-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
09-Nov-2020
ଭୁବନେଶ୍ବର - ରାଜ୍ଯରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ଜୀବନ ନେଲା ମହାମାରୀ କରୋନା। ଏଯାବତ୍ ରାଜ୍ଯରେ ୧୪୪୧ ଜୀବନ ନେଲାଣି ମହାମାରୀ କରୋନା। ରାଜ୍ଯ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l