-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
14-Jun-2021
ଡୁଙ୍ଗୁରିପାଲ(ତୁଳସୀ ପ୍ରସାଦ ଦାସ)-ଏହି ବ୍ଲକର ବାଙ୍କିପାଲି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କରୋନା ଟିକା କରଣ ଆରମ୍ଭ ହୋଇଯାଇଛି । ଏହି ଅବସରର ସରପଞ୍ଚ ପ୍ରକାସ ଚନ୍ଦ୍ର ସାହୁ ଯୋଗ ଦେଇ ଟିକା କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ । ଏହି କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି୍ୁ ଟିକା କରଣ କରାଯାଇଥିଲା ।ଏଥିରେ ୧୧୦ଜଣକୁ ଟିକା ପ୍ରଦାନ କରାଯାଇଥିଲା । ଡୁଙ୍ଗୁରିପାଲି ଡାକ୍ତଖାନାର ଏଏନଏମ ପ୍ରଭାସିନୀ ଦାସ, ସୁଜାତା ତରିଆ, ଡିଇଓ ଯୁଗଳ ବରିହା, ସୁପରଭାଇଜର ଶରତ କଅଁର, ଏଭିଡି ନିର୍ମଳା ଦାସ, ଏଏନଏମ ବାଙ୍କିପାଲି ପଞ୍ଚାୟତ ଶୁଶୀଳା ନାଏକ, ରାଜେଶ୍ୱରୀ ବାରିକ, ଦେବକୀ ମଲ୍ଲିକ, ଜିଆରଏସ ହରିବୋଲ ବିଭାଗର , ହାରାଧନ ବରିହା, ପିତାମ୍ବର ଶିକାପ୍ରମୁଖ ଉପସ୍ଥିତ ଥିଲେ ।