-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
03-Sep-2021
ଭୁବନେଶ୍ବର(ଶୁଭାଶିଷ ନାୟକ) :ଯେତେବେଳ ସଂକ୍ରମଣ ପିକ ଥିଲା ସେ ସମୟରେ ରେ ମୃତ୍ୟୁ ର ରିପୋର୍ଟ ଠିକ ଭାବରେ ଦିଆଯାଇପାରୁନଥିଲା.... ଏବେ ପାଖା ପାଖି ଅଡିଟ ସାରିଛି... ବର୍ତମାନ ଯାହା ହେଉଛି ସେହି ତଥ୍ୟ ଦିଆଯାଉଛି... ଅଡିଟ ହେଉଛି ଏକ କଣ୍ଟିନିୟୁ ପ୍ରୋସେସ
ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି ବର୍ତ୍ତ ମାନ ରୋଗୀ ଅଛନ୍ତି ମୃତ୍ୟୁ ବି ହୋଇପାରେ, ଯାହା ଆଗକୁ ହେବ ତାହା ତଥ୍ୟ ଦିଆଯିବ.... କିନ୍ତୁ ମୃତ୍ୟୁ ସଂଖ୍ୟା ଓଡିଶା ପାଇଁ ଆଶ୍ୱସ୍ତି l ଶିଶୁ ସଂକ୍ରମଣ କୁ ନେଇ ଆମେ ଯେଉଁଥିରେ ସଚେତନ ହେବା କଥା ତାହାକୁ ନେଇ ସଚେତନ ହେଲେ ଅମର ପଯେଟିଭ ସଂଖ୍ୟା କମିବ...ହସ୍ପିଟାଲ ରେଟ ଡେଥ୍ ରେଟ ଦେଖିଲେ ଜଣା ପଡ଼ୁଛି। ମୃତ୍ୟୁ ହାରକୁ ମଝିରେ ବିଶ୍ଳେଷଣ କରିବା କଥା ନୁହଁ। ମହାମାରୀର ଲହର ନୁହେଁ ସର୍ଜ ଥାଏ। ଟୀକାକରଣ ସହ ସେରୋ ସର୍ବେ ଚାଲିଛି ତେଣୁ ଅପେକ୍ଷା କରିବା ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀ ମହାପାତ୍ର କହିଛନ୍ତି l