-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
19-Sep-2021
ଭୁବନେଶ୍ୱର (ପ୍ରେରଣା ଖବର ): ପାଣିପାଗ ବିଭାଗର ପୂର୍ବାନୁମାନ lଆଗାମୀ ୩ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ ଜିଲ୍ଲାରେ ବର୍ଷା ସମ୍ଭାବନା l ୧୫ ଜିଲ୍ଲା-ଅନୁଗୁଳ, କଟକ, ଢେଙ୍କାନାଳ, ନୟାଗଡ଼, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଯାଜପୁର, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ସମ୍ବଲପୁର, ମୟୂରଭଞ୍ଜ, ଦେବଗଡ଼ ଓ କେନ୍ଦୁଝରରେ ବର୍ଷା ସମ୍ଭାବନା