-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) : ମମିତା ହତ୍ୟା ମାମଲା: କୋର୍ଟରେ ହାଜର ହେଲା ଗୋବିନ୍ଦ ସାହୁ । ବଙ୍ଗୋମୁଣ୍ଡା ଜେ ଏମ୍ ଏଫ୍ ସି କୋର୍ଟରେ ଗୋବିନ୍ଦକୁ ହାଜର କଲା ପୋଲିସ । ୫ ଦିନ ପାଇଁ ପୋଲିସ ରିମାଣ୍ଡକୁ ମଂଜୁର କଲେ କୋର୍ଟ । ୭ ଦିନ ପାଇଁ ରିମାଣ୍ଡ ମାଗିଥିଲା ପୋଲିସ l
ମୃତ ମମିତାଙ୍କ ପରିବାରକୁ ଭେଟିଲେ ସାଂସଦ ସଙ୍ଗୀତା ସିଂଦେଓ । ତୁରେଇକେଲା ଥାନା ଝରଣୀ ଗାଁକୁ ଯାଇ ପରିବାରକୁ ଭେଟିଲେ । ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଲେ ସାଂସଦ l
ମମିତା ହତ୍ୟା ପ୍ରସଙ୍ଗରେ ବିଜେଡି ପକ୍ଷରୁ ପ୍ରମିଳା ମଲ୍ଲିକ କହିଲେ:- ପୋଲିସ କେଉଁଠି ମହିଳାଙ୍କ ଉପରେ ଅନ୍ୟାୟ କରୁନାହାନ୍ତି, ଘଟଣାରେ ସଂପୃକ୍ତଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ପୋଲିସ କାର୍ଯ୍ୟ କରୁଛି, NIAରେ କାର୍ଯ୍ୟ କରିଥିବା ଜଣେ ଦକ୍ଷ ଅଫିସର ତଦନ୍ତ କରୁଛନ୍ତି, ଯାହାର ସଂପୃକ୍ତି ଥିବା ପ୍ରମାଣ ମିଳିବ ,କାର୍ଯ୍ୟାନୁଷ୍ଠାନ ହେବ