-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
30-Oct-2020
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଙ୍କୁଲେଇ ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରୁ ଏକ ବିରଳ ମାଛ ଉଦ୍ଧାର । ପାଣିଘରା ଗ୍ରାମର ମତ୍ସ୍ୟଜୀବୀମାନେ ଗୁରୁବାର ଦିନ ପ୍ରାୟ ୧ କେଜି ଓଜନର ଏକ ବିରଳ ମାଛ ଧରିଛନ୍ତି । ମାଛଟିର ଦେହ କୁମ୍ଭୀର ଭଳି ଦିଶୁଥିବା ବେଳେ ତଳପଟେ ମୁହଁ ରହିଛି!!
ପ୍ରେରଣା ର ୱେବ୍ ଭିଡିଓରେ ଦେଖନ୍ତୁ ଏହାର ଜୀବନ୍ତ ଚିତ୍ର