-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
26-Oct-2021
ଢେଙ୍କାନାଳ (ତାପସ ଦାସ) : ଗତକାଲି ରାତି ହିନ୍ଦୋଳ ସଂରକ୍ଷିତ ଜଙ୍ଗଲରୁ ୨ ହରିଣ ଶିକାରୀକୁ ଗିରଫ କରିବାରେ ହିନ୍ଦୋଳ ବନବିଭାଗ ସଫଳ ହୋଇଛି । ଉକ୍ତ ବ୍ୟକ୍ତି ଦୁଇଜଣ ହେଲେ ସାମ ବାଦାନୀ,ବୟସ(୫୯ବର୍ଷ) ଓ ଜୟପଂଗା ର ଚରଣ ଦେହୁରୀ(୪୫ବର୍ଷ) l ସେମାନଙ୍କଠାରୁ ଏକ ଦେଶୀ ବନ୍ଧୁକ, ହରିଣ ମାଂସ, ଜାଲ ଆଦି ଜବତ କରାଯାଇଛି ।