-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
19-Nov-2020
ଝାରସୁଗୁଡ଼ା, (ପ୍ରେରଣା ଖବର) - କେହି ରହିନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମିତଳେ
ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ।।
ଓଡ଼ିଶାର ଝାରସୁଗୁଡ଼ା ଅଞ୍ଚଳ ର ଭାଇ ରାଜେନ୍ଦ୍ର ଡିଗାଲ ଓ ପତ୍ନୀ ସୁଜାତା ଡିଗାଲ ଅବସର କାଳୀନ ପ୍ରଦତ୍ତ ଅର୍ଥ କୁ ବସ୍ତି ରେ ରହୁଥିବା ଗରିବ ବ୍ୟକ୍ତି ପାଇଁ ନୁଆ ଘର ନିର୍ମାଣ କରି ଦାନ କରିଛନ୍ତି। ମନ୍ଦିର ର ହୁଣ୍ଡିକୁ ଦାନ କରିବା ଅପେକ୍ଷା ଗରିବଙ୍କ ତୁଣ୍ଡ ରକ୍ଷା କଲେ ପରମେଶ୍ବର ଖୁସି ହେବେ। ଦମ୍ପତି ଙ୍କ ଏଭଳି ମହାନ୍ କାର୍ଯ୍ୟ ପାଇଁ ସମାଜ ତାଙ୍କୁ ସାଧୁବାଦ ଜଣାଇବା ସହ ଜୟ ଜୟକାର କରୁଛି। ଏଭଳି ଚିନ୍ତାଧାରା ର ସମସ୍ତ ଙ୍କୁ ପ୍ରଣାମ କରୁଛି।ପ୍ରକୃତରେ ଏହି ଦମ୍ପତ୍ତି ସମସ୍ତଙ୍କ ପାଇଁ ପ୍ରେରଣା ର ଉତ୍ସ ଅଟନ୍ତି l