-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
11-Nov-2021
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଧୁମାଭଟା ପଞ୍ଚାୟତ ହଟକଟ ଗାଁ ରାସ୍ତା କଡ଼ରୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ ଯେ ବେଲପଡା ଥାନା ଧୁମାଭଟା ଗ୍ରାମ ର ସଞ୍ଜିବ ମଲ୍ଲିକ (୨୬)ପିତା.ରୁଦ୍ର ମଲ୍ଲିକ (୪୭) ଙ୍କ ମୃତଦେହ ଗତକାଲି ।
ରାତିରେ ଦେଖିବାକୁ ପାଇଥିଲେ। ମୃତ ବ୍ୟକ୍ତିଙ୍କ ଶବ ଚିହ୍ନଟ କରି ପରିବାର ଲୋକେ ପହଞ୍ଚି ଥିଲେ।ପରେ ସ୍ଥାନୀୟ ଲୋକେ ବେଲପଡା ପୋଲିସ କୁ ଖବର ଦେଇଥିବା ବେଲେ ଆଜି
ଘଟଣା ସ୍ଥଳକୁ ବେଲପଡା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ବେଲପଡା ଡାକ୍ତରଖାନାକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ଜଣାପଡିବ ଯେ ହତ୍ୟାକାଣ୍ଡ ନାଁ ଆତ୍ମହତ୍ୟା ହତ୍ୟା।ଏ ପର୍ଯ୍ୟନ୍ତ ପୋଲିସ ର କୌଣସି ପ୍ରତିକ୍ରିୟା ନିଆଯାଇ ନାହିଁ