-+91-9937148622 |

prerana_bgr@rediffmail.com |

  Friday 31st July 2026 |

| | | |

R.N.I. Regd No. ODIODI/2010/46693

Breaking News

*ଗାନ୍ଧି ଷ୍ଟାଡିୟମ୍ ପାଇଁ ୨୫ କୋଟି ୭୫ ଲକ୍ଷ ଓ ଭୀମଭୋଇ ସମାଧିପୀଠ ଖଲିଆପାଲି ପାଇଁ ୩୪କୋଟି ଅର୍ଥ ମଞ୍ଜୁରୀ - ଜିଲ୍ଲାପାଳ ଙ୍କୁ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଶୁଭେଛା ସମ୍ୱର୍ଦ୍ଧନା ଜ୍ଞାପନ*-   (31-Jul-2026)       ||      ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା,,,,,,, .୩୫ ବର୍ଷ ୨ମାସର କାର୍ଯ୍ୟଧାରା .ନମ୍ରତା ଓ ସରଳତା ଥିଲା ମୂଳମନ୍ତ୍ର   (31-Jul-2026)       ||      ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ   (31-Jul-2026)       ||      ଲୋୟର ସୁକତେଲ ଡ୍ୟାମ୍‌ ଅଞ୍ଚଳରେ ୧୬୩ ଧାରା ଲାଗୁ: ପ୍ରବେଶ, ଗାଧୋଇବା ଓ ସେଲଫି ନେବା ଉପରେ କଟକଣା   (31-Jul-2026)       ||      *ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୩୩ ତମ ଜନ୍ମ ଲଗ୍ନ ଘୋଷଣା ମହା ସମାରୋହରେ ପାଳିତ*   (31-Jul-2026)       ||      ସ୍ଥାୟୀ ବିଇଓ ଅଭାବରେ ଟିଟିଲାଗଡ ବିଇଓ କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗ   (31-Jul-2026)       ||      ବରିଷ୍ଠ କଂଗ୍ରେସ ନେତାଙ୍କ ବନ୍ଯା ଅଞ୍ଚଳ ପରିଦର୍ଶନ   (31-Jul-2026)       ||      ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   (31-Jul-2026)       ||      *ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   (31-Jul-2026)       ||      ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                        (31-Jul-2026)       ||      ବରଗଡ଼ ଜିଲ୍ଲା ଲାୟନ୍ସ ଓ ଲିଓ କ୍ଳବ୍ ର ପ୍ରତିଷ୍ଠା ଦିବସ    (31-Jul-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଘର ବୁଡ଼ିଲା ନଦୀ କୁଳିଆ ଚାଷଜମି   (31-Jul-2026)       ||      ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (30-Jul-2026)       ||      କୁମିଆଁପାଲିରେ ବିସ୍ଥାପିତପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟଫାଇଣ୍ଡିଙ୍ଗ ଟିମ   (30-Jul-2026)       ||      କଣ୍ଡରା ଗ୍ରାମର ନଦୀ ଭିତରେ ଫସିଥିବା ଚାରି ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ   (30-Jul-2026)       ||      ବଲାଙ୍ଗିର ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ଶିବିର   (30-Jul-2026)       ||      ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ   (30-Jul-2026)       ||      ସୋନପୁର ପୈ।ର ପ୍ରଶାସନର ଜୋର ଜବରଦସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ର ଖୋଲାଖୋଲି ଉଲଂଘନ! ଗରିବ ଦୋକାନୀ ହନ୍ତସନ୍ତ   (30-Jul-2026)       ||      ଆମ ଗହଣରେ ଆଉନାହାନ୍ତି ପିପି ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ବାଙ୍କା ବିହାରୀ ପଣ୍ଡା    (30-Jul-2026)       ||      ଧର୍ମେନ୍ଦ୍ର ଙ୍କୁ ନେଇ ରୋହିତ ଙ୍କ ବୟାନ କୁ ନେଇ ବିଜେପି ର ପ୍ରତିକ୍ରିୟା *ରୋହିତ ଙ୍କ ବୟାନ "ସୈତାନ ର ବେଦ ପାଠ ଭଳି"* - ନାଉରୀ   (30-Jul-2026)       ||     

HOME   ଜିଲ୍ଲା

ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା,,,,,,, .୩୫ ବର୍ଷ ୨ମାସର କାର୍ଯ୍ୟଧାରା .ନମ୍ରତା ଓ ସରଳତା ଥିଲା ମୂଳମନ୍ତ୍ର

31-Jul-2026



ନୂଆପଡ଼ା (ରାମନାଥ ପଣ୍ଡା )
 ନୂଆପଡ଼ା ଜିଲ୍ଲା  ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋଡ଼େନର ଅର୍ଥନୀତି ପ୍ରାଧ୍ୟାପକ ତଥା ଅଧ୍ୟକ୍ଷ ଶ୍ରୀଯୁକ୍ତ ହେମନ୍ତ କୁମାର ମୁଣ୍ଡ ଯାହାଙ୍କ ପାଖରେ ଭରିରହିଛି ନମ୍ରତା, ନିଷ୍ଠା,ଶ୍ରଦ୍ଧା,ସରଳତା,ଅନୁଶାସନ, ସମୟାନୁବର୍ତ୍ତିତା,ନିରପେକ୍ଷ ବିଚାର, ସତ୍ୟବାଦିତା,ମିଷ୍ଟଭାଷୀ, ସଂଯମତା,ଧୈର୍ଯ୍ୟ,ଶିକ୍ଷା ଦାନରେ ସହଜ ସରଳ କୌଶଳ, ତାଙ୍କୁ ଆଜି ବିଦ୍ୟାଳୟର ସମସ୍ତ କର୍ମଚାରୀ ଉଛସିତ ତଥା ଭାବ ବିହ୍ବଳ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଏ ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ  ପ୍ରାଧ୍ୟାପକ ଗୟାଧର ମହାନ୍ତି ମଞ୍ଚ ସଂଯୋଜନା କରିଥିବା ବେଳେ ପ୍ରାଧ୍ୟାପକ ସାମୁଏଲ ଦାନି ଅଧ୍ୟକ୍ଷଙ୍କ ୩୫ ବର୍ଷ ୨ମାସର କାର୍ଯ୍ୟଧାରାକୁ ଅବିସ୍ମରଣୀୟ ବୋଲି ନିଜର ସୁନ୍ଦର୍ ଶବ୍ଦ ସଂଯୋଜନା ବଳରେ ପ୍ରକାଶ କରି  ଭାବ ବିହ୍ଵଳିତ ପରିବେଶକୁ ଆହୁରି ଭାବ ବିହ୍ୱଳ କରିଦେଇଥିଲେ ।

ଅଧ୍ୟାପକ ଅସରଫ୍ ଅଲ୍ଲୀ,ଉପେନ୍ଦ୍ର ବଞ୍ଜାରା,ଶଙ୍କର ମେହେର,ପରମେଶ୍ବର ପଣ୍ଡା,ଚନ୍ଦନ ସାହୁ,ସୁପ୍ରକାଶ ବାଗ,ସ୍ଵପ୍ନେଶ୍ୱର ବେହେରା,ଶୋମୁ ଦଣ୍ଡସେନା,ଯୁଗ୍ରାଫି ଡେମନଷ୍ଟ୍ରେଟର ମଦନ ମୋହନ ମୁଣ୍ଡ,ଅଧ୍ୟାପିକା ସନମତି ମହାନନ୍ଦ,ସୋନାଲି ନାଏକ,ଦିପାନ୍ତି ଧଙ୍ଗଡ଼ା ମାଝୀ,ଭୂମିଶୁତା ନାଗ,ଅପରିଚିତା ନାନସି,ଶିବାନୀ ପାଣିଗ୍ରାହୀ,ସ୍ବପ୍ନା ପ୍ରଧାନି, ଅଣ ଶୈକ୍ଷିକ କର୍ମଚାରୀ ପବିତ୍ର ସା, ପୁର ନାଗ,ମହେନ୍ଦ୍ର କୈବର୍ତ୍ତ,ଅଭିଷେକ ଗୁଆଲ,ଶିବା ଦଣ୍ଡସେନା, ଶିବାନୀ ମୁଣ୍ଡ,ରୁକ୍ମଣୀ ବଛାଙ୍କ ଭାବ ବିହ୍ୱଳ ବକ୍ତବ୍ୟ ସଭାକୁ ସ୍ତମ୍ଭିଭୂତ କରିଥିଲା । ଉପସ୍ଥିତ ସାମ୍ବାଦିକ ବନ୍ଧୁ ରାମନାଥ ପଣ୍ଡା,ବିଶିକେସନ୍ ପଣ୍ଡା,ଦିଲ୍ଲୀପ କୁମାର ପଣ୍ଡା,ଟିକେଶ୍ୱର ନାଗ,ବଂଶୀ ଧର ନାଗ,ଭୀଷ୍ମ ଦେବ ହେର୍ଣ୍ଣା ଓ ଲମ୍ବୋଦର ବାଗ ପ୍ରମୁଖ ଅଧ୍ୟକ୍ଷଙ୍କ ଦକ୍ଷତା ଓ କାର୍ଯ୍ୟ ଶୈଳୀ ପ୍ରତି ପ୍ରଶଂସା କରିବା ସହ ସୁଶାସକ ଭାବରେ ପରିଗଣିତ କରିଥିଲେ ତାଙ୍କର ମଣିଷ ପଣିଆ ଓ ଅମାୟିକ ଭାବ,ଛାତ୍ରବତ୍ସଳତା ଗୁଣ ତାଙ୍କୁ ସବୁଦିନ ସ୍ମରଣୀୟ କରି ରଖିବ ବୋଲି ମତ ବ୍ୟକ୍ତ କରିଥିଲେ ।ସମସ୍ତ କର୍ମଚାରୀ ଯଥା ଶକ୍ତି ଉପହାର ପ୍ରଦାନ ପୂର୍ବକ ଭୋଜନ ପରେ ଶୋଭାଯାତ୍ରାରେ ଅଧ୍ୟକ୍ଷ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସ୍ମିତା ମୁଣ୍ଡଙ୍କୁ ତାଙ୍କ ବାସ ଭବନ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଯାଇଥିଲେ ।ପ୍ରାଧ୍ୟାପକ ଗୟାଧର ମହାନ୍ତି ନୂତନ ଭାବରେ ଅଧ୍ୟକ୍ଷ ଦାୟୀତ୍ୱ ତୁଲାଇବାକୁ ସ୍ଵୀକୃତି ପ୍ରାପ୍ତ ହୋଇଥିବାରୁ ତାଙ୍କୁ  ସହଯୋଗ କରିବାକୁ ଶ୍ରୀଯୁକ୍ତ ମୁଣ୍ଡଙ୍କୁ ସମସ୍ତେ ଅନୁରୋଧ କରିଥିଲେ।ବିଦ୍ୟାଳୟର ସମସ୍ତ ଚାବି ନୂତନ ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା ।ନୂତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହାନ୍ତି ନିଜେ ସାରଥୀ ସାଜି ଗାଡ଼ି ଚଳାଇ ତାଙ୍କ ବାସ ଭବନ ପର୍ଯ୍ୟନ୍ତ ପହଞ୍ଚାଇବାଥିଲେ ।ସମସ୍ତେ ଶ୍ରୀଯୁକ୍ତ ମୁଣ୍ଡଙ୍କ ଅବସର ବୟସ ସୁଖ ଓ ଶାନ୍ତିରେ କଟିବାକୁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଗାନ୍ଧି ଷ୍ଟାଡିୟମ୍ ପାଇଁ ୨୫ କୋଟି ୭୫ ଲକ୍ଷ ଓ ଭୀମଭୋଇ ସମାଧିପୀଠ ଖଲିଆପାଲି ପାଇଁ ୩୪କୋଟି ଅର୍ଥ ମଞ୍ଜୁରୀ - ଜିଲ୍ଲାପାଳ ଙ୍କୁ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଶୁଭେଛା ସମ୍ୱର୍ଦ୍ଧନା ଜ୍ଞାପନ*-   31-Jul-2026
  ଜିଲ୍ଲା  
ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା,,,,,,, .୩୫ ବର୍ଷ ୨ମାସର କାର୍ଯ୍ୟଧାରା .ନମ୍ରତା ଓ ସରଳତା ଥିଲା ମୂଳମନ୍ତ୍ର   31-Jul-2026
  ଜିଲ୍ଲା  
ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ   31-Jul-2026
  ଜିଲ୍ଲା  
ଲୋୟର ସୁକତେଲ ଡ୍ୟାମ୍‌ ଅଞ୍ଚଳରେ ୧୬୩ ଧାରା ଲାଗୁ: ପ୍ରବେଶ, ଗାଧୋଇବା ଓ ସେଲଫି ନେବା ଉପରେ କଟକଣା   31-Jul-2026
  ଜିଲ୍ଲା  
*ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୩୩ ତମ ଜନ୍ମ ଲଗ୍ନ ଘୋଷଣା ମହା ସମାରୋହରେ ପାଳିତ*   31-Jul-2026
  ଜିଲ୍ଲା  
ସ୍ଥାୟୀ ବିଇଓ ଅଭାବରେ ଟିଟିଲାଗଡ ବିଇଓ କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗ   31-Jul-2026
  ଜିଲ୍ଲା  
ବରିଷ୍ଠ କଂଗ୍ରେସ ନେତାଙ୍କ ବନ୍ଯା ଅଞ୍ଚଳ ପରିଦର୍ଶନ   31-Jul-2026
  ଜିଲ୍ଲା  
ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   31-Jul-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   31-Jul-2026
  ଜିଲ୍ଲା  
ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                       31-Jul-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ଲାୟନ୍ସ ଓ ଲିଓ କ୍ଳବ୍ ର ପ୍ରତିଷ୍ଠା ଦିବସ   31-Jul-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଘର ବୁଡ଼ିଲା ନଦୀ କୁଳିଆ ଚାଷଜମି   31-Jul-2026

You Might Also Like