-+91-9937148622 |

prerana_bgr@rediffmail.com |

  Friday 20th March 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରରେ ଏଲପିଜି ଗ୍ୟାସର କୃତ୍ରିମ ଅଭାବ, ଡୋମେଷ୍ଟିକ ସିଲିଣ୍ଡରର ଦାମ ୨୨ ଶହ ଟଙ୍କା   (20-Mar-2026)       ||      ରେଂଗାଲିକେମ୍ପରେ ବିଶ୍ବ ପଖାଲ ଦିବସ   (20-Mar-2026)       ||      ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଐତିହାସିକ ହର୍‌ମାନ କୁଲ୍‌କେଙ୍କ ସ୍ମୃତିଚାରଣ    (20-Mar-2026)       ||      ବରୀ -ବିଞ୍ଝାରପୁର ରାସ୍ତା ର ଚିଙ୍ଗୁଡ଼ିଆ ନାଳ ରେ ନିର୍ମାଣ ହେବ ହାଇ ଲେବୁଲ ବ୍ରିଜ   (20-Mar-2026)       ||      *ନୂଆପଡାରେ ଡୁଡା ସମୀକ୍ଷା ବୈଠକ ଅନୁଷ୍ଠିତ : ରାଜସ୍ୱ ସଂଗ୍ରହରେ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱ*   (19-Mar-2026)       ||      ବରପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବ ବର୍ଷ ପାଳିତ ,   (19-Mar-2026)       ||      ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଦ୍ୱିତୀୟ ସଂନ୍ଧ୍ୟାରେ  ନାଟକ “ଗୁଟେ ରାତିର କଥା” ଓ “ସୀତାଚୋରୀ” ମଞ୍ଚସ୍ଥ   (19-Mar-2026)       ||      *ସୋନପୁର କଲେଜ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଏସ୍ ପି*-   (19-Mar-2026)       ||      ବଲାଙ୍ଗୀର ମ୍ୟୁନିସିପାଲିଟିରେ ଏଲ ପି ଜି ସିଲିଣ୍ଡର ଅବୈଧ ବ୍ୟବହାର ବିରୋଧରେ ଏନଫୋର୍ସମେଣ୍ଟ କାର୍ଯ୍ୟ   (19-Mar-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ହିନ୍ଦୁ ନବବର୍ଷ ପାଳିତ ।   (19-Mar-2026)       ||      ବିଧାନସଭାରେ ଉଠିଲା ସୁକତେଲ ପ୍ରକଲ୍ପ ବିସ୍ଥାପିତ ଓ ଖଣିଖନନ ପ୍ରସଙ୍ଗ   (19-Mar-2026)       ||      ଆସନ୍ତା ମାର୍ଚ୍ଚ ୨୨ରୁ ୨୬ ପର୍ଯ୍ୟନ୍ତ ତାଲପାଲିପଡା ରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବ   (19-Mar-2026)       ||      ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଙ୍କୁ ସାକ୍ଷାତ କେଲ ରାଷ୍ଟ୍ରିୟ ବିକାଶ ବଂଜାରା ମିଶନ ସଦସ୍ଯ   (19-Mar-2026)       ||      ସାପ୍ତାହିକ ପ୍ରେରଣା ର ୨୧ତମ ସ୍ଵନକ୍ଷତ୍ର ଅବସରରେ କଲେଜସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (19-Mar-2026)       ||      ଖ୍ରୀଷ୍ଟିଆନ ଯୁବତୀ (ST)ଆଦିବାସୀ ଜାତି ପ୍ରମାଣ ପାତ୍ର ଦେଇ ଚାକିରୀ ହାତେଇବା ଉଦ୍ୟମକୁ ବିଫଳ କଲା ଅଖିଳ ଭାରତୀୟ ଭତ୍ରା ବିକାଶ ପରିଷଦ   (19-Mar-2026)       ||      ଯୁବକ ର ମୃତ୍ୟୁ ଘଟଣା କୁ ନେଇ ରାସ୍ତା ଅବରୋଧ, କ୍ଷତିପୂରଣ ଦାବିକଳେ ପରିବାର ଲୋକେ   (19-Mar-2026)       ||      ଡକାୟତି ଯୋଜନା ପଣ୍ଡ ୪ ଡକାୟତ ଗିରଫ   (19-Mar-2026)       ||      ପୋଲତଳୁ ବିପଦପୂର୍ଣ୍ଣ ବାଲି ଉତ୍ତୋଳନ   (19-Mar-2026)       ||      ଗଞ୍ଜେଇ ସହ ୪ଟି ବାଇକ ଜବତ, ୭ ଗିରଫ    (19-Mar-2026)       ||      *ଅସହାୟ ବୃଦ୍ଧ ଦମ୍ପତ୍ତି ଙ୍କ ପାଖରେ ପହଞ୍ଚିଲେ ଜିଲ୍ଲାପାଳ*- *ତଳେ ବସି ସମସ୍ୟା ବୁଝିଲେ*-   (19-Mar-2026)       ||     

HOME   ଜିଲ୍ଲା

ମୁନା ପାଲି ଠାରେ ୨୬ ତମ ଲକ୍ଷ୍ମୀ ପୂଜା ଅନୁଷ୍ଠିତ

17-Dec-2021



ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ):  ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ମୁନା ପାଲି ଗାଁ ରେ ମାର୍ଗଶିର ମାସ ଶେଷ ଗୁରୁବାର ପାଇଁ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥିଲା। ସୋମବାର ଦିନ କଳସ ଯାତ୍ରା ହୋଇଥିବା ବେଳେ ମଙ୍ଗଳବାର, ବୁଧବାର, ଗୁରୁବାର ହୋମ ଯଜ୍ଞ ହୋଇ ପୂଜାର୍ଚ୍ଚନା

ହୋଇଥିଲା ଏବଂ  ଆଜି ପୂର୍ଣ୍ଣାହୁତି ହୋଇଛି।କରୋନା ମହାମାରୀ ଯୋଗୁଁ ମନୋରଞ୍ଜନ କାର୍ଯ୍ୟକ୍ରମ ନ ରଖି ସାଧାରଣ ଭାବେ ପୂଜା ପାଉଥିଲେ ଓ ଆଜି ପୂର୍ଣ୍ଣାହୁତି ଦିନ ଗାଁ ର ସମସ୍ତେ ଏକାଠି ହୋଇ ପ୍ରସାଦ ସେବନ କରୁଥିଲେ। ଗାଁ ର ଏପରି ମିଳନ ଦେଖି ଅଞ୍ଚଳବାସି ସାଧୁବାଦ ଜଣାଇଛନ୍ତି। ମାଁ ଲକ୍ଷ୍ମୀ ଠାକୁରାଣୀ ଙ୍କ ପୂଜା ରେ କର୍ତ୍ତା ହିସାବରେ ବ୍ରଜ ଛତ୍ରିଆ ଓ ତାଙ୍କ ପତ୍ନୀ କଳ୍ପନା ଛତ୍ରିଆ ଦାୟିତ୍ଵ ତୁଲାଇଥିଲେ। ଏବଂ ପୂଜକ ଭାବେ କୌଲାସ ପାଢ଼ୀ ଦାୟିତ୍ଵ ତୁଲାଇଥିବା ବେଳେ

ପ୍ରାନ୍ୟ ଗାୟିକା ଭାବରେ ଗୀତାଞ୍ଜଳୀ ଦାସ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ। ପୂଜା କମିଟି ର ମୂରଳୀ ମେହେର,ପିଲାବୁଡୁ ମେହେର, ମାର୍କଣ୍ଡ କେତକୀ, ସୁନ୍ଦର ମେହେର, ବଂଶୀଧର ସମେତ ଗ୍ରାମବାସୀଙ୍କ ସାହାଯ୍ୟ ଓ ସହଯୋଗ ରହିଥିଲା।ପ୍ରଥମ ରାତିରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦାନ କରି ମାଁ ଙ୍କ ଦର୍ଶନ ଓ ଦର୍ଶକ ମାନଙ୍କୁ ଉତ୍ସାହିତ କରୁଥିଲେ ବୋଲି ଜଣାପଡିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରରେ ଏଲପିଜି ଗ୍ୟାସର କୃତ୍ରିମ ଅଭାବ, ଡୋମେଷ୍ଟିକ ସିଲିଣ୍ଡରର ଦାମ ୨୨ ଶହ ଟଙ୍କା   20-Mar-2026
  ଜିଲ୍ଲା  
ରେଂଗାଲିକେମ୍ପରେ ବିଶ୍ବ ପଖାଲ ଦିବସ   20-Mar-2026
  ଜିଲ୍ଲା  
ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଐତିହାସିକ ହର୍‌ମାନ କୁଲ୍‌କେଙ୍କ ସ୍ମୃତିଚାରଣ    20-Mar-2026
  ଜିଲ୍ଲା  
ବରୀ -ବିଞ୍ଝାରପୁର ରାସ୍ତା ର ଚିଙ୍ଗୁଡ଼ିଆ ନାଳ ରେ ନିର୍ମାଣ ହେବ ହାଇ ଲେବୁଲ ବ୍ରିଜ   20-Mar-2026
  ଜିଲ୍ଲା  
*ନୂଆପଡାରେ ଡୁଡା ସମୀକ୍ଷା ବୈଠକ ଅନୁଷ୍ଠିତ : ରାଜସ୍ୱ ସଂଗ୍ରହରେ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱ*   19-Mar-2026
  ଜିଲ୍ଲା  
ବରପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବ ବର୍ଷ ପାଳିତ ,   19-Mar-2026
  ଜିଲ୍ଲା  
ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଦ୍ୱିତୀୟ ସଂନ୍ଧ୍ୟାରେ  ନାଟକ “ଗୁଟେ ରାତିର କଥା” ଓ “ସୀତାଚୋରୀ” ମଞ୍ଚସ୍ଥ   19-Mar-2026
  ଜିଲ୍ଲା  
*ସୋନପୁର କଲେଜ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଏସ୍ ପି*-   19-Mar-2026
  ଜିଲ୍ଲା  
ବଲାଙ୍ଗୀର ମ୍ୟୁନିସିପାଲିଟିରେ ଏଲ ପି ଜି ସିଲିଣ୍ଡର ଅବୈଧ ବ୍ୟବହାର ବିରୋଧରେ ଏନଫୋର୍ସମେଣ୍ଟ କାର୍ଯ୍ୟ   19-Mar-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ହିନ୍ଦୁ ନବବର୍ଷ ପାଳିତ ।   19-Mar-2026
  ଜିଲ୍ଲା  
ବିଧାନସଭାରେ ଉଠିଲା ସୁକତେଲ ପ୍ରକଲ୍ପ ବିସ୍ଥାପିତ ଓ ଖଣିଖନନ ପ୍ରସଙ୍ଗ   19-Mar-2026
  ଜିଲ୍ଲା  
ଆସନ୍ତା ମାର୍ଚ୍ଚ ୨୨ରୁ ୨୬ ପର୍ଯ୍ୟନ୍ତ ତାଲପାଲିପଡା ରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବ   19-Mar-2026

You Might Also Like