-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Nov-2021
ଲୋଇସିଂହା, (ବିନୋଦ କୁମାର ଦୀପ) ଓଡ଼ିଶାର ଏକମାତ୍ର ନିରପେକ୍ଷ ସାଟେଲାଇଟ ନିଉଜ ଚ୍ୟାନେଲ "ବଡ଼ ଖବର" ତରଫରୁ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ୨୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ହୀରାପୁର ଛକ ସାପ୍ତାହିକ ବଜାର ନିକଟରେ ବଡ଼ ଖବର ହେଲ୍ପ ଅଭିଯାନ ଆୟୋଜିତ ହୋଇଯାଇଛି l ଚ୍ୟାନେଲକୁ ଆର୍ଥିକ ଭାବେ ସହାୟତା ପ୍ରଦାନ କରିବା ପାଇଁ ନିବେଦନ କରାଯାଇଥିଲା l ବଡ଼ ଖବର
ଲୋଇସିଂହା ବ୍ଲକ ପ୍ରତିନିଧି ବିମଳେନ୍ଦୁ ସାହୁଙ୍କ ତତ୍ୱବାଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସାରଙ୍ଗ ଭୋଇ, ବିନୋଦ ଦୀପ, ସ୍ୱାଗତ ସାହୁ, ସଂଜୀବ ପଧାନ, ଭୁବନେଶ୍ୱର ଧରୁଆ ପ୍ରମୁଖ ସହଯୋଗ କରିଥିଲେ l ବହୁ ବଦାନ୍ୟ ବ୍ୟକ୍ତି ଚ୍ୟାନେଲକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ l