-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
23-Aug-2021
କଣ୍ଟାବାଞ୍ଜି(ଆନନ୍ଦ କୁମାର ମୋଟେ) : : ଭିଜିଲାନ୍ସ ଜାଲରେ ମୁରିବାହାଲ ଏବିଇଓ ଦେବରାଜ ଦାସ। l ଚାଉଳଫୁଗୁଡା ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ପ୍ରଧାନ ଶିକ୍ଷକ ବୈଧୂର୍ତ ସାହୁଙ୍କ ଠାରୁ ୫ ହଜାର ଲାଞ୍ଚ ନେଇଥି ବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ଏକ ପୁରୁଣା କେଶ କୁ ରଫାଦଫା କରିବାକୁ ଶ୍ରୀ ଦାସ ମାଗିଥିଲେ ଲାଞ୍ଚ ଓ ଏହାର ସୁଯୋଗ ନେଇ ଭିଜିଲାନ୍ସ ଟିମ୍ ଦେବରାଜ ଙ୍କୁ ଗିରଫ କରି ଥିଲେ l।