-+91-9937148622 |

prerana_bgr@rediffmail.com |

  Sunday 4th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||      ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||     

HOME   ଜିଲ୍ଲା

*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*

04-Oct-2026



- ସୋନପୁର( ମନୋରଞ୍ଜନ ତ୍ରିପାଠୀ )
୬୫ ତମ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ର ଗ୍ରାଣ୍ଡ ଫାଇନାଲ ମ୍ୟାଚ ରେ କଟକ ଓ ବରଗଡ ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା l ଶେଷ ମୁହୂର୍ତ୍ତ ରେ ୮୮ ମିନିଟ୍ ରେ କଟକ ଦଳ ର ୧୮ ନମ୍ୱର ଜର୍ସି ବିଜୟ ବେହେରା ଗୋଲ ସ୍କୋର କରି ଦଳ କୁ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ କରାଇବାରେ ସକ୍ଷମ ହୋଇ ଥିଲେ l ଓ ଫାଇନାଲ ମ୍ୟାଚରେ ରେ ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ବିବେଚିତ ହୋଇ ଅତିଥି ଙ୍କ ଠାରୁ ପୁରସ୍କୃତ ହୋଇଥିଲେ l ଆଜିର ଏଇ ଭବ୍ୟ ଉଦ୍ ଯାପନୀ ଉତ୍ସଵ ରେ ମୁଖ୍ୟ ଅତିଥି ଭାବରେ ବୀର ମହାରାଜ ପୁର ବିଧାୟକ ଈଂ ରଘୁନାଥ ଜଗ ଦଲା, ସମ୍ମାନିତ ଅତିଥି ଭାବରେ ପୁର୍ବତନ ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ, ଏସପି ଶ୍ରୀ ନାରାୟଣ ନାଏକ, ଏ ଡି ଏମ୍ ଅଞଳିନା ପଧାନ, ଓଡ଼ିଶା ଅଲମ୍ପିକ୍ସ ଏସୋ ସିଏସନ୍ ର ପ୍ରାକ୍ତନ ଉପ ସଭାପତି ଶତୃଘ୍ନ ସିଂହ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, କ୍ରୀଡା ସଂଘ ସହ ସମ୍ପାଦକ ନନ୍ଦ କିଶୋର ତ୍ରିପାଠୀ , ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ୍, ବୀର ମହାରାଜ ପୁର ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା , ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ଜିଲ୍ଲା ପରିଷଦ ସଦସ୍ୟ ମଧୁ ସୁଦନ ଓତା, ରାଜ୍ୟ ବିଜେଡି ଯୁବ ନେତା ଅମୀୟ ରଞ୍ଜନ ଦାଶ, ପ୍ରାକ୍ତନ ପୌର ଅଧ୍ୟକ୍ଷ କଇରୁ ସ୍ୱାଇଁ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ଗୋବିନ୍ଦ ମହାରଣା, ଜିଲ୍ଲା କ୍ରିକେଟ୍ ସଂଘ ସଭାପତି ରାମ ଶଙ୍କର ସାହୁ, ସଂମ୍ପାଦକ ପ୍ରଦୀପ ସେଠୀ ଯୋଗ ଦେଇ ଉପ ବିଜେତା ଦଳ ବରଗଡ଼ ଓ ବିଜେତା ଦଳ କଟକ କୁ ଟ୍ରଫି ଓ ସମ୍ୱର୍ଦ୍ଧିତ କରିଥିଲେ l ୧ ତାରିଖ ମ୍ୟାଚ୍ ର ମ୍ୟାନ ଅଫ ଦି ମ୍ୟାଚ ଦୀନବନ୍ଧୁ ଦାସ ଙ୍କୁ ଆଜି ପୁରଷ୍କୃତ କରା ଯାଇଥିବା ବେଳେ ଫାଓ ର ମ୍ୟାଚ୍ କମିସନର ନବୀନ ନାୟକ, ସିଲେକ୍ଟର ଅମରେନ୍ଦ୍ର ସିଂହ, ରମେଶ ଚନ୍ଦ୍ର ମଲ୍ଲିକ ଙ୍କୁ ସମ୍ବର୍ଧିତ କରାଯାଇଥିଲା l

ଫାଓ ର ସମସ୍ତ ରେଫରି ଙ୍କୁ ସମ୍ବର୍ଧିତ କରା ଯାଇଥିବା ବେଳେ ପଡ଼ିଆ ସାଜସଜ୍ଜା ସ୍ୱଚ୍ଛତା ଓ ପ୍ରସ୍ତୁତି ପାଇଁ ପୌର କର୍ମଚାରୀ ମହେଶ୍ୱର ସୁନା ଙ୍କୁ ଟିମ ର ସମସ୍ତ ସଦସ୍ୟ ଙ୍କୁ ସମ୍ବର୍ଧିତ କରାଯାଇଥିଲା l ସୃଜନ ନାଗ ୟୁଟୁଭର ଡାଇରେକ୍ଟର ରାକେଶ ନାଗ ଙ୍କୁ ୟୁଟୁଭର ସାଇନିଙ୍ଗ ଷ୍ଟାର ନିର୍ଦେଶକ, ଓ କଣ୍ଟେଣ୍ଟ କ୍ରିଏଟର ସୋସିଆଲ ମିଡିଆ  ପ୍ରଜ୍ଞାସିଶ ଖଟୁଆ, ସୋହମ୍ ସାହୁ, ସ୍ୱାଗତ ମେହେର, ରାମଧୂନ କ୍ଳବ୍ ଭିଡିଓ ଗ୍ରାଫର ଅଙ୍କିତ ଦାଶ ଓ ବେଷ୍ଟ ଭୋଲେଣ୍ଟି ଅର ଅନିଲ ସାହୁ, ଦୁଃଖୀରାମ ତାଣ୍ଡି (ଚାପ) ଙ୍କୁ ସମ୍ବର୍ଧିତ କରାଯାଇଥିବା ବେଳେ ସହଯୋଗୀ ଅଫିସିଆଲ୍ ଭାବେ ସଞ୍ଜୟ ସାହୁ, ମଞ୍ଚ ପରିଚାଳନା , ଅତିଥି ସ୍ୱାଗତ ଓ ଉଦ୍ଘୋଷଜ ଭାବେ ଅଧ୍ୟାପକ ମଦନ ସୁନ୍ଦର ଖେତି ଓ  ମନୋରଞ୍ଜନ ତ୍ରିପାଠୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା l ପରାମର୍ଶ ଦାତା ଓ ସହଯୋଗୀ ଗୋବିନ୍ଦ ମହାରଣା, ରାଜ କିଶୋର ତ୍ରିପାଠୀ, ମହାଦେବ ମଲ୍ଲିକ ଙ୍କୁ ସମ୍ବର୍ଧିତ କରା ଯାଇଥିବା ବେଳେ ଜିଲ୍ଲା କ୍ରୀଡା ସଂଘ ର କିଛି ସକ୍ରିୟ ସଦସ୍ୟ ଓ ପ୍ରତ୍ୟକ୍ଷ ତତ୍ୱା ବଧାନ ରେ ଅୟୋଜନ କରିଥିବା କ୍ରୀଡା ସଂଘ ର ସଂମ୍ପାଦକ ପିୟୁଷ ପଣ୍ତା ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରି ଯାଇ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ l l କ୍ରୀଡା ସଂଘ ଉପ ସଭାପତି ଚିତ୍ତ ରଞ୍ଜନ ତରା ସିଆ  ପୁରସ୍କାର ବିତରଣୀ ଉତ୍ସବ ର ସଭା ପରିଚାଳନା କରିଥିବା ବେଳେ ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠୀ ଓ ଅଧ୍ୟାପକ ମଦନ ସୁନ୍ଦର ଖେତି ଓ ଦିଗାମ୍ବର ଶତପଥୀ ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ l  ସାହାରା ଟ୍ରଷ୍ଟ ହାଇସ୍କୁଲ ଛାତ୍ର ଛାତ୍ରୀ ଙ୍କ ବ୍ୟାଣ୍ଡ ଦଳ ର ଦେଶାତ୍ମବୋଧକ ସଙ୍ଗୀତ ଧୂନ୍ ଓ ବିଜୁ ପଟ୍ଟନାୟକ ଯୁକ୍ତ ଦୁଇ କଲେଜ୍ ର ଛାତ୍ରୀ ଙ୍କ ଦ୍ଵାରା ସମସ୍ତ ଅତିଥି ଖେଳାଳି ଓ ଅଫିସିଆଲ୍ସ୍ ଙ୍କୁ ପଡ଼ିଆ ରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରା ଯାଇଥିଲା lବିକାଶ ପଣ୍ଡା, ସୁମନ ମିଶ୍ର, ବିକାଶ ପାଢ଼ୀ, ବିଦ୍ୟାଧର ମିଶ୍ର,ସୁବାଷ ବିଶ୍ୱାଳ, ରାଜୀବ ସାହୁ,ରାଜ କୁମାର ନାଏକ,ଗୁରୁ ଦଳେଇ,ଜିଲୁ ସାହୁ, ହୃଷିକେଶ ପଣ୍ଡା,ରବି ଦେହୁରୀ,ପ୍ରିତମ ପଣ୍ଡା, ୟାସର ମହମ୍ମଦ,ପୁରେନ ନାଏକ,ରଞ୍ଜିତ ସାହୁ,ବୁବୁନ ନାଏକ, ଅମିତ ସାହୁ, ଦିଲ୍ଲୀପ ସାହୁ, ରିପୁନ ନାଏକ,ଚନ୍ଦନ ବେହେରା, ସିପୁନ ନାଏକ,ସନ୍ତୋଷ ପାଢ଼ୀ,ଚନ୍ଦନ ସାହୁ, ଅମିତ ସାହୁ,ଜଗୁ ଦଳେଇ,ମଧୁ ସୁଦନ ମେହେର,ଚନ୍ଦନ ସାହୁ, ଚାହତ ମହଲଦାର ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026
  ଜିଲ୍ଲା  
ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   04-Oct-2026
  ଜିଲ୍ଲା  
ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ   04-Oct-2026
  ଜିଲ୍ଲା  
ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   04-Oct-2026
  ଜିଲ୍ଲା  
ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   03-Oct-2026
  ଜିଲ୍ଲା  
କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   03-Oct-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   03-Oct-2026
  ଜିଲ୍ଲା  
‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   03-Oct-2026

You Might Also Like