-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
25-Apr-2022
ବଲାଙ୍ଗୀର(ପ୍ରେରଣା ଖବର) ;ପୁଇଁତଳା ବ୍ଳକ ଅନ୍ତର୍ଗତ ଶଙ୍କରଭୋଜି ପ୍ରାଥମିକ ସ୍କୁଲରେ ଅଘଟଣ I ରୋଷେଇ କରୁଥିବା ବେଳେ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ I ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ରୋଷେଆ ସୁରକ୍ଷିତ ଥିବା ସୂଚନା ରହିଛି I ବିସ୍ଫୋରଣରେ ରୋଷେଇ ଘର ଭାଙ୍ଗି ଯାଇଥିବା ଜଣାପଡ଼ିଛି I