-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
05-Aug-2021
ଖଲ୍ଲିକୋଟ(ଉମା ମହାରଣା) : ବର୍ତ୍ତମାନ କିଛି ସମୟ ପୂର୍ବେ ଗଂଜାମ ଜିଲ୍ଲା ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ତାଙ୍କ ପାଟଣା ସାହି ସ୍ଥିତ ବାସଗୃହ ରେ କେତେକ ଦୃବୃତ୍ତ ପଶି ବ୍ୟାପକ ଭଙ୍ଗାରୁଜା କରିବା ବେଳେ ସେଠାରେ ଉପସ୍ଥିତ ଥିବା ଲୋକେ ପ୍ରତିରୋଧ କରିବାରୁ ଦୃବୃତ୍ତ ମାନେ ଦୁଇଟି ବୋମା ମାଡ଼ କରିଥିବା ସୂଚନା ମିଳିଛି।ଏହା ଫଳରେ ଦୁଇଜଣ ଆହତ ହୋଇଥିବା ବେଳେ ଦୁଇଟି ଦୁଇ ଚକିଆ ଯାନ ଓ ଘରର କବାଟ ଝରକା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।