-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
19-Oct-2021
ଟିଟିଲାଗଡ଼ (ପ୍ରେରଣା ଖବର ) : ମମିତା ମେହେର ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଛି l ବଙ୍ଗୋମୁଣ୍ଡା ବ୍ଳକ ଝରିଆଲ ପଞ୍ଚାୟତ ଅନ୍ତର୍ଗତ ବୁଢୀପଦର ଗ୍ରାମରୁ ଗୋବିନ୍ଦକୁ ପୋଲିସ ଗିରଫ କରିଛି l ନିଜ ସମ୍ପର୍କୀୟ ଭଉଣୀ ଘର ହେଉଛି ବୁଢୀପଦର ଗାଁ l ଏଠାରେ ଏକ ଆଖୁ କିଆରୀରେ ଲୁଚିରହିଥିବା ବେଳେ ଗୋବିନ୍ଦ ପୋଲିସ ହାତ ରେ ଧରା ପଡିଛି l