-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
15-Oct-2026
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ବ୍ଲକ ଅଧିନସ୍ଥ ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ କୁ ଆଜି ଶ୍ରୀ ଜୀବନ କୁମାର ରାଉତ ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର କ୍ଷେତ୍ର ପରିଦର୍ଶନରେ ଆସିଥିଲେ l ପରିଦର୍ଶନ ସମୟରେ ସ୍ଥାନୀୟ ସରପଂଚ ଶ୍ରୀମତୀ ଲକ୍ଷ୍ମୀ ପାଧାନ, ଲୋଇସିଂହା ସହକାରୀ ଯନ୍ତ୍ରୀ ଶ୍ରୀଯୁକ୍ତ ସିଦ୍ଧାର୍ଥ ପାଢ଼ୀ, କନିଷ୍ଠ ଯନ୍ତ୍ରୀ ଶ୍ରୀଯୁକ୍ତ କେଦାରନାଥ ମେହେର,ବି.ଆର୍.ସି ଶ୍ରୀଯୁକ୍ତ ଛବିଳ କୁମ୍ଭାର, ପି.ଇ.ଓ ଶ୍ରୀଯୁକ୍ତ ପ୍ରହଲ୍ଲାଦ ବେହେରା, ଏ.ଡି.ଇ ଓ ଶ୍ରୀଯୁକ୍ତ ଜିତେନ୍ଦ୍ରିୟ ସାହୁ, ବିଶିଷ୍ଟ ସମାଜ ସେବୀ ଶ୍ରୀଯୁକ୍ତ ଯୁଧିଷ୍ଟିର ପଧାନ୍ ଙ୍କ ସହ ଅଙ୍ଗନୱାଡ଼ି କର୍ମୀ, ମା ଲକ୍ଷ୍ମୀ ଏସ.ଏଚ.ଜି ସଦସ୍ୟା ଉପସ୍ଥିତ ଥିଲେ । ସରକାର ଙ୍କ ବିଭିନ୍ନ ପ୍ରକାର ଲୋକାଭିମୁଖୀ ଯୋଜନା ର ଉନ୍ନୟନ କାର୍ଯ୍ୟ ଗୁଡ଼ିକ ପରିଦର୍ଶନ କରିବା ସହ ସରପଞ୍ଚ ଏବଂ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ l