-+91-9937148622 |

prerana_bgr@rediffmail.com |

  Thursday 3rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||      ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   (02-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   (02-Sep-2026)       ||       ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   (02-Sep-2026)       ||      ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   (02-Sep-2026)       ||      ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   (02-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   (02-Sep-2026)       ||      ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||      ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   (02-Sep-2026)       ||      ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   (02-Sep-2026)       ||      ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   (02-Sep-2026)       ||      ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||     

HOME   ରାଜ୍ୟ

ବଲାଙ୍ଗୀର ପୌରାଞ୍ଚଳର ୧୭ଟି ବନ୍ଧକଟାରୁ ଗୋଟିଏ ମଧ୍ୟ ବ୍ୟବହାର ଉପେଯାଗୀ ନୁହେଁ

21-Mar-2022



ବଲାଙ୍ଗୀର,(ପ୍ରେରଣା ଖବର)-ବଲାଙ୍ଗୀର ସହରରେ ରାଜୁଡା ଅମଳରୁ ୧୭ଟି ବନ୍ଧକଟା ଖୋଳାଯାଇ ଲୋକଙ୍କ ଜଳସଂକଟ ଦୂର କରାଯାଉଥିଲା । ଏହି ବନ୍ଧଗୁଡିକରେ ଲୋକମାନେ ଗାଧୁଆପାଧୂଆ କରିବା ସହିତ ସେହି ବନ୍ଧର ପାଣିକୁ ପାନୀୟଜଳ ରୂପେ ବ୍ୟବହାର କରୁଥିଲେ । କିନ୍ତୁ ସ୍ୱାଧିନତା ପରେ ଏହାର ଆଉ ରକ୍ଷଣାବେକ୍ଷଣ କରାଗଲା ନାହିଁ । ବଲାଙ୍ଗୀର ପୌରପାଳିକା ଅଧିନରେ ଥିବା ଏହି ପୁସ୍କରିଣୀ ଗୁଡିକୁ ପୁନଃରୁଦ୍ଧାର କରିବାକୁ ଅନେକଥର ଆନ୍ଦୋଳନ ହୋଇଥିଲା । ୨୦୦୦ ମସିହାରେ ବଲାଙ୍ଗୀର ବିଧାୟକ ଅନଙ୍ଗଉଦୟ ସିଂଦେଓ ମନ୍ତ୍ରୀ ହେଲାପରେ କରଙ୍ଗାକଟା ବନ୍ଧର ଉନ୍ନତି ପାଇଁ ପଦକ୍ଷେପ ନେଲେ । ପ୍ରାୟ ୨.୫କୋଟି ଟଙ୍କା ଖର୍ଚ୍ଚକରି ଏହି ବନ୍ଧର ଉନ୍ନତିକରଣ କରାଗଲା । କିନ୍ତୁ କରଙ୍ଗାକଟା ବନ୍ଧର ମାଟିଉନ୍ନତିକରଣ ଠିକରେ କରାନଯିବାରୁ ସେହି ପ୍ରକଲ୍ପ ଫେଲ ମାରିଲା । କେବଳ ବାଡଦେବା ଓ କିଛି ସୌନ୍ଦର୍ଯ୍ୟକରଣ ଗଛରେ ଏହି ପ୍ରକଲ୍ପ ସୀମିତ ରହିଲା । ପୁଣି ୨୦୦୯ ମସିହାରେ ଆରଆରଆର ଯୋଜନାରେ କ୍ଷୁଦ୍ରଜଳସେଚନ ବିଭାଗ ତରଫରୁ ପ୍ରାୟ ୭କୋଟି ଟଙ୍କା ଖର୍ଚ୍ଚ କରାଯାଇ ବନ୍ଧଗୁଡିକର ପୁନଃରୁଦ୍ଧାର କାମ କରାଯାଇଥିଲା । କିନ୍ତୁ ତାହା ମଧ୍ୟ ସଫଳ ହୋଇନଥିଲା । ଲୋକଙ୍କ ସଚେତନତା ଅଭାବ ହେଉ କି ପ୍ରଶାସନିକ ଅବହେଳା କାରଣରୁ ବନ୍ଧଗୁଡିକର ଜଳ ବ୍ୟବହାର ଉପ ଯୋଗୀ ହୋଇପାରିଲା ନାହିଁ । ଏହି ପୁନଃରୁଦ୍ଧାର କାମରେ ବ୍ୟାପକ ଅନୀୟମିତତା କରାଯାଇଥିବା ଅଭିଯୋଗ ଉଠିଲା । ଅନଙ୍ଗଉଦୟ ସିଂଦେଓଙ୍କ ସମୟରେ ଏହି ବନ୍ଧଗୁଡିକର କାମ ତ ହୋଇପାରିଲା ନାହିଁ । ତେଣୁ ସେ ଲୋକଙ୍କ ଆକ୍ରୋସର ଶୀକାର ହେଲେ ଓ ୨୦୧୪ରେ ନରସିଂହ ବିଧାୟକ ହେଲେ । କିନ୍ତୁ ନରସିଂହ ମିଶ୍ର ବିଧାୟକ ହେବାର ଇତିମଧ୍ୟରେ ୮ବର୍ଷ ହୋଇଗଲା । କିନ୍ତୁ ଏହି ସମୟରେ ମଧ୍ୟ ବଲାଙ୍ଗୀର ସହରର ୧୭ଟିୁ ବନ୍ଧ ମଧ୍ୟରୁ ଗୋଟିଏ ମଧ୍ୟ ଲୋକଙ୍କ ବ୍ୟବହାର ଉପେଯାଗୀ ହୋଇପାରିଲା ନାହିଁ । ନରସିଂହ ମିଶ୍ର ଆସିଲା ପରେ ଅନେକଗୁଡିଏ ବିକାଶମୂଳକ କାମ ହୋଇଥିବା କଂଗ୍ରେସକର୍ମି ଦାବି କରୁଥିବା ବେଳେ ସେପଟେ ବନ୍ଧଗୁଡିକର ଅଭଳି ଅବସ୍ଥା ଦେଖିଲେ  ନେତାଙ୍କ ଅପାରଗତା ସ୍ପଷ୍ଟ ବାରିହୋଇ ପଡୁଛି । ବଲାଙ୍ଗୀର ସହରରେ ନରସିଂହବନ୍ଧ,କରଙ୍ଗକଟା ସହରର ମଧ୍ୟ ଭାଗରେ ଥିବା ବେଳେ ମହାରାଣୀ ସାଗର,ପ୍ରତାପସାଗରପଡା,ଗେଟସରୋବର,କନ୍ଧପାଲିବନ୍ଧ,ଜେଲବନ୍ଧ ଇତ୍ୟାଦି ବନ୍ଧ ମଧ୍ୟ ଅବହେଳିତ ହୋଇପଡିରହିଛି । ଗତ ୨୦୧୮

ମସିହାରେ କ୍ଷୁଦ୍ରଜଳସେଚନ ବିଭାଗ ତରଫରୁ ମହାରାଣୀ ସାଗର,ବେହେରାପାଲିବନ୍ଧ ଓ ଗେଟସରୋବର ବନ୍ଧର ଉନ୍ନତିକରଣ ପାଇଁ ପ୍ରାୟ ୩.୫କୋଟି ଖର୍ଚ୍ଚ କରାଯାଇଥିଲା । ଏହି ବନ୍ଧକାମରେ ବ୍ୟାପକ ଅନୀୟମିତତା କରାଯାଇଥିବା ଅଭିଯୋଗ ଉଠିଲା । ସେ ସମୟରେ ବଲାଙ୍ଗୀର ବିଧାୟକ ବିଧାନସଭାର ପବ୍ଲିକ ଆକାଉଣ୍ଟସ କମିର ଅଧ୍ୟକ୍ଷ ରହିଥିଲେ । ସେ ସମୟରେ ଏହି ବନ୍ଧକାମର ଅନୀୟମିତତା ତଦନ୍ତ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ତାହା ହେଲାନାହିଁ । ଫଳରେ ବିଧାୟକଙ୍କ ପ୍ରତି ଜନଆକ୍ରୋସ ବଢିଲା । ସେପଟେ ୭୦ଏକର  ବିଶିଷ୍ଟ ମହାରାଣୀସାଗରର ସହ ଆଉ କେତେକ ବନ୍ଧର ଜଳ ବ୍ୟବହାର ଉପଯୋଗୀ ନୁହେଁ ବୋଲିପାଣି ଟେଷ୍ଟିଂରିପୋର୍ଟ ଆସିଛି । ଏହି ରିପୋର୍ଟ ପରେ କେନ୍ଦ୍ରର ନେସନାଲଗ୍ରୀନଟ୍ର‌୍ୟୁବୁନାଲର ଛାଟ ଆସିଛି । ରାଜ୍ୟସରକାରଙ୍କୁ ଏନଜିଟି ରିପୋର୍ଟ ତଲବ କରିଛି । ଏନଜିଟିର ଏହି ଛାଟପରେ ପ୍ରଶାସନର ଚେତା ପଶିଛି । ଏବେ ମହାରାଣି ସାଗରର ଉନ୍ନତି ପାଇଁ ୨୦କୋଟି ଟଙ୍କା ମଞ୍ଜୁର କରିଥିବା ଜଣାଯାଇଛି । ଠିକ ସେହିପରି କରଙ୍ଗାକଟା ବନ୍ଧର ଉନ୍ନତିକରଣ ପାଇଁ ମଧ୍ୟ ୧କୋଟିର ଅନୁଦାନ ଆସିଥିବା ସୂଚନା ମିଳିଛି । କିନ୍ତୁ ଏହିସବୁ କାମ କେତେ ସ୍ୱଚ୍ଛ ହେବ ଓ ବନ୍ଧକଟାର ପାଣି ବ୍ୟବହାର ଉପଯୋଗୀ ହେବ ତାହା ସନ୍ଦେହ ରହିଛି ।  ଏବେ ପୌରନିର୍ବାଚନ ବେଳେ କଂଗ୍ରେସ ଶାସକ ବିଜେଡିକୁ ବନ୍ଧକଟାର ପୁନଃରୁଦ୍ଧାର ନେଇ ଟାର୍ଗେଟ କରୁଥିବା ବେଳେ ନରସିଂହ ଗତ ୮ବର୍ଷ ହେଲା ବନ୍ଧଗୁଡିକର ଜଳକୁ ବ୍ୟବହାର ଉପଯୋଗୀ କରାଇପାରୁନଥିବା ନେଇ ପ୍ରଶ୍ନ ଉଠୁଛି ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ   02-Sep-2026
  ଜିଲ୍ଲା  
*ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   02-Sep-2026
  ଜିଲ୍ଲା  
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   02-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   02-Sep-2026
  ଜିଲ୍ଲା  
 ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   02-Sep-2026
  ଜିଲ୍ଲା  
ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   02-Sep-2026
  ଜିଲ୍ଲା  
ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   02-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   02-Sep-2026
  ଜିଲ୍ଲା  
ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   02-Sep-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   02-Sep-2026
  ଜିଲ୍ଲା  
ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   02-Sep-2026

You Might Also Like