-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
17-Dec-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ଆଜି ସନ୍ଧ୍ଯା ସାଢେ ୬ ଟା ସମୟରେ ବଲାଙ୍ଗିର ସହର ଗାନ୍ଧୀ ନଗର ପଡା ଠାରେ ଏକ ନୃସଂଶ ହତ୍ୟାକାଣ୍ଡ ଘଟିଥିବା ବେଳେ ବର୍ତ୍ତମାନ ଘଟଣାସ୍ଥଳରେ ବଲାଙ୍ଗିର ଟାଉନ୍ ପୋଲିସ ର ଏକ ଟିମ୍ ପହଂଚି ଘଟଣାର ଛାନଭିନ୍ କରୁଛନ୍ତି l ମୃତକଙ୍କ ନାମ ଅରବିନ୍ଦ ସିଂ ବୋଲି ଜଣାପଡିଛି l
ଅରବିନ୍ଦ ଜନେ ବ୍ୟବସାୟୀ ଥିଲେ l ଘଟଣା ସମୟରେ ଦୁଇ ରୁ ଜଣ ଯୁବକ ଅରବିନ୍ଦଙ୍କ ଘର ଭିତରକୁ ପଶି କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଥିଲେ ଘଟଣାସ୍ଥଳ ରେ ହିଁ ଅରବିନ୍ଦଙ୍କ ପ୍ରାଣବାୟୁ ଉଡିଯାଇଥିଲା l ଅପରାଧି ମାନେ ଘଟଣା ସ୍ଥଳ ରୁ ଫେରାର ମlରିଛନ୍ତି l ହତ୍ୟାକାଣ୍ଡର ପ୍ରକୃତ କାରଣ ଅନୁସନ୍ଧାନ ପରେ ଜଣାପଡିବ ଓ ଘଟଣାରେ ସମ୍ପୃକ୍ତ ଅପରାଧୀ ଧରା ପଡିବ ବୋଲି ବଲାଙ୍ଗିର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l