-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||     

HOME   ରାଜ୍ୟ

ସତରେ କଣ ଅଫେରା ରାଇଜରେ ଶୁଭିବ ଅଭିଜିତଙ୍କ ସୁମଧୁର କଣ୍ଠର ଗୀତ ଓ ବାଜିବ ଗୀତାର ସ୍ଵର (ଦ୍ଵାଦଶାହରେ ଅଭିଜିତଙ୍କ ସ୍ମୁତି ଚାରଣ)

24-Oct-2021



ବିନିକା(ହିମାଂଶୁ ଶେଖର ପୁଟେଲ): ସୁମଧୁର କଣ୍ଠର ଗୀତ ଆଉ ଶୁଭୁନାହିଁ କି ରିଂ ଝିମ କରୁଥିବା ଗୀତାର ବାଦକ ବାଜୁ ନାହିଁ l ସବୁଦିନ ପାଇଁ ନିରବୀ ଯାଇଥିବା ଗୀତ ଓ ଗୀତାର ଶବ୍ଧ ସତରେ କଣ ଅଫେରା ରାଇଜରେ ବାଜି ଉଠିବ l ଯେଉଁ ରାଇଜରୁ କିଏ କେବେ ବି ଫେରିପାରେ ନାହିଁ l ଜନ୍ମ ହେଲେ ତ ମୃତ୍ୟୁ ନିଶ୍ଚିତ କିନ୍ତୁ ଭଗବାନଙ୍କ ବିଚିତ୍ର ଲୀଳା ଏତେ କମ ସମୟରେ ଧରାପୃଷ୍ଠରେ ଜନ୍ମ ନେଇ ଲୋକଙ୍କ ସେବା ପାଇଁ ଶିକ୍ଷା କ୍ଷେତ୍ରରେ ନିଜ ଜନ୍ମମାଟିକୁ ଛାଡି ବହୁ ଦୂର ଯାଇ ପ୍ରସ୍ତୁତ ହେଉଥିବା ଅଭିଜିତ ମାରାତ୍ମକ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ସବୁଦିନ ପାଇଁ ଆମଠାରୁ ବିଦାୟ ନେଇଛନ୍ତି ସତ କିନ୍ତୁ ତାଙ୍କର ପ୍ରତିଭା ଅମର ହୋଇ ରହିବ l ତାଙ୍କରି ସମ୍ପର୍କରେ ଆସିଥିବା ବ୍ୟକ୍ତି ବିଶେଷ,ଗୀତ ଓ ବାଦକ ରେ ମୋହିତ ହେଉଥିବା କଳାପ୍ରେମୀ ଏବଂ ଜ୍ଞାନ ଆହରଣର ପ୍ରତିଯୋଗୀତା ରେ ସାମିଲ ହୋଇଥିବା ଶିକ୍ଷାର୍ଥୀ,ବନ୍ଧୁ ବାନ୍ଧବ,ପାଖ ପୋଡଶୀ ମହଲରେ ସେ ଥିଲା ପରି ଲାଗୁଛି, କଣ୍ଠରୁ ଶୁଭୁ ଥିବା ଗୀତ ଏବଂ ରିମ୍ ଝିମ୍ ବାଦକ ବାଜିଲା ପରି ଶୁଭୁଛି l ପୁଣି ଏଠି ସେଠି ଦେଖିଲା ଭଳି ଲାଗୁଛି l  ତାହା ସ୍ବପ୍ନ କିଛି ଦିନ ପରେ ସମସ୍ତଙ୍କ ପରିଚିତ ଅଭିଜିତ ଆଉ ମନେ ପଡିବନି କିନ୍ତୁ ଦୁନିଆ ପାଇଁ କିଛି ଦାୟିତ୍ଵ ନିଭାଇବା ବୟସରେ ଭଗବାନ ତାକୁ ଯେଉଁ ଅଲଗା ରଖିଲେ ପରିବାର ଓ ବନ୍ଧୁ ବର୍ଗଙ୍କୁ କଷ୍ଠ ସହିବାକୁ ବରଦାନ ଦେଇଚ୍ଛନ୍ତି କି ବୋଲି ମନରେ ଉଙ୍କି ମାରୁଛି ? ତେବେ ସେ ଯାହା ବି ହେଉ ସମସ୍ତଙ୍କର ଆଦରଣୀୟ ଓ ଖୁବ ଅଳ୍ପ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ଜନମାନସରେ ପରିଚିତ ସ୍ବର୍ଗତ ଅଭିଜିତ ପୂଜାହାରୀ ଙ୍କ ଆତ୍ମାର ସଦଗତି  ହେଉ ଏତିକି ଭଗବାନ ଙ୍କ ପ୍ରାର୍ଥନା ବୋଲି ଲୋକଙ୍କ ମୁଖରୁ ଶୁଣିବାକୁ ମିଳୁଛି l ତେବେ    ବିନିକା ଅଞ୍ଚଳର ଏହି ପ୍ରତିଭାବାନ କଣ୍ଠଶିଳ୍ପୀ, ଗୀତାର ବାଦକ,କବି ତଥା ମେଧାବୀ ଛାତ୍ର ଅଭିଜିତ ପୂଜାହାରୀଙ୍କ ଦ୍ୱାଦଶାହ ଦିନରେ ସ୍ଥାନୀୟ ଚନ୍ଦ୍ରମା ହୋଟେଲ କକ୍ଷରେ ରୁମକୁ ଝୁମାନା ତରଫରୁ ଏକ ସ୍ମୁତି ସଭା ଅନୁଷ୍ଠିତ ହୋଇଥିଲା l ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ ମୁଖ୍ୟ ଅତିଥି, ଓଡ଼ିଶା ନାଟକ ଏକାଡେମୀ ସଦସ୍ୟ ଶାଶ୍ଵତ ତ୍ରିପାଠୀ,ସରକାରୀ ଓକିଲ ସୁଧାଂଶୁ ଶେଖର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଙ୍କର ସ୍ମୁତି ଚାରଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କଣ୍ଠଶିଳ୍ପୀ ଧୀରେନ୍ଦ୍ର ନାୟକ,କବି ଆରୁଣି ତ୍ରିପାଠୀ କବିତା ପଠନ କରି ଅଭିଜିତ କୁ  ଶ୍ରଦ୍ଧାଞ୍ଜଳି ଦେଇଥିଲେ l ସେହିପରି ସୌମିତ୍ରି ପତି,ବୃନ୍ଦାବନ ମିଶ୍ର, ଗୀତା ରାଣୀ ସାହୁ,ଦିଲ୍ଲୀପ ସାହୁ,ଦେବାନନ୍ଦ ଦାଶ ପ୍ରମୁଖ ତାଙ୍କର ଜୀବନୀ ଉପରେ ବକ୍ତ୍ୟବ ରଖିଥିଲେ l ସଭାକୁ ଶିକ୍ଷକ ହିମାଂଶୁ ଭୂଷଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
*ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   12-Oct-2026
  ଜିଲ୍ଲା  
*ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   12-Oct-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   12-Oct-2026

You Might Also Like