-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଅପରାଧ

ମଦ ପିଇବାକୁ ଟଙ୍କା ମାଗିବା ଓ ନ ଦେବାରୁ ଦୁର୍ବୃତ ଲୁଟ କରିଥିବା ନେଇ ଥାନାରେ ଏତଲା।

09-Nov-2020



ବଲାଙ୍ଗୀର, (ପ୍ରେରଣା ଖବର) : ମଦ ପିଇବା ପାଇଁ ଟଙ୍କା ମାଗିବା ନ ଦେବାରୁ ଜବର ଦସ୍ତ ଦୁର୍ବୃତ୍ତ ଲୁଟ୍‍ପାଟ୍‍ କରିବା ଘଟଣା  ନେଇ ଥାନାରେ ଅଭିଯୋଗ ହୋଇଛି। ଏପରି ଏକ ଘଟଣା ବଲାଙ୍ଗିର କଂସାରୀପଡ଼ା ଅଞ୍ଚଳରେ ଘଟିଥିବା ଦେଖାଯାଇଛି।  
ଉତ୍ତରପ୍ରଦେଶ ଅଞ୍ଚଳରୁ ଦୀର୍ଘ ବର୍ଷ ହେଲା ବଲାଙ୍ଗିର ଆସି ଏଠାରେ ସିଲିଂ ମିସ୍ତ୍ରୀ ଭାବେ କାମ କରନ୍ତି ବିରେନ୍ଦ୍ର କୁମାର। ଶ୍ରୀ କୁମାର କଂସାରୀପଡ଼ା ନିକଟ ଧୋବା ପଡ଼ାରେ ଘର କରି ପରିବାର ସହ ରହୁଛନ୍ତି। ସେ ବର୍ତ୍ତମାନ ବଲାଙ୍ଗିରର ବାସିନ୍ଦା ହେଇ ସାରିଲେଣି। ଶୁକ୍ରବାର ସେ ରାମେଶ୍ୱର ନଗରକୁ ବକେୟା ଟଙ୍କା ଆଣିବାକୁ ଯାଇଥିଲେ। ତାଙ୍କ ପର୍ସରେ ୨୫ ହଜାର ଟଙ୍କା ରହିଥିଲା। ରାତି ପ୍ରାୟ ସାଢେ ୭ଟା ବେଳେ ବଜାରରୁ କାମ ସାରି ସେ ଘରେ ପହଞ୍ଚିଥିଲେ। ତାଙ୍କ ପୁଅ, ଝିଅ ଖାଇବା ପାଇଁ କିଛି ବଜାରରୁ ଆଣିବା ପାଇଁ ଶ୍ରୀ କୁମାରଙ୍କ ନିକଟରେ ଅଳି କରିବାରୁ ସେ ଘର ଭିତରକୁ ନଯାଇ ବାହାରୁ ବାହାରୁ ବଜାରକୁ ପୁଣି ଆସୁଥିଲେ। ନିକଟରେ ଥିବା ଏକ ବନ୍ଧରେ କିଛି ଯୁବକ ବସିଥିଲେ। ଜଣେ ଯୁବକ ତାଙ୍କ ପାଖକୁ ଆସି ମଦ ପିଇବା ପାଇଁ ଖର୍ଚ୍ଚ ଦେବାକୁ କହିଥିଲେ। ପାଖରେ ଟଙ୍କା ନାହିଁ, ୨/୩ ଦିନ ପରେ ଦେବି ବୋଲି ଶ୍ରୀ କୁମାର କହିବା ପରେ ଯୁବକଜଣଙ୍କ ଅନ୍ୟ ୪/୫ଜଣ ସହଯୋଗୀଙ୍କୁ ଡାକିଥିଲେ। ସେମାନେ ଲୁହା ପାଇପରେ ପିଟିଥିଲେ। ସେ ନାଳରେ ପଡ଼ିଯିବା ପରେ ତାଙ୍କ ପର୍ସ ଓ ବେକରେ ପିନ୍ଧିଥିବା ଲକେଟ ଲୁଟି ନେଇ ଚାଲି ଯାଇଥିଲେ ଯୁବକମାନେ। ଏସଂପର୍କରେ ଶ୍ରୀ କୁମାର ଟାଉନ୍‍ ଥାନାରେ ଅଭିଯୋଗ କରିଥିଲେ। ଆକ୍ରମଣକାରୀ ଯୁବକଙ୍କୁ ଖୋଜିବାକୁ ପୁଲିସ ଆସିଥିଲା। କାହାକୁ ନପାଇ ଫେରି ଯାଇଥିଲା। ଏହି ଲୁଟ୍‍ରେ ସଂପୃକ୍ତ ଯୁବକମାନଙ୍କୁ ଗିରଫ କରିବା ସହ ତାଙ୍କୁ ଟଙ୍କା ଓ ସୁନା ଲକେଟ ଫେରାଇବାକୁ ପୁଲିସକୁ ଅନୁରୋଧ କରିଛନ୍ତି ଶ୍ରୀ କୁମାର। ଟାଉନ୍‍ ଥାନା ଆଇଆଇସି ସଂଗ୍ରାମ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ, ପୁଲିସ ଅଭିଯୋଗର ସତ୍ୟତା ଯାଞ୍ଚ କରିବା ସହ ଲୁଟ୍‍ପାଟ କରିଥିବା ଯୁବକଙ୍କୁ ନେଇ ଉପଯୁକ୍ତ ତଦନ୍ତ ଆରମ୍ଭ କରିଛନ୍ତି


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like