-+91-9937148622 |

prerana_bgr@rediffmail.com |

  Friday 19th June 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା    (19-Jun-2026)       ||      ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   (19-Jun-2026)       ||      ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ    (19-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||      ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   (18-Jun-2026)       ||      ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   (18-Jun-2026)       ||      ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ    (18-Jun-2026)       ||      ଆବର୍ଜନା ଉଠାଇଲେ ଏନଏସି ଅଧ୍ୟକ୍ଷ, କାଉନସିଲର ଓ ଯୁବ ଗୋଷ୍ଠୀ, ସଫେଇ କର୍ମଚାରୀଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ନାକେଦମ୍ ପୁଲିସ, ଦୁଇ ଘଣ୍ଟା ତୁଷୁରା - ବଲାଙ୍ଗୀର ରାସ୍ତା ଅବରୋଧ   (18-Jun-2026)       ||      ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଏବଂ ସଫଳତା ସମ୍ପର୍କରେ ଉପସ୍ଥାପନ କଲେ ମନ୍ତ୍ରୀ    (18-Jun-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଇବର୍ ଆଇନ ସମ୍ପର୍କିତ ଆଲୋଚନାଚକ୍ର ୨୧ ରେ    (18-Jun-2026)       ||      ବ୍ରାହ୍ମଣୀ ଗ୍ରାମରେ ମାଇକ୍ରୋ ଟୁରିଜିମ୍‌ ପ୍ରକଳ୍ପର ପରିଦର୍ଶନ କଲେ ପ୍ରଶାସନିକ ଦଳ    (18-Jun-2026)       ||      ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ   (18-Jun-2026)       ||      ଶିଶୁ ମଙ୍ଗଳ କମିଟି କୋର୍ଟ କ୍ୟାମ୍ପ: ବ୍ଲକ ସ୍ତରୀୟ ପିତୃ-ମାତୃହୀନ ଶିଶୁଙ୍କ ଉପସ୍ଥାପନା ଓ ପରାମର୍ଶ ଶିବିର   (18-Jun-2026)       ||      ମା ଜାଗୁଳାଇ ରାମଲୀଳା ସମିତି ପକ୍ଷରୁ ଦୁଇଦିନିଆ ରାମଲୀଳା ଉତ୍ସବ    (18-Jun-2026)       ||      ଆଗଲପୁର ବ୍ଲକ୍ ରେ ବିକାଶ ର ଧାରା ଓଡ଼ିଶା ସାରା କାର୍ଯକ୍ରମ   (17-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ଦିବସ, ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା ସମ୍ପନ୍ନ   (17-Jun-2026)       ||     

HOME   ରାଜ୍ୟ

ଗୋ ଶ୍ରଦ୍ଧା ଗୃହ ଠାରେ ଗୋ ପୂଜନ ଓ ରକ୍ଷା ବନ୍ଧନ କଲେ ପ୍ରମୁଖ ସ୍ବେଛାସେବୀ ସଂଗଠନ: ଅନ୍ୟ ଜ଼ିଲ୍ଲା ପାଇଁ ମାର୍ଗଦର୍ଶକ ସାଜିଲା ସୁବର୍ଣ୍ଣପୁର ପ୍ରଶାସନ

23-Aug-2021



ସୋନପୁର (ମନୋରଞ୍ଜନ ତ୍ରିପାଠୀ) : ସାଧାରଣତଃ ଲୋକେ ଗୋ ଶାଳା, କାଞ୍ଜି ହାଉସ ବା ଗୋରୁ କେୟାର ସେଣ୍ଟର କୁ ଏକ ବନ୍ଦୀ ଶାଳା ବୋଲି ଭାବନ୍ତି l ଅନେକ ସମାଲୋଚନା ବି କରନ୍ତି l କିଛି ଭଲ କାମ କରି  ଲୋକଙ୍କ ସେ ଧାରଣା କୁ କିନ୍ତୁ ଭୁଲ ପ୍ରମାଣିତ କରିଛନ୍ତି ସୁବର୍ଣ୍ଣପୁର ପ୍ରଶାସନ ଓ ସୋନପୁର,  ବୌଦ୍ଧ  ଜ଼ିଲ୍ଲା ର  କିଛି ପ୍ରମୁଖ ସ୍ବେଛାସେବୀ ସଂଗଠନ l ଏବଂ ଗତ କାଲି  ପବିତ୍ର ଗମ୍ଭl ପୁର୍ଣିମା  ରକ୍ଷା ବନ୍ଧନ ଦିବସ ରେ  

ସୁବର୍ଣ୍ଣପୁର ପୌର  ପ୍ରଶାସନ ର କୋଲ ପଡାସ୍ଥିତ  କାଞ୍ଜି ହାଉସ କୁ ପହଞ୍ଚି ଗୋରୁ ଙ୍କୁ ଶ୍ରଦ୍ଧା ର ସହ  ମୁଣ୍ଡ ରେ ସିନ୍ଦୁର, ସିଂଘ ରେ ରାଖୀ, ଲଗାଇ ଧୂପ ଦୀପ ପ୍ରଜ୍ବଳନ କରି ଗୋ ପୂଜା କରିଛନ୍ତି  l ଏବଂ ଏଠାରେ ରଖା ଯାଇଥିବା ବୁଲା ଗାଈ ଗୋରୁ ଙ୍କୁ ଫଳ ମୁଳ ପନି ପରିବା, ମିଷ୍ଟାନ୍ନ,  ଆଦି ସୁସ୍ୱାଦୁ ଗୋ ଖାଦ୍ୟ ଅର୍ପଣ କରିଛନ୍ତି  l ଗୋ ଶ୍ରଦ୍ଧା, ସେବା  ଓ  ପୂଜନ ରେ ସେବା ଯୋଗାଉଥିବା  ଲୋକଙ୍କ ଖୁବ ସୁଖ ଶାନ୍ତି ଓ  ସମୃଦ୍ଧି ହୋଇଥାଏ ଓ  ଆମ ହିନ୍ଦୁ ଧର୍ମ ରେ ଏହା  ଦୃଢ଼ ବିଶ୍ୱାସ ରହିଛି ବୋଲି ଉକ୍ତ  ସ୍ବେଛାସେବୀ ମାନେ ମତ ରଖି ଏଇ ମହତ  କାର୍ଯ୍ୟକ୍ରମ ମାଧ୍ୟମରେ  ସହର ବାସୀ ଙ୍କୁ ସଚେତନତା ବାର୍ତ୍ତା ପହଞ୍ଚାଇଛନ୍ତି l ଓ ଏଠାରେ  ଗୋ  ସେବା କାର୍ଯ୍ୟ ରେ ସହଯୋଗ କରିବାକୁ ପ୍ରଶାସନ କୁ ଦୃଢ଼ ପ୍ରତିଶୃତି ଦେଇଛନ୍ତି l ଆଉ ସୁବର୍ଣ୍ଣପୁର ନୂତନ  ଜ଼ିଲ୍ଲାପାଳ ଙ୍କ ସମେତ ଜ଼ିଲ୍ଲା ପ୍ରଶାସନ,  ପୌର ପ୍ରଶାସନ, ଓ ପୋଲିସ ପ୍ରଶାସନ ର ଲୋକଙ୍କ ସୁରକ୍ଷା ଜୀବନ ରକ୍ଷା ଓ ଦୁର୍ଘଟଣା ମୁକ୍ତ ସହର ଗଢିବାର ଏଭଳି  ଅଭିନଵ ପ୍ରୟାସ କୁ ଦୃଢ଼ ସମର୍ଥନ ଜଣାଇ ସହର ର  ସ୍ବେଛାସେବୀ ଓ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି l ସୁବର୍ଣ୍ଣପୁର ଜ଼ିଲ୍ଲା ର ଏଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ ପରେ ପାଖ ପଡୋଶୀ ଜ଼ିଲ୍ଲା ର ସ୍ବେଛାସେବୀ ଓ ବୁଦ୍ଧିଜୀବୀ ସେଠିକାର ପ୍ରଶାସନ କୁ ଏଇ ଗୋ ଶ୍ରଦ୍ଧା ଗୃହ  ଯୋଜନା ର ପ୍ରସ୍ତାବ ଓ ଦାବି ଜଣାଇଛନ୍ତି l ଆଉ ସ୍ବେଛାସେବୀ ଓ ସହର ବାସୀ ଙ୍କ  ଏ  ଅଭିଯାନ ରେ ପୂର୍ଣ୍ଣ ସହଯୋଗ ରହିଲେ ଓ  ମିଶନ ସଫଳ ହେଲେ ନିଶ୍ଚିତ ଭାବେ ଅନ୍ୟ ଜ଼ିଲ୍ଲା ମାନଙ୍କ ପାଇଁ ମାର୍ଗଦର୍ଶକ ସାଜିବ ସୁବର୍ଣ୍ଣପୁର ଜ଼ିଲ୍ଲା l  ସ୍ୱଚ୍ଛ ଭାରତ ସଂଗଠନ  ର ଇନ୍ଦୁମତି ପୁରୋହିତ, ରକ୍ତ ଦାତା ସଂଘ ର ମନୋଜ ପଣ୍ଡା, ଆର ଏସ ଏସ ର ମଙ୍ଗୁରାମ ସେଠୀ, ରାଜେଶ ସିଂହ,  ବିଶ୍ୱ ହିନ୍ଦୁ ପରିଷଦ ର ଦିଲ୍ଲୀପ ପାଢୀ, ଗୋ ସୁରକ୍ଷା ସମିତି ର ପ୍ରଦୀପ କଂସାରୀ ଓ ବୌଦ୍ଧ ଜ଼ିଲ୍ଲା ମାରୁତି ସେନା ର ମହାଦେବ କଲତା ପ୍ରମୁଖ ଙ୍କ ନେତୃତ୍ୱ ରେ  ସଂଗୀତl ନାଏକ, କାଁହୁ ସାହୁ, ଦେବ ରଞ୍ଜନ ତ୍ରିପାଠୀ ଙ୍କ ସମେତ ବିଭିନ୍ନ ସଂଗଠନ ର  ତିରିଶ ରୁ ଉର୍ଦ୍ଧ୍ୱ ସକ୍ରିୟ  ସଦସ୍ୟ ଗତ କାଲି ଏ ମହତ  କାର୍ଯ୍ୟକ୍ରମ ରେ ସାମିଲ ଥିଲେ l ପୌର ପ୍ରଶାସନ ଅଧିକାରୀ ଶ୍ରୀ ଶୁଭ୍ରାଂଶୁ ରୁଟ  ଏ କାର୍ଯ୍ୟକ୍ରମ କୁ ସୁ ପରିଚାଳନା ପାଇଁ ସ୍ବେଛାସେବୀ ଙ୍କୁ ଫୋନ 

ଯୋଗେ  ଅନୁରୋଧ କରିଥିବା ବେଳେ ସୂଚନା ଅଧିକାରୀ ଶିବ ପ୍ରସାଦ ସାହୁ ଓ ନୋଡାଲ ଅଫିସର ଅଜିତ ନାଏକ, ସ୍ୱଚ୍ଛ ସାଥି ହରି ଚୌଧୁରୀ ଏ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଗତ କାଲି ରକ୍ଷା ବନ୍ଧନ ଲାଗି ଏ  ଅଭିଯାନ କୁ ସ୍ଥଗିତ ରଖା ଯାଇଥିବା ବେଳେ ଗତ   ଶନିବାର ଦିନ ସନ୍ଧ୍ୟା ରେ ସହର ଓ ପାଖ ଗାଁ ର କିଛି ସ୍ବେଛାସେବୀ ଙ୍କ ଦ୍ୱାରା 50 ରୁ ଉର୍ଦ୍ଧ୍ୱ ବୁଲା  ଗାଈ ଗୋରୁ ଙ୍କୁ ଆଣି କାଞ୍ଜି ହାଉସ ରେ ଭର୍ତ୍ତି କରାଯାଇଥିବା, ଓ ଏହା  ଏକ ବଡ଼ ସଫଳତା ମିଳିଥିବା ସୂଚନା ମିଳିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା   19-Jun-2026
  ଅପରାଧ  
ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   19-Jun-2026
  ଜିଲ୍ଲା  
ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ   19-Jun-2026
  ଜିଲ୍ଲା  
ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ   18-Jun-2026
  ଜିଲ୍ଲା  
ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   18-Jun-2026
  ଜିଲ୍ଲା  
ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   18-Jun-2026
  ଜିଲ୍ଲା  
*ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   18-Jun-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   18-Jun-2026
  ଜିଲ୍ଲା  
ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   18-Jun-2026
  ଜିଲ୍ଲା  
ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   18-Jun-2026
  ଜିଲ୍ଲା  
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ   18-Jun-2026
  ଜିଲ୍ଲା  
ଆବର୍ଜନା ଉଠାଇଲେ ଏନଏସି ଅଧ୍ୟକ୍ଷ, କାଉନସିଲର ଓ ଯୁବ ଗୋଷ୍ଠୀ, ସଫେଇ କର୍ମଚାରୀଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ନାକେଦମ୍ ପୁଲିସ, ଦୁଇ ଘଣ୍ଟା ତୁଷୁରା - ବଲାଙ୍ଗୀର ରାସ୍ତା ଅବରୋଧ   18-Jun-2026

You Might Also Like