-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2026
ନର୍ଲା (ଚିନ୍ତାମଣି ନାଏକ )
ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅଧୀନସ୍ତ ସର୍ଗିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳରେ ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ସି, ଆର ସିସି,ହେମନ୍ତ କୁମାର ସାହୁଙ୍କ ଅଧକ୍ଷ୍ୟ ତା ରେ ଅନୁଷ୍ଠିତ ହୋଇଥିବା,ଏହି କାର୍ଯ୍ୟକ୍ରମ ରେ କ୍ଲଷ୍ଟର ସ୍ତରୀୟ ସମସ୍ତ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ ଏବଂ ସମସ୍ତ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ସହ ସମ୍ମାନିତ କରାଯାଇଛି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେରେ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗ ଦେଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଏବିଓ ଗୋବର୍ଧନ ମାଝୀ ଯୋଗଦେଇଥିଲେ ସମ୍ମାନିତ ଅତିଥିଭାବେ ରେ ପ୍ରଧାନ ଶିକ୍ଷୟିତ୍ରୀ ଛନ୍ଦିତା ଦାଶ,ଫିରୋଜ ପଧାନ, ଚିତ୍ରରେଖା ମହାପାତ୍ର, ହେମା ପଧାନ, ଚକ୍ରଧର ସା, ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ କ୍ରୀଡା ଶିକ୍ଷକ ମନୋଜ ଭୋଇ ମଞ୍ଚ ପରିଚାଳନା କରିଥିଲେ,