣପୁର ନୁହେଁ ସାରା ଭାରତ ରେ ନିତିଦିନ ସୁବର୍ଣ୍ଣପୁର ର ଏ ଆତ୍ମହତ୍ୟା ଘଟଣା ଭଳି ଘଟୁଛି ନୁଆଁ ନୁଆଁ କୌଶଳ ରେ ବିଭିନ୍ନ ସାଇବର ଅପରାଧ l  ସାଇବର ଅପରାଧୀଙ୍କ ବ୍ଲାକମେଲିଂରେ ପୀଡିତ  ଯୁବ ପିଢୀ ଆତ୍ମହତ୍ୟା ପରି କଠୋର ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହେଉଥିବା ସବୁଠି ଏବେ ଦେଖିବାକୁ ମିଳୁଛି  ।ରାଜସ୍ଥାନ ଅଲୱର ସହରର ଦୁଇଜଣ ସାଇବର ଅପରାଧୀଙ୍କ ବ୍ଳାକମେଲିଂ ଯୋଗୁଁ ବରପାଲି ପିଏନବି ବ୍ୟାଙ୍କ ମେନେଜର ଦିବ୍ୟ ରଂଜନ ମିଶ୍ର ଆତ୍ମହତ୍ୟା କରିଥିବା ପୋଲିସ  ତଦନ୍ତ ପରେ ଆଜି ପର୍ଦାଫାଶ କରିଛି l ବ୍ଳାକମେଲିଂ କରି ଅପରାଧୀମାନେ ବିଭିନ୍ନ ସମୟରେ ଦିବ୍ୟ ରଂଜନଙ୍କ ପାଖରୁ ୨୬ ଲକ୍ଷ ୧୫ହଜାର ୭୧୦ ଟଙ୍କା  ଠକି ନେଇନେବା ପରେ ଦିବ୍ୟ ରଂଜନ ମାନସିକ ଚାପଗ୍ରସ୍ତ ହୋଇ ଗତ
ସେପଟେମ୍ବର ୧୩ ତାରିଖରେ ଡୁଂଗୁରିପାଲି ଥାନା ଅନ୍ତର୍ଗତ ଚେରୁପାଲି ନିକଟସ୍ଥ ଅଂଗନଦୀରେ ଆତ୍ମହତ୍ୟା  କରିଥିଲେ  ।ପୋଲିସ ଏହି ଘଟଣାର ତଦନ୍ତ କରି ଦିବ୍ୟ ରଂଜନଙ୍କୁ ଅପରାଧୀମାନେ ଲାଇଭ କଲ କରି ନଗ୍ନ ଚିତ୍ର ଉତ୍ତୋଳନ କରି ଟଂକା ଆଦାୟ କରୁଥିବା ପୋଲିସ ଜାଣିବାକୁ ପାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଡ଼ିଏସପି ସତ୍ୟଜିତ ମିଶ୍ର ଙ୍କ ନେତୃତ୍ୱ ରେ ଏକ ସ୍ବତନ୍ତ୍ର ଦଳ ଏହାର ଅନୁସଂଧାନ କରି ରାଜସ୍ଥାନରୁ ଦୁଇ ସାଇବର ଅପରାଧୀଙ୍କୁ ଗିରଫ କରିବା ସହିତ ଦିବ୍ୟ ରଂଜନଙ୍କ ପାଖରୁ ଆଦାୟ କରିଥିବା ଟଂକାରେ କିଣାଯାଇଥିବା ଏକ ଚାରିଚକିଆ ଯାନ ଓ ଏକ ମୋବାଇଲ ଫୋନକୁ ଜବତ କରିବାରେ ପୋଲିସ ସଫଳ ହୋଇଛି  ।ସାଇବର ଅପରାଧୀ ଦ୍ବୟ ରାଜସ୍ଥାନ ଅଲୱର ସହରର  କିଙ୍ଗପିନ ମେହେବୁବ ଓ ଆଦିଲ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସୂଚନା ଦେଇଛନ୍ତି  ।ଆଜି ଅପରାଧି ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସୂଚନା ଦେଇଛନ୍ତି  । ଫେକ ସିବିଆଇ ଅଫିସର ଭାବେ ଉକ୍ତ ଏଟିଏମ ସାଇବର ଗ୍ରୁପ ଗତ ଜୁନ ୨୧.୨୦୨୨ ରୁ  ବ୍ଲାକ ମେଲିଂ ଆରମ୍ଭ କରି  ଟଙ୍କା ଆଦାୟ ମଧ୍ୟ ଆରମ୍ଭ କରିଥିବା ଏବଂ ରାଜସ୍ଥାନ ର ଭିୱାଡି ଏସପି ଙ୍କ ସମ୍ପୂର୍ଣ ସହଯୋଗ ରେ ସୁବର୍ଣ୍ଣପୁର ଜ଼ିଲ୍ଲା ପୋଲିସ ଏ ଅପରାଧୀ ଙ୍କୁ ଧରିବାରେ ସଫଳ ହୋଇଥିବା ଜଣାଯାଇଛି l ଘଟଣା ରେ ସମ୍ପୃକ୍ତ ଅନ୍ୟ  ଅପରାଧୀ ମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଧରାଯିବ ବୋଲି ଏସପି ସୂଚନା ଦେଇଛନ୍ତି l ସେ  ପୁଅ ହେଉ କିମ୍ବା ଝିଅ ର କୌଣସି ଅଜଣା ଫୋନ କଲ ଓ ଭିଡିଓ କଲ ପ୍ରତି ସାବଧାନ ରହି ସେଥିରୁ ସମ୍ପୂର୍ଣ ଦୁରେଇ ରହି ବାକୁ ଏବଂ ନିଜର ବହୁମୂଲ୍ୟ ସୁନ୍ଦର ମଣିଷ ଜୀବନ କୁ ସୁରକ୍ଷିତ ରଖିବାକୁ ମିଡ଼ିଆ ଜରିଆରେ ଆଜି ଏସପି ଶ୍ରୀ ପଣ୍ଡା ଆଗାମୀ ଯୁବ ପିଢୀ ଙ୍କୁ ସଚେତନ ଓ ନିବେଦନ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like