-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
30-Oct-2020
ରାଉରକେଲା(ପ୍ରେରଣା ଖବର)- ରାଉରକେଲା ସହରରେ ପୁଣି ଜିଏସଟି ଠକେଇର ପର୍ଦ୍ଦାଫାଶ। ସହରର ବାଲୁଘାଟ ବସ୍ତିର ୪ ଜଣ ଗରିବ ଲୋକ ଜିଏସଟି ଠକେଇର ଶିକାର। ଚା ଦୋକାନୀ, ଶ୍ରମିକ, ଅଟୋ ଡ୍ରାଇଭର ଠକେଇର ଶିକାର। କୋଟି କୋଟି ଟଙ୍କାର ଜିଏସଟି ଠକେଇ ହୋଇଛି। ଦୁଇଜଣ ଠକ ଏହିପରି ଶହେରୁ ଅଧିକ ଗରିବ ଲୋକଙ୍କୁ ଠକିଥିବା ଅଭିଯୋଗ। କାଳିମନ୍ଦିର ବସ୍ତିରେ ଗୋଟିଏ ପରିବାରର ୧୫ ଜଣ ଠକେଇର ଶିକାର। ଜିଏସଟି ବିଭାଗ ପକ୍ଷରୁ ତଦନ୍ତ ଜାରି। ଦୁଇ ଜଣ ଜିଏସଟି ଠକ ଫେରାର । ଦୁଇ ଠକ ଙ୍କୁ ଗିରଫ କରିଵା ପାଇଁ ଜିଏସଟି ବିଭାଗ ପକ୍ଷରୁ ଉଦ୍ୟମ ଜାରି।