-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||     

HOME   ଅପରାଧ

ପୋଲିସ ପ୍ରଶାସନର ଦୁର୍ବ୍ୟବହାରର ଶିକାର ବିଧବା ମହିଳାଙ୍କ ଆତ୍ମାହୁତି ଉଦ୍ୟମ: ୯ ବର୍ଷୀୟା ନାବାଳିକା ବିକ୍ରି ମାମଲା ନେଇ ଅନ୍ୟ ସମ୍ପୁକ୍ତ ଅଭିଯୁକ୍ତ ଙ୍କୁ ଗିରଫ ଦାବି

11-Nov-2021



ଟିଟିଲାଗଡ଼(ସନ୍ତୋଷ କୁମାର ନାଏକ) :: ବିଧବା ମହିଳା ଙ୍କ ବିରୋଧ ସତ୍ତ୍ୱେ ତାଙ୍କ ୯ ବର୍ଷୀୟ ଝିଅ କୁ ନେଇ ଯିବା କୁ ବିରୋଧ କରି ଗୁରୁତର ଆକ୍ରମଣ ର ଶିକାର ହୋଇ  ପୋଲିସ ପ୍ରଶାସନ ର ନିର୍ଯ୍ୟାତନା କୁ ବିରୋଧ କରି ନିରାଶ ମହିଳା ଆତ୍ମାହୁତି ଉଦ୍ୟମ କରିବା ଏବେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ, ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାନ୍ଧୁପଲା ଗ୍ରାମ ର ପ୍ରମିଳା ଶେଖ(ବ-୩୫) ନାମ୍ନୀ ଜଣେ ବିଧବା ମହିଳା ଙ୍କୁ ନିଜକୁ ଦେବଗଡ଼ ଜିଲ୍ଲା ରୁ ଆସିଥିବା ଜଗଦୀଶ ମୁଣ୍ଡା ବୋଲି ପରିଚୟ ଦେଇ ଜଣେ ମହିଳା ଙ୍କ ସହାୟତା କ୍ରମେ ପ୍ରମିଳା ଙ୍କ ବଡ଼ ଝିଅ ମମତା ଶେଖ (ବ-୯)  କୁ ଚଳିତ ମାସ ୧୩ ତାରିଖ ରେ ନଗଦ ୭୦ ହଜାର ଟଙ୍କା ଦେଇ ନେଇଯିବ, ଏପରି କି ସେଠୁ ଫେରି

ପ୍ରମିଳା ଙ୍କୁ କୋର୍ଟ ରେ ବିବାହ କରି ତାଙ୍କ ସହ ଥିବା  ଚାରି ବର୍ଷ ର ପୁତ୍ର ସନ୍ତାନ ସହ ମିଶି ରହିବା ପ୍ରତିଶ୍ରୁତି ଦେଇଥିଲେ । ହେଲେ ପ୍ରମିଳା ମଧ୍ୟ ସାଙ୍ଗରେ ଯିବ ବୋଲି କହିବା ରୁ ସେ ରାଜି ନ ହେବାରୁ ତାଙ୍କୁ ଆକ୍ରମଣ କରି ଗୁରୁତର କରିଦେଇ ଉକ୍ତ ଦୁଇ ସନ୍ତାନ ଙ୍କୁ ନିଜେ ଜୋର ଜବରଦସ୍ତ ପ୍ରମିଳା ଙ୍କ ଘରେ ଚାରିଦିନ ପର୍ଯ୍ୟନ୍ତ ଅଟକ ରଖିଥିଲା । ପ୍ରକାଶ ଯେ କୋର୍ଟ ରେ ବିବାହ କରିବା ପାଇଁ ସମସ୍ତ ଆବେଦନ ପତ୍ର ପ୍ରସ୍ତୁତ କରାଯାଇଥିଲା । ହେଲେ ଶେଷ ସମୟ ରେ ଅଭିଯୁକ୍ତ ମନା କରି ସାଙ୍ଗରେ ଉକ୍ତ ଝିଅ କୁ ନେଇ ଯିବି ବୋଲି କହିବା ଯୋଗୁଁ ବିରୋଧ କରି ଆକ୍ରମଣ ର ଶିକାର ପ୍ରମିଳା ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଫୋନ ସରକାରୀ ଫୋନ ନଂ ୧୦୦ ସରକାରୀ ନମ୍ବର ସହ ଅନ୍ୟ ପୋଲିସ ବିଭାଗୀୟ ଅଧିକାରୀ ଙ୍କୁ ଉକ୍ତ ଅଟକ ଦୁଇ ସନ୍ତାନ ଙ୍କୁ ଉଦ୍ଧାର ପାଇଁ ଫୋନ ରେ ଗୁହାରୀ କରି ନିରାଶ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଟିଟିଲାଗଡ଼ ଆରକ୍ଷୀ ଅଧିକାରୀ ତଥା ଟିଟିଲାଗଡ଼ ଥାନା କୁ ଯାଇ ଗୁହାରୀ କରି କିଛି ସୁଫଳ ନ ପାଇ ଦୁର୍ବ୍ୟବହାର ର ଶିକାର ହୋଇ ଥିବା ଗତ ପାଞ୍ଚ ତାରିଖରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଉକ୍ତ ଜଗଦୀଶ କୁ ଗିରଫ ବଦଳରେ ପୋଲିସ ପ୍ରଶାସନ ର  କର୍ମଚାରୀ ଅକଥନୀୟ ହାଇରାଣ ସହ ଦୁବ୍ୟବହାର କରିବା ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ଟିଟିଲାଗଡ଼ ଉପଖଣ୍ଡ ପୋଲିସ ଆରକ୍ଷୀ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ପୁନଃ ଥାନାରେ ଅଧିକ ଦୁର୍ବ୍ୟବହାର ଓ ଗାଳି, ଗୁଳଜ ର ଶିକାର ହୋଇ ନିରାଶ ହୋଇ ଥିବା ପ୍ରମିଳା ଗତ ବୁଧବାର  ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ

ଆତ୍ମାହୁତି ଉଦ୍ୟମ କରି ଥିବା ବେଳେ ପୋଲିସ ଉଦ୍ଧାର କରି ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ ନିକଟରେ ହାଜର କରାଯାଇଥିଲା । ଏ ନେଇ ପୋଲିସ ପ୍ରଶାସନ ଅଭିଯୁକ୍ତ ଜଗଦୀଶ ବିରୋଧ ରେ ଗତ ତା୧୧-୧୧-୨୦୨୧ ରିଖ ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ କୁ ଅଟକ ରଖିଥିବା ଜଣାଯାଇଛି । ଏକ ଚାଷୀ ସମାବେଶ ବେଳେ ପୋଲିସ ପ୍ରଶାସନ ର ଉପସ୍ଥିତି ରେ ଏଭଳି ଆତ୍ମାହୁତି ଉଦ୍ୟମ ଯୋଗୁଁ ଉପସ୍ଥିତ ଟିଟିଲାଗଡ଼ ଥାନା ଅଧିକାରୀ ରଞ୍ଜନ ବରିହା ଓ ଅନ୍ୟ ପୋଲିସ କର୍ମଚାରୀ ଉଦ୍ଧାର କରି ଏକ ବଡ଼ ଘଟଣା କୁ ଏଡାଇ ଦେଇଥିଲେ । ଘଟଣା ରେ ସମ୍ପୂର୍କ୍ତ ଉକ୍ତ ମହିଳା ଜଣକ କିଏ ? ଏଭଳି ଜଣେ ଅସହାୟ ଅବସ୍ଥାରେ ଥିବା ମହିଳା ଙ୍କୁ ପୋଲିସ ର ଏପରି ବ୍ୟବହାର ନେଇ ତୁରନ୍ତ ପଦକ୍ଷେପ ନେବା ପ୍ରତିଶ୍ରୁତି  ଉପଜିଲ୍ଲାପାଳ ଦେଇଥିବା ବେଳେ   ଅଭିଯୁକ୍ତ କୁ ଗିରଫ କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026

You Might Also Like