-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜୀବନଶୈଳୀ

ଆଜି ମନେ ପଡନ୍ତିସ୍ବାମୀ ଦୟାନନ୍ଦ ସରସ୍ବତୀ

30-Oct-2020



ସ୍ବାମୀ ଦୟାନନ୍ଦ ସରସ୍ବତୀ(ଜନ୍ମ: ୧୨ ଫେବ୍ରୁଆରି ୧୮୨୪; ମୃତ୍ୟୁ: ୩୦ ଅକ୍‌ଟୋବର୍‌ ୧୮୮୩) ଥିଲେ ହିନ୍ଦୁ ଦାର୍ଶନିକ ଓ ସମାଜ-ସଂସ୍କାରକ। ସେ ‘ଆର୍ଯ୍ୟ ସମାଜ’ ପ୍ରତିଷ୍ଠା କରିଥିଲେ। ୧୮୭୬ରେ ସେ ହିଁ ପ୍ରଥମ ଥର ପାଇଁ ‘ସ୍ବରାଜ’ ଡାକରା ଦେଇଥିଲେ, ଯାହାକୁ ପରେ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ଗ୍ରହଣ କରିଥିଲେ। ଦୟାନନ୍ଦଙ୍କ ସମୟରେ ଧର୍ମ ନାମରେ ଯାବତୀୟ ଅନ୍ଧ-ବିଶ୍ବାସ ଓ କୁ-ସଂସ୍କାର ପ୍ରଚଳିତ ଥିଲା। ଏହା ବିରୋଧରେ ଯାଇ ସେ ପ୍ରଥମେ ପ୍ରତିମା-ପୂଜନ ଓ ଅନ୍ୟ ପାରଂପରିକ ପୂଜା ପଦ୍ଧତି ତ୍ୟାଗ କରିଥିଲେ। ‌ବୈଦିକ ଆଦର୍ଶର ପୁନରୁଦ୍ଧାର ପାଇଁ ଉଦ୍ୟମ କରିଥିଲେ। ପରବର୍ତ୍ତୀ କାଳରେ ମାଡମ୍‌ ଭିଖାଜୀ କାମା, ପଣ୍ଡିତ ଲେଖ ରାମ, ସ୍ବାମୀ ଶ୍ରଦ୍ଧାନନ୍ଦ, ପଣ୍ଡିତ ଗୁରୁ ଦତ୍ତ ବିଦ୍ୟାର୍ଥୀ, ଶ୍ୟାମଜୀ କୃଷ୍ଣ ବର୍ମା, ଭଗତ ସିଂହ, ଲାଲା ହରଦୟଲ, ରାମ ପ୍ରସାଦ ବିସ୍‌ମିଲ, ମହାଦେୱ ଗୋବିନ୍ଦ ରାନାଡ଼େ, ମଦନ ଲାଲ ଢୀଂଗଡ଼ା ପ୍ରମୁଖ ତାଙ୍କ ଆଦର୍ଶ ଓ ଚିନ୍ତାଧାରା ଦ୍ବାରା ପ୍ରଭାବିତ ହୋଇଥିଲେ। ସର୍ବପଲ୍ଲୀ ରାଧାକୃଷ୍ଣନ, ତାଙ୍କୁ ‘ଆଧୁନିକ ଭାରତର ନିର୍ମାତା’ ଭାବେ ଆଖ୍ୟାୟିତ କରିଥିଲେ। ସ୍ବାମୀ ଦୟାନନ୍ଦ ଥିଲେ ଅଖଣ୍ତ ବ୍ରହ୍ମଚାରୀ। ତାଙ୍କ ମୂଳ ନାମ ଥିଲା- ମୂଳ ଶ˚କର ତିୱାରୀ। କାଠିୟାୱାଡ଼ ଅନ୍ତର୍ଗତ ଟ˚କାରାରେ ସେ ଜନ୍ମ ହୋଇଥିଲେ। ତାଙ୍କ ଗୁରୁ ଥିଲେ ବିରଜାନନ୍ଦ। ସ୍ବାମୀ ଦୟାନନ୍ଦଙ୍କ ଦର୍ଶନ ବେଦ, ଗୀତା ଆଦି ଉପରେ ଆଧାରିତ। ସେ ପୁନର୍ଜନ୍ମରେ ବିଶ୍ବାସ କରୁଥିଲେ। ସମସ୍ତଙ୍କ ପାଇଁ ଶିକ୍ଷା ବା ଶିକ୍ଷା ଅଧିକାରକୁ ଆଜୀବନ ପ୍ରାଧାନ୍ୟ ଦେଇଥିଲେ। ନାରୀ ଅଧିକାର ପାଇଁ ମଧ୍ୟ ଆନ୍ଦୋଳନ କରିଥିଲେ। ଧର୍ମୀୟ ସ˚ସ୍କାର ପାଇଁ ଉଦ୍ୟମ କରି ସେ ଅନେକଙ୍କ ବିଷ-ଦୃଷ୍ଟିରେ ପଡ଼ିଥିଲେ। ତାଙ୍କୁ ହତ୍ୟା କରିବା ପାଇଁ ବାରମ୍ବାର ଉଦ୍ୟମ ହୋଇଥିଲା। ୧୮୮୩ରେ ସେ ଜୋଧପୁରର ମହାରାଜା ଦ୍ବିତୀୟ ଜସୱଂତ ସି˚ହଙ୍କ ଅତିଥି ହୋଇଥିଲେ। ମହାରାଜା, ତାଙ୍କ ଆଦର୍ଶ ଦ୍ବାରା ପ୍ରଭାବିତ ଥିଲେ। ଦିନେ ମହାରାଜାଙ୍କୁ ରାଜ-ବେଶ୍ୟା ନହ୍ନୀ ଜାନ ସହ ଆବିଷ୍କାର କରି, ଅନୈତିକ ମାର୍ଗ ପରିହାର କରିବା ପାଇଁ ସ୍ବାମୀ ଉପଦେଶ ଦେଇଥିଲେ। ମହାରାଜା, ତାଙ୍କ ଉପଦେଶ ଗ୍ରହଣ କରିଥିଲେ। ତେବେ, ନହ୍ନୀ ଅପମାନିତ ବୋଧ କରିଥିଲା। ପାଚକ ଜଗନ୍ନାଥକୁ ବଶୀଭୂତ କରି, ସ୍ବାମୀ ଦୟାନନ୍ଦଙ୍କର ରାତ୍ରିକାଳୀନ ଦୁଗ୍‌ଧରେ କାଚ ଗୁଣ୍ତ ମିଶାଇବା ପାଇଁ ପ୍ରବର୍ତ୍ତାଇବାରେ ସେ ସଫଳ ହୋଇଥିଲା। ସେହି ଦୁଗ୍‌ଧ ପାନକରି ସ୍ବାମୀ ଦୟାନନ୍ଦ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପ୍ରଥମେ ମାଉଣ୍ଟ୍‌ ଆବୁ ଏବ˚ ତାହା ପରେ ଅଜମେରରେ ତାଙ୍କର ଚିକିତ୍ସା କରାଯାଇଥିଲା। ତେବେ, କୌଣସି ସୁଫଳ ମିଳି ନ ଥିଲା ଏବ˚ କାଚ-ମିଶ୍ରତ ଦୁଗ୍‌ଧ ପାନ କରିବାର ମାସକ ପରେ ତାଙ୍କର ପରଲୋକ ହୋଇଯାଇଥିଲା।*


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ