-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
17-Jul-2022
ବଲାଙ୍ଗୀର- ବଲାଙ୍ଗୀରର ଜଣାଶୁଣା ପ୍ରବଚିକା ତଥା ଲେଖିକା େଲୋରା ମିଶ୍ରଙ୍କ ନେତୃତ୍ୱରେ ଗଠିତ ଶ୍ରୀ ହରି ନାମ ପ୍ରଚାର ସମିତି ପକ୍ଷରୁ ୨୬ଜଣ ଗରୀବ ନିରାଶ୍ରୟ ଙ୍କୁ ଛତା ବଣ୍ଟନ କରାଯାଇଛି । ଏହି ଅବସରରେ ସମିତିର ପ୍ରତିଷ୍ଠାତା ସଭାପତି ଶ୍ରୀମତୀ ଏଲୋରା ମିଶ୍ର, ସଂପାଦକ ଦୁର୍ଗାଚରଣ ସାହୁ, ସହସଂପାଦକ ପ୍ରଦୀପ ପଶାୟତ, ଉପେଦଷ୍ଟାବିଭୂତି ଭୂଷଣ ମିଶ୍ର, ସତ୍ୟବାନ ବେଦବାକ, ସୀତାଂଶୁ ନାଏକ, ବଳିଷ୍ଠ ପ୍ରଧାନ, ଶିଶୁ ସଦସ୍ୟ ଆଦିତ୍ୟ ନାରାୟଣ ମିଶ୍ର, ଅଂଶୁମାନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।