-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଲୋଗୋ ଉନ୍ମୋଚନ ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଧାୟକ

24-Sep-2021



ନୟାଗଡ, (ପ୍ରଦୀପ କୁମାର ପଣ୍ଡା): ନୟାଗଡ଼ ଜିଲ୍ଲା ର ପ୍ରତିଷ୍ଠିତ ଯୁବ ସାମ୍ବାଦିକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ଦାଶ ଙ୍କ ପ୍ରଚେଷ୍ଟା ରେ ଗତ ଜୁଲାଇ ୧୨ ତାରିଖରୁ ଏକ ୟୁଟୁବ ଚ୍ୟାନେଲ ଶୁଭାରମ୍ଭ ହୋଇଥିଲା | ଫାଉଣ୍ଡର ଶ୍ରୀଯୁକ୍ତ ଦାଶ ନୟାଗଡ଼ ର ପ୍ରତିଷ୍ଠିତ ମଣିଭଦ୍ରା ପାହାଡ଼ ର ପୌରାଣିକ କିମ୍ବଦନ୍ତୀ ତଥା ସୁନ୍ଦର ପରିବେଶ ରେ ବିମୋହିତ ହୋଇ ତାଙ୍କ ଚ୍ୟାନେଲ ର ନାମ ରଖିଛନ୍ତି *ମଣିଭଦ୍ରା ଖବର* | ନିଚ୍ଛକ ଖବର ସହିତ ବିଭିନ୍ନ ସୁନ୍ଦର କାର୍ଯ୍ୟକ୍ରମ ର ପ୍ରସାରଣ ଉକ୍ତ ଚ୍ୟାନେଲକୁ ଖୁବ କମ ଦିନ ମଧ୍ୟରେ ବହୁତ ସଫଳତା ପ୍ରଦାନ କରିଛି | ନୟାଗଡ଼ ଜିଲ୍ଲା ର ପୁରପଲ୍ଲୀର ଜନସାଧାରଣ ଙ୍କ ଅସୁବିଧା ଗୁଡିକୁ ଖୁବ ସୁନ୍ଦର ଏବଂ ନିଚ୍ଛକ ଖବର ମାଧ୍ୟମରେ ପ୍ରଶାସନ ପାଖରେ ପହଞ୍ଚାଇ ଫାଉଣ୍ଡର ଶ୍ରୀଯୁକ୍ତ ଦାଶ ଏବେ ବେଶ ପ୍ରଶଂସିତ | 
ଇତ୍ୟାବଶର ରେ. ମଣିଭଦ୍ରା ଖବର ର ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଗଣିଆ ବଜାର ସ୍ଥିତ ଶ୍ରୀ ରଘୁନାଥ ଙ୍କ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା, ଗଣିଆ ବ୍ଳକ ଅଧ୍ୟକ୍ଷ ଶ୍ରୀଯୁକ୍ତ ସେସଦେବ ସ୍ୱାଇଁ, କନ୍ଧମାଳ ସାଂସଦଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ସଦାଶିବ ମିଶ୍ର, ନିର୍ଦେଶକ ତଥା ପ୍ରତିଷ୍ଠିତ କଳାକାର ରାଜ ନାରାୟଣ ପଣ୍ଡା, ପ୍ରାର୍ଥନା ଏବଂ ତରଙ୍ଗ ଚାନେଲ ର ନାୟିକା ଗାୟତ୍ରୀ ସାହୁ ପ୍ରମୁଖ ଯୋଗଦେଇଥିଲେ |  ଉକ୍ତ କାର୍ଯ୍ୟକ୍ରମ ର ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟ ଶ୍ରେଷ୍ଠ କଳାକାର ସଚି ନାରାୟଣ ପଣ୍ଡା, ଶିକ୍ଷାବିତ ତଥା କଳାକାର ଗିରିଶ କୁମାର ମିଶ୍ର, ଗଣିଆ ସରପଞ୍ଚ  ସସ୍ମିତା ଲେଙ୍କା ପ୍ରମୁଖ ସମାପନ କରିଥିଲେ | ଉକ୍ତ ମଞ୍ଚ ରେ ସମସ୍ତ ଅତିଥି ମାନଙ୍କୁ ଗଣିଆ ପ୍ରେସ କ୍ଳବ ର ସଦସ୍ୟ ମାନେ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ | ଗଣିଆ ଅଂଚଳ ବିଭିନ୍ନ କଳାକାର ମାନଂକୁ ମଣିଭଦ୍ରା ଖବର ପରିବାର ତରଫରୁ ସମସ୍ତ ଅତିଥି ମାନେ ଉପଢକନ ଦେଇ ମଞ୍ଚ ରେ ସମ୍ବର୍ଦ୍ଧିତ କରିଥିଲେ | ସୂଚନାଥାଉକି ଉକ୍ତ ମଞ୍ଚ ରେ ମଣିଭଦ୍ରା ଡ୍ୟାନ୍ସ ରିୟାଲିଟି ସୋ ର ଫାଇନାଲ ରାଉଣ୍ଡ କାର୍ଯ୍ୟ ଶେଷ ହୋଇଥିଲା ଏବଂ ଉଭୟ ଜୁନିଅର ଏବଂ ସିନିଅର ଗ୍ରୁପ ର ବିଜେତା ଙ୍କୁ ଅଧ୍ୟକ୍ଷ ଏବଂ ବିଧାୟକ ଟ୍ରଫି ପ୍ରଦାନ କରିଥିଲେ | ମଣିଭଦ୍ରା ଖବର ଚ୍ୟାନେଲ ର ଟ୍ୟାଗ ଲାଇନ 'ସମ୍ପର୍କ ଜନତାର' କୁ ବିଧାୟକ ଖୁବ ପ୍ରଶଂସା କରିଥିଲେ | ମଣିଭଦ୍ରା ନାମ କରଣ କୁ ନେଇ ଅଧ୍ୟକ୍ଷ ମହୋଦୟ ଫାଉଣ୍ଡର ଦେବୀ ପ୍ରସାଦ ଙ୍କୁ ଧନ୍ୟବାଦଦେବା 

ସହିତ ଉତ୍ସାହିତ କରିଥିଲେ | ନିଚ୍ଛକ ଏବଂ ସତ୍ୟ ଖବର ସହିତ ବିଭିନ୍ନ ଲୁକାୟିତ ଲୋକକଳା ତଥା କଳାକାର ମାନଂକୁ ସର୍ବ ସାଧାରଣରେ ପ୍ରସାରଣ ବଳବତ୍ତର ରଖିଲେ  ଆଗମୀଦିନରେ ଏହି ମଣିଭଦ୍ରା ଖବର ସାରା ଦେଶ ରେ ବେଶ ଖ୍ୟାତି ଲାଭ କରି ପାରିବ ବୋଲି ଶ୍ରୀଯୁକ୍ତ ସ୍ୱାଇଁ ଦେବୀ ପ୍ରସାଦ ଙ୍କୁ ଉପଦେଶ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା ନିଜେ ଦେବୀପ୍ରସାଦ କରିଥିବା ବେଳେ ଗଣିଆ ପ୍ରେସ କ୍ଳବ ସମ୍ପାଦକ ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ |


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like