-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||     

HOME   ରାଜନୀତି

ନୟାଗଡ଼ ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ଙ୍କୁ କଳା ପତାକା ପ୍ରଦର୍ଶନ କଲେ ଦଳୀୟ କର୍ମୀ

12-Feb-2022



ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) // ବିଧାୟକ ଙ୍କୁ କଳା ପତାକା ପ୍ରଦର୍ଶନ କଲେ ଦଳୀୟ କର୍ମୀ, ସରକାରୀ ଦଳ ର ନେତା ମାନଙ୍କୁ ବିଭିନ୍ନ ସମୟରେ ବିରୋଧୀ ଦଳ  ଅଣ୍ଡା ଓ ଟମାଟ ମାଡ଼ ଦେଖିବାକୁ ମିଳେ | ନେତା ମାନଙ୍କୁ ବିରୋଧ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳେ ତେବେ ଖୋଦ୍ ଶାସକ ବିଜୁଜନତା ଦଳର ଦଳୀୟ କର୍ମୀ ବିରୋଧ କରିବା ଓ କଳା ପତାକା ପ୍ରଦର୍ଶନ କରିବା ବେଶ୍ ଚର୍ଚ୍ଚା ର

ବିଷୟ ପାଲଟିଛି | ଦୀର୍ଘ ଦିନ ର ଅସନ୍ତୋଷ କୁ କର୍ମୀ ମାନେ ସର୍ବ ସମ୍ମୁଖ ରେ ପ୍ରଦର୍ଶନ କରିଛନ୍ତି |  ଗଣିଆ ରେ ଏଭଳି ଘଟଣା ପ୍ରଥମ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି | ଘଟଣା ରୁ ଜଣା ପଡ଼ିଛି ଗଣିଆ  ବ୍ଲକ ର ଆଡକଟା, କରଡାପଡ଼ା, ଗଣିଆ ଓ କିଶୋର ପ୍ରସାଦ ପଞ୍ଚାୟତ ରେ ଜିଲ୍ଲା ପରିଷଦ ପ୍ରାଥି ଓ ସରପଞ୍ଚ ଓ ସମିତି ସଭ୍ୟଙ୍କ ପ୍ରାଥୀ ଙ୍କ ପାଇଁ ପ୍ରଚାର୍ ଆରମ୍ଭ କରିଛନ୍ତି ବିଧାୟକ ରମେଶ ଚନ୍ଦ୍ର ବେହେରା ଦଳ ର ବରିଷ୍ଟ କର୍ମୀ ଙ୍କ ନେ଼ଇ ବାଇକ୍ ଶୋଭଯାତ୍ରା କରିବା ସହିତ ଜନସାାରଣଙ୍କୁ ଭୋଟ  ଭିକ୍ଷା କରିଥିଲେ | ତେବେ ଶନିବାର ଅପରାହ୍ନ ପାଞ୍ଚ ଘଟିକା ସମୟରେ କିଶୋର ପ୍ରସାଦ ପଞ୍ଚାୟତ ପ୍ରଚାର କରିବାକୁ ଯାଉଥିବା ବେଳେ  ପତଣ୍ଡା ଛକ ରେ ତାଙ୍କୁ ଅଟକା ଯାଇଥିଲା, ବିଧାୟକ ନିର୍ବାଚନ ଜିତିବା ପରଠାରୁ ଗାଁକୁ ନ ଆସିଥିବା ବେଳେ ଏବେ କାହିଁକି ନିର୍ବାଚନରେ ଆସିଛନ୍ତି ବୋଲି ଗ୍ରାମ ବାସୀ ପ୍ରଶ୍ନ କରିଥିଲେ, ଫଳରେ ଶାସକ ଦଳ ର ଦୁଇ ଗୋଷ୍ଟି ମଧ୍ୟରେ ମୁଂହା ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ବିଧାୟକ ଙ୍କ ସପକ୍ଷ ଗୋଷ୍ଟି ତାଙ୍କୁ ଆଣି ପତଣ୍ଡା ଗ୍ରାମକୁ ପ୍ରଚାର କରିବାକୁ ଯାଇଥିଲେ ସେହି ସମୟରେ ଅସନ୍ତୁଷ୍ଟ ଗୋଷ୍ଟି ବିଧାୟକ ଙ୍କ ଆଗରେ କଳା ପତାକା ପ୍ରଦର୍ଶନ କରିଥିଲେ, ବିଧାୟକ ଙ୍କ ବିରୁଧ ରେ ନାରା ବାଜି କରିବା ସହିତ ପ୍ରଚାର ର ଆଗେଆଗେ କଳା ପତାକା ଦେଖେଇ ଯାଉଥିଲେ | ବିଧାୟକ ଙ୍କୁ ଏହିଭଳି କଳା ପତାକା ଦେଖେଇବା ଫଳରେ ଦୁଇ ଗୋଷ୍ଟି ମଧ୍ୟରେ ହାତାହାତି  ପରିସ୍ଥିତି ସୃଷ୍ଟି ହୋଇଥିଲା |କର୍ମୀ ମାନେ କେବଳ ବିଧାୟକ ନୁହନ୍ତି ଗଣିଆ ବ୍ଲକ ବିଜେଡି ସଭାପତି ସଦା ଶିବ ମିଶ୍ର ଙ୍କୁ ବିରୋଧ କରିବା ସହିତ ତାଙ୍କ ବିରୁଦ୍ଧ ରେ ନାରାବାଜି କରିଥିଲେ | କିଶୋର ପ୍ରସାଦ ପଞ୍ଚାୟତ ରେ ଜଣେ ହେଭିୱେଟ ନେତା ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ଶ୍ରୀ ମିଶ୍ର ତଥା କନ୍ଧମାଳ ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି  ଙ୍କୁ ଏତେ ବିରୋଧ କଣ ପାଇଁ ବୋଲି ରାଜନୈତିକ ସମୀକ୍ଷକ ଙ୍କ ମଧ୍ୟରେ ଟୁପୂର ଟାପୂର ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି | ନିର୍ବାଚନ  ଜେତେ ପାଖେଇ ଆସୁଛି ଗଣିଆ ରେ ନିର୍ବାଚନୀ ଉଷ୍ମତା ସେତେ

ବଢ଼ିବାରେ ଲାଗିଛି ବିଶେଷ କରି ବିଜେଡି ର ବିଦ୍ରୋହୀ ପ୍ରାର୍ଥୀ ଭାବେ ନିର୍ବାଚନ କୁ ଆସିଥିବା ଅସନ୍ତୁଷ୍ଟ ନେତା ଙ୍କ ମଧ୍ୟରେ ଦିନ କୁ ଦିନ କନ୍ଦଳ ବଢ଼ିବାରେ ଲାଗିଛି | ଅନ୍ୟ ପଟରେ ବିରୋଧୀ ଦଳ କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ ମାନେ ବିଜେଡି ଗୋଷ୍ଠୀ କନ୍ଦଳ ର ବେଶ ଫାଇଦା ପାଇବେ ବୋଲି ଅଞ୍ଚଳ ରେ ଚର୍ଚ୍ଚା ହେଉଛି | ତେବେ ଆଗାମୀ ଦିନରେ ଗଣିଆ ରେ ନିର୍ବାଚନୀ ଉଷ୍ମତା ତୀବ୍ର ହେବ ଏଥିରେ କୌଣସି ଦ୍ବିମତ ନାହିଁ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026

You Might Also Like