-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
01-Dec-2020
ଭୁବନେଶ୍ବର, (ପ୍ରେରଣା ଖବର) ରାଜ୍ଯରେ ଆଜି ୪ଶହ ତଳକୁ ଖସିଲା କରୋନା ଗ୍ରାଫ୍ ।ଆଜି ରାଜ୍ଯରେ ନୂଆ ୩୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୯ ଓ ଅନ୍ୟ ୧୫୯ ଲୋକାଲ କଣ୍ଟାକ୍ଟ। ରାଜ୍ଯରେ ଏଯାବତ୍ ୩,୧୯,୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ଯ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି!!