-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ରାଜନୀତି

ଚତୁର୍ଥ ପର୍ଯ୍ୟାୟ ଭୋଟ,, ବଡ଼ବଡ଼ିଆ ଙ୍କ ପତିଆରା ର ଟକ୍କର : ବ୍ଲକ ଦଖଲ କୁ ଟାର୍ଗେଟ

22-Feb-2022



ବଲାଙ୍ଗୀର:( ମଳୟ ମିଶ୍ରଙ୍କ ରିପୋର୍ଟ  ) ଆଜି ତ୍ରିସ୍ତରୀୟ ପଞ୍ଚାୟତନିର୍ବାଚନର ଚତୁର୍ଥପର୍ଯ୍ୟାୟ ଭୋଟଗ୍ରହଣ ଜିଲ୍ଲାର ବଲାଙ୍ଗୀର ସଦର , ଦେଓଗାଁ ଓ ଗୁଡଭେଲା ତିନୋଟି ବ୍ଲକ୍ ରେ ହେଉଛି । ସରପଞ୍ଚ , ସମିତିସଭ୍ଯ ଓ ଜିଲ୍ଲାପରିଷଦ ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଏ ନିର୍ବାଚନ ହେଉଥିଲେ ହେଁ , ମୁଖ୍ୟତଃ ବ୍ଲକ୍ ଅଧ୍ୟକ୍ଷ ପଦକୁ ଦୃଷ୍ଟିରେ ରଖି ସମିତିସଭ୍ୟ ପ୍ରାର୍ଥୀଙ୍କ ଉପରେ ଅଧିକ ଗୁରୁତ୍ବ ଦିଆଯାଉଥିଲା ପରି ଲକ୍ଷ୍ୟ କରାଯାଉଛି । କେବଳ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଦଳୀୟ ସଂକେତ ବହନ କରୁଥିବାବେଳେ ସରପଞ୍ଚ ବା ସମିତିସଭ୍ୟ ପ୍ରାର୍ଥୀଙ୍କ କ୍ଷେତ୍ରରେ ଏହି ଦଳୀୟ ସମର୍ଥନ ଖୋଲାଖୋଲି ନଥିଲେ ହେଁ , ବ୍ଲକ୍ ଅଧ୍ୟକ୍ଷ ପଦକୁ ଆଖିଆଗରେ ରଖି ରାଜନୈତିକ ଦଳୀୟ ପ୍ରଚ୍ଛନ ସମର୍ଥନ ବାରିହୋଇ ପଡୁଛି ।  ଟଙ୍କା ଉଠୁଛି । ବିଜଦ , ଭାଜପା , କଂଗ୍ରେସ ପ୍ରାର୍ଥୀମାନେ କ୍ରମାନ୍ୱୟରେ ଅଧିକ , ମଧ୍ୟମ ଓ କମ୍ ଅର୍ଥ ଖର୍ଚ୍ଚ କରୁଥିବା ଚର୍ଚ୍ଚା ହେଉଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା , ଏହି ତିନୋଟି ବ୍ଲକ୍ ରେ  ବଡ ବଡନେତା , ସାଂସଦ , ମନ୍ତ୍ରୀ ଓ ବିଧାୟକଙ୍କ ପତିଆରା ପ୍ରସଙ୍ଗ ।  ଭୋଟଗ୍ରହଣ ପୂର୍ବରୁ ଗୁଡଭେଲା ବ୍ଲକ୍ ରେ ମନ୍ତ୍ରୀ ଟୁକୁନୀ ସାହୁ ,  ସାଂସଦ ସଙ୍ଗୀତା କୁମାରୀ ସିଂଦେଓ , ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର , ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ , ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ , ଅର୍କେଶ ନାରାୟଣସିଂଦେଓଙ୍କ ସମେତ ବରିଷ୍ଠ ନେତା ଲକ୍ଷ୍ମଣ ମେହେର ପ୍ରମୁଖ ପ୍ରଚାରରେ ବୁଲିଥିଲେ । ଦେଓଗାଁ ବ୍ଲକ୍ ରେ ଏକଦା ଗୁରୁଚେଲା ଥିବା କଂଗ୍ରେସର ବରିଷ୍ଠନେତା ନରସିଂହ ମିଶ୍ରଙ୍କ ସମର୍ଥକ ଓ ଏବେ ବିଜେଡିକୁ ଆସି ବ୍ଲକ୍ ଅଧ୍ୟକ୍ଷ ଆଶାୟୀ ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେରଙ୍କ ମଧ୍ୟରେ ପତିଆରାର କଡା ସଂଘର୍ଷ ହେଉଥିବା ଚର୍ଚ୍ଚାରେ ରହିଛି । ସେହିପରି ଗୁଡଭେଲା ବ୍ଲକ୍ ରେ ପୂର୍ବ ଅଧ୍ୟକ୍ଷ ଅଶୋକ ଦୋରା ଓ ପ୍ରତିଦ୍ଵନ୍ଦୀଙ୍କ ମଧ୍ୟରେ ଯୋର୍ ଦାର୍ ମୁକାବିଲା ହେଉଛି । ସଦରବ୍ଲକ୍ ର ଭାଗ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେଉଛି । 

 

ଏହି ତିନୋଟି ବ୍ଲକ୍ ର ଜିଲ୍ଲା ପରିଷଦ ସଭ୍ୟମାନଙ୍କ ମଧ୍ୟରେ ତ୍ରିମୁଖୀପ୍ରତିଦ୍ବନ୍ଦିତା ହେଉଛି ଓ ଏଠାକାର ଯୋନ୍ ଗୁଡିକର ପ୍ରାର୍ଥୀମାନଙ୍କ ମଧ୍ୟରେ ଶାସକଦଳର ପ୍ରାର୍ଥୀ ଓ ଅର୍ଥବଳର ମାହୌଲ୍ ଆଶାଜନକ ରହିଥିବା କୁହାଯାଇଛି । ସରପଞ୍ଚପ୍ରାର୍ଥୀଙ୍କ ମଧ୍ୟରେ ନୂତନପ୍ରାର୍ଥୀଙ୍କ ପ୍ରତି ଏଥର ସମର୍ଥନ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି । ତେବେ ଫଳାଫଳ ବାହାରିବା ପୂର୍ବରୁ କିଛି କହିହେବନାହିଁ  ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like