-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||     

HOME   ମହାନଗର

ସଦର ବ୍ଲକରେ ନିଳେନ୍ଦ୍ରି ସେଠଙ୍କ ପାଇଁ ପ୍ରଚାର କଲେ ନରସିଂହ ଚାଷୀବିରୋଧୀ ବିଜେପି, ବିଜେଡିକୁ ଲୋକେ ବରଖାସ୍ତ କରନ୍ତୁ - ନରସିଂହ

12-Feb-2022



ବଲାଙ୍ଗିର, (ପ୍ରେରଣା ଖବର)- ଗାଁ କୁ ଗାଁ ନିର୍ବାଚନ ପ୍ରଚାର ବେଳେ ସ୍ପଷ୍ଟ ଜଣାପଡୁଛି, ଚାଷୀଙ୍କ ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି । ଜଳସେଚନ, ବିହନ,ନୂତନ ଜ୍ଞାନ କୌଶଳ ତ ଦୁରେ ଥାଉ ସେମାନେ ନିଜ ଅମଳର ସର୍ବନିମ୍ନ ସହାୟକ ମୁଲ୍ୟ ମଧ୍ୟ ପାଉ ନାହାନ୍ତି । ସରକାରଙ୍କ ଅବହେଳା ଯୋଗୁଁ ଧାନ ମଣ୍ଡି ମାନଙ୍କୁ କଟନି ଛଟନିର ଶିକାର ହୋଇ ଆର୍ଥିକ କ୍ଷତି ସହୁଛନ୍ତି । ଚାଷୀ ଆବଶ୍ୟକ ସ୍ଥଳେ ନିଜ ଫସଲ ପାଇଁ ଆବଶ୍ୟକୀୟ ସାର  କିଟନାଶକ ପାଇଁ ମଧ୍ୟ ଡହକ ବିକଳ ହେଉଛି । ଅନ୍ୟପଟେ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ କଠୋର ପଦକ୍ଷେପ ନେବା ପରିବର୍ତ୍ତେ ଶତ୍ତାଧାରୀ ବିଜେପି ଓ ବିଜେଡି ଦଳ ଚାଷୀକୁଳ ପାଇଁ କେବଳ କୁମ୍ବିର କାନ୍ଦଣା କାନ୍ଦି ଆହୁରି ଗରିବ ଅସହାୟ ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି । ତେଣୁ ଲୋକେ ଏଥର ଏହି ଚାଷୀବିରୋଧି ବିଜେପି, ବିଜେଡି ଦଳକୁ ବରଖାସ୍ତ କରି କଂଗ୍ରେସ ଦଳର ଜିଲ୍ଲା ପରିଷଦ ପ୍ରାର୍ଥିଙ୍କୁ ହାତ ଚିହ୍ନରେ ବିପୁଳ ପରିମାଣରେ  ଭୋଟ

ଦାନ କରି ଜୟଯୁକ୍ତ କରନ୍ତୁ ବୋଲି ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସଦର ବ୍ଲକ ଜୋନ ୨୩ କଂଗ୍ରେସ ପ୍ରାଥିନୀ ନିଳେନ୍ଦ୍ରୀ ସେଠଙ୍କ ପାଇଁ ନିର୍ବାଚନୀ ପ୍ରଚାର ସମୟରେ ଜନତାଙ୍କୁ ନିବେଦନ କରିଛନ୍ତି ।
ଆଜି ବାଲାଙ୍ଗିର ସଦର ବ୍ଲକ ଜୋନ ନଂ୨୩ ଅନ୍ତର୍ଗତ ଖର୍ଲିକାନି, ସିକାଛିଡା,ସାଉନ୍ତମୁଣ୍ଡା, ଚିକଲବାହାଲ, କୁଡାସିଂହା, ନୁଆଁପଡା, ଭୁତିଆରବାହାଲ, ରାଜମୁଣ୍ଡା, ବରଗାଁ ଓ ବଇଦିପାଲିିରେ ନିର୍ବାଚନ ସଭାରେ ବିଧାୟକ ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ଉଭୟ ବିଜେପି ଓ ବିଜେଡି ଦଳ କେବଳ ଗାଦୀ ମୋହ ଘାରିଛି ।  ଜନାଦେଶ ପରେ ଜନସେବା କରିବା ପରିବର୍ତ୍ତେ  ଖୋଦ ଏମାନଜ୍ଝଙ୍କ ଦଳିୟ କର୍ମୀ ନେତାମାନଙ୍କ  ଦୁର୍ନିତି, ନାରୀ ନିର୍ଯ୍ୟାତନାରେ ସବୁବେଳେ ସଂମ୍ପୃକ୍ତି ଦେଖିବାକୁ ମିଳୁଛି । ଘଟଣାର ସତ୍ୟାସତ୍ୟ ବାହାର କରି ଦୋଷୀଙ୍କୁ କଠୋର ଦେଣ୍ଡ ଦେବା ପରିବର୍ତ୍ତେ ଉଭୟ ଦଳ ନିର୍ଲଜତାର ସହିତ  ଘୃଣ୍ୟ ଘଟଣାମାନଙ୍କୁ ଲିପ୍ତ ଦଳିୟ କର୍ମୀଙ୍କୁ  ଘଣ୍ଟ ଘୋଡାଇ

ରଖୁଛନ୍ତି । ସେହିପରି ଉଭୟ ବିଜେପି, ବିଜେଡି ଲୋକକଙ୍କୁ ଆହୁରି ମଝବୁତ କରି ଗଢି ନତୋଳି ଜନତାଙ୍କୁ ତାଙ୍କର ବିଭିନ୍ନ ସମ୍ବିଧାନୀକ ଓ ମୌଳିକ ଅଧିକାରରୁ ବଞ୍ଚିତ କରୁଛନ୍ତି । ତେଣୁ ଏହି ପଞ୍ଚାୟତ ନିର୍ବାଚନରେ ଲୋକେ ଏହି ଉଭୟ ଦଳଙ୍କୁ ଜନତା ପ୍ରତି ତାଙ୍କର ବିଶ୍ୱାସଘାତର ଉଚିତ ଜବାବ ଦିଅନ୍ତୁ । ତାସହ ଗରିବ, ଦଳିତ, ଆଦିବାସୀ, କୃଷକଙ୍କ ସ୍ୱାର୍ଥର ରକ୍ଷା ପାଇଁ କଂଗ୍ରେସ ଦଳକୁ ହାତ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି । 
ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ର, କଂଗ୍ରେସ ପ୍ରାଥିନୀ ନିଳେନ୍ଦୀ ସେଠଜ୍ଝଙ୍କ ସହିତ କଂଗ୍ରେସ ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ଉମାଶଙ୍କର ପଣ୍ଡା, ଚାଷୀନେତା ଚଗଲା ପରିଚ୍ଛା, ଅଜୟ ବାଲୀ, ସରୋଜ ରଥ, ଜୁଲୁ ପଟ୍ଟନାୟକ, ବିଶ୍ୱଜିତ ନାଥ, ସୁରେନ୍ଦ୍ର ନାଥ ଓ କୁବେର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026

You Might Also Like