-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2021
ଆଠଗଡ଼(ତାପସ ଦାସ ) : ମହାନଦୀରେ ପାର ହେଉଥିବା ବେଳେ ଭାସି ଗଲେ ୭ଟି ହାତୀ।ଗୋଟିଏ ହାତୀ ମୁଣ୍ଡଳୀ ବ୍ରିଜ ନିକଟରେ ଫସି ରହିଥିବା ବେଳେ ଅନ୍ୟ ୬ ଟି ହାତୀ ଭାସି ଯାଇ ଅଠଗଡ଼ ରେଞ୍ଜ ନୂଆସାସନ ଗାଁ ନିକଟରେ ଲାଗିଛନ୍ତି।ଆଠଗଡ଼ ପଟୁ ୧୭ ଟିକିଆ ହାତୀପଲ ମହାନଦୀ ପାର ହେଉଥିବା ବେଳେ ୭ ଟି ହାତୀ ପାଣିରେ ଭାସି ଯାଇଥିବା ଜଣାପଡ଼ିଛି।ହାତୀଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଓ ବନ ବିଭାଗ ଉଦ୍ୟମ କରୁଛନ୍ତି।