-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
05-Aug-2021
ଉୁଲୁଣ୍ଡା(ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଅଂଚଳରେ କିଛି ଦିନ ହେବ ହାତୀ ଉପଦ୍ରବ ଦେଖାଦେଇଛି । ଫଳରେ ଅଂଚଲବାସୀ ଆତଙ୍କିତ ଅବସସ୍ଥାରେ ରହିୁଥିବା ବେଳେ ହାତୀ ପଲ ଫସଲ ନଷ୍ଟ କରୁଛନ୍ତି । ଗତକାଲି ବ୍ଲକର କୋଟସମଲାଇ ଅଂଚଲରେ ହାତୀ ପଲ ପସି ବହୁ ଚାଷୀଙ୍କ ଫସଲ ଦଲି ଚକଟି ନଷ୍ଟ କରିଦେଇଥିବା ଜଣାପଡିଛି । ଚଲିତ ବର୍ଷ ଚାଷ କାର୍ଯ୍ୟ ଆରମ୍ଭରୁ ହାତୀ ଉପଦ୍ରବ ଦେଖାଦେବାରୁ ଚାଷି ମାନେ ଚିନ୍ତାରେ ପଡିଛନ୍ତି । ଯଥାଶିଘ୍ର ବନବିଭାଗ ହାତୀ ପଳକୁ ଘଉଡାଇବାକୁ ଦାବି ହେଉଛି ।