-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2021
ବିନିକା(ହିମାଂଶୁ ଶେଖର ପୁଟେଲ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ପାଳନ ପାରିପେକ୍ଷିରେ ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ଅନୁସୂଚିତ ଜାତି ମୋର୍ଚା ସଭାପତି ଵାବୁଲୁ ବିଶିଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉସ କୁମାରୀ, ବିଜେପି ନେତା ବିଜୟ କୁମାର ମହାକୁର,ବିଶ୍ବମ୍ବର ମିଶ୍ର,ବଳରାମ ସୁନା,ଭୁବନେଶ୍ୱର ଦେହେରି ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ବିନିକା ଡାକ୍ତରଖାନାକୁ ଆସି ଚିକିତ୍ସା ଧୀନ ରୋଗୀ ମାନଙ୍କୁ ଖାଦ୍ୟ ଓ ଫଳ ବଣ୍ଟନ କରିଥିଲେ l