-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
31-Dec-2021
ବରଗଡ଼(ନିରଞ୍ଜନ ତ୍ରିପାଠୀ) : ଓଡିଶା ର ପୂର୍ବତନ ମନ୍ତ୍ରୀ, ବାଚସ୍ପତି,ସାଂସଦ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ କିଶୋର ମହାନ୍ତି ଙ୍କ ଆକସ୍ମିକ ବିୟୋଗ ରେ ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ, ବରଗଡ ଜିଲ୍ଲା ଶାଖା ତରଫରୁ ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ମିଶ୍ର, କାର୍ଯକାରୀ ସଭାପତି ପ୍ରlଧ୍ୟାପକ ବିଦ୍ୟାଧର ଦାଶ ଗଭୀର ଶୋକ ପ୍ରକାଶ କରିଛନ୍ତି l ସ୍ୱର୍ଗୀୟ ମହାନ୍ତି ଜଣେ ମହାନ୍ ସମାଜସେବୀ ତଥା ଦଳୀୟ ସଂକୀର୍ଣ୍ଣତା ର ବହୁ ଉର୍ଦ୍ଧ୍ବ ରେ ରହି ସମଗ୍ର ପଶ୍ଚିମ ଓଡ଼ିଶା ର ଜଣେ ଜନପ୍ରିୟ ନେତା ଥିଲେ ବୋଲି ସେମାନେ କହିଛନ୍ତି ଓ ପ୍ରେସ ବିଜ୍ଞପ୍ତି ମାଧ୍ୟମ ରେ ତାଙ୍କର ପରିବାର, ବନ୍ଧୁ ବର୍ଗ ତଥା ଶୁଭେଚ୍ଛୁ ମାନଙ୍କୁ ସମବେଦନା ଜଣାଇଛନ୍ତି l