-+91-9937148622 |

prerana_bgr@rediffmail.com |

  Friday 31st July 2026 |

| | | |

R.N.I. Regd No. ODIODI/2010/46693

Breaking News

ବରିଷ୍ଠ କଂଗ୍ରେସ ନେତାଙ୍କ ବନ୍ଯା ଅଞ୍ଚଳ ପରିଦର୍ଶନ   (31-Jul-2026)       ||      ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   (31-Jul-2026)       ||      *ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   (31-Jul-2026)       ||      ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                        (31-Jul-2026)       ||      ବରଗଡ଼ ଜିଲ୍ଲା ଲାୟନ୍ସ ଓ ଲିଓ କ୍ଳବ୍ ର ପ୍ରତିଷ୍ଠା ଦିବସ    (31-Jul-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଘର ବୁଡ଼ିଲା ନଦୀ କୁଳିଆ ଚାଷଜମି   (31-Jul-2026)       ||      ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (30-Jul-2026)       ||      କୁମିଆଁପାଲିରେ ବିସ୍ଥାପିତପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟଫାଇଣ୍ଡିଙ୍ଗ ଟିମ   (30-Jul-2026)       ||      କଣ୍ଡରା ଗ୍ରାମର ନଦୀ ଭିତରେ ଫସିଥିବା ଚାରି ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ   (30-Jul-2026)       ||      ବଲାଙ୍ଗିର ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ଶିବିର   (30-Jul-2026)       ||      ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ   (30-Jul-2026)       ||      ସୋନପୁର ପୈ।ର ପ୍ରଶାସନର ଜୋର ଜବରଦସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ର ଖୋଲାଖୋଲି ଉଲଂଘନ! ଗରିବ ଦୋକାନୀ ହନ୍ତସନ୍ତ   (30-Jul-2026)       ||      ଆମ ଗହଣରେ ଆଉନାହାନ୍ତି ପିପି ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ବାଙ୍କା ବିହାରୀ ପଣ୍ଡା    (30-Jul-2026)       ||      ଧର୍ମେନ୍ଦ୍ର ଙ୍କୁ ନେଇ ରୋହିତ ଙ୍କ ବୟାନ କୁ ନେଇ ବିଜେପି ର ପ୍ରତିକ୍ରିୟା *ରୋହିତ ଙ୍କ ବୟାନ "ସୈତାନ ର ବେଦ ପାଠ ଭଳି"* - ନାଉରୀ   (30-Jul-2026)       ||      ରେଡକ୍ରସ ତାଲିମ ଶିବିରରେ ମେଗା ରକ୍ତଦାନ ଶିବିର, ୭୨ ୟୁନିଟ୍ ରକ୍ତ ସଂଗ୍ରହ   (29-Jul-2026)       ||      କୁସୁମୀ ରାମଲୀଳା ପଡ଼ିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପରୀକ୍ଷା   (29-Jul-2026)       ||      ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ; ଜନସାଧାରଣଙ୍କ ସୁରକ୍ଷା ରାଜ୍ୟସରକାରଙ୍କ ପ୍ରାଥମିକତା   (29-Jul-2026)       ||      ଗୁରୁ ପୁର୍ଣିମା ଦିବସ ପାଳିତ    (29-Jul-2026)       ||      ଶ୍ରୀ ତପୋବନରେ ତହଁକ କୁଟୁମ ଗୁରୁ ପୂର୍ଣ୍ଣିମାରେ ଆଧ୍ୟାତ୍ମିକ କବିତା ଆସର   (29-Jul-2026)       ||      *କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*   (29-Jul-2026)       ||     

HOME   ଜିଲ୍ଲା

ବିନିକା ଅଞ୍ଚଳରେ ଧାନ କିଣାରେ ଜାରି ରହିଛି ଅଚଳାବସ୍ଥା,ଚାଷୀ ବେହାଲ ପୁଣି ମେଘଲା ମଣ୍ଡିରେ ତାଲା ମାରିଲେ ଚାଷୀ

14-Jun-2021



ବିନିକା (ହିମାଂଶୁ ଶେଖର ପୁଟେଲ) :ଯେତେ ହାରି ଗୁହାରି କଲେ ମଧ୍ୟ ଚାଷୀଙ୍କ ଦୁଃଖ କେହି ବୁଝୁ ନାହାନ୍ତି l ଫଳରେ ଧାନବିକ୍ରି କରି ନ ପାରି ଚାଷୀ ତଳିତଳାନ୍ତ ହେଉଛି l କେବଳ ପ୍ରଶାସନ ତରଫରୁ ପ୍ରତିଶ୍ରୁତି ଛଡ଼ା ଆଉ କିଛି ମିଳୁନାହିଁ l ପ୍ରାକ ମୌସୁମୀ ଆଗମନ କରିଥିବାରୁ ଚାଷୀଙ୍କ ପାଇଁ ଧାନବିକ୍ରି ସମସ୍ୟା ଆହୁରି ଚିନ୍ତାଜନକ ପରିସ୍ଥିତିରେ ପକାଇ ଦେଇଛି l ଦେଖିବାକୁ ମିଳିଛି ବିନିକା ବ୍ଲକ ଅନ୍ତର୍ଗତ ମେଘଲା ମଣ୍ଡିରେ l କିଛି ଦିନତଳେ ଏହି ମଣ୍ଡିରେ ଧାନବିକ୍ରି ସମସ୍ୟା ଯୋଗୁଁ ଚାଷୀ ତାଲା ମାରିଥିଲେ l ପ୍ରଶାସନର ହସ୍ତକ୍ଷେପ ପରେ ସମାଧାନ ହୋଇଥିଲା l ସୁରୁଖୁରରେ ଧାନକିଣା ଚାଲିଲା l କିନ୍ତୁ ଏହି ମଣ୍ଡିରେ କିଣୁଥିବା ଶିବାନୀ ସ୍ଵୟଂ ସହାୟକ ଗୋଷ୍ଠୀ ବିରୋଧରେ ଆଜି ଚାଷୀମାନେ ଅଭିଯୋଗ ଆଣି ପୁଣି ଧାନକ୍ରୟ ସେଣ୍ଟରକୁ ତାଲା ପକାଇ ଦେଇଛନ୍ତି l ସୂଚନା ଯୋଗ୍ୟ ଯେ କାହାର ଟୋକନ ଲେପସ୍ ହୋଇଥିବା ବେଳେ ଆଉ କାହାର ଟୋକନ ଅବଧି ସରିବାକୁ ବସିଲାଣି l ଠିକ ଭାବରେ ଗାଡ଼ି ନ ଆସିବା ଏବଂ ମିଲର ଯା ମନମୁଖୀ ଯୋଗୁଁ ଧାନ ଉଠି ପାରୁନଥିବା ଚାଷୀ ଅଭିଯୋଗ କରିଛନ୍ତି l ଫଳରେ ଚାଷୀଙ୍କ ସହସହ ବସ୍ତା ଧାନ ପଡ଼ିରହିଛି l ଧାନ ନ ଉଠିଲେ ତାଲା ପଡ଼ିବ ବୋଲି ଚାଷୀ ଅଡି ରହିଥିବା ବେଳେ ପୋଲିସ ଘଟଣାସ୍ଥଳ କୁ ପହଞ୍ଚି ତାଲା ଖୋଲିଥିଲା l କାଳେ କୋନୋଷି ଅପ୍ରତିକର ପରିସ୍ଥିତି ଉପୁଜିବାର ସମ୍ଭାବନା ଥିବାରୁ ମଣ୍ଡିରେ ପୋଲିସ ମୁତୟନ ଥିବା ଦେଖାଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବରିଷ୍ଠ କଂଗ୍ରେସ ନେତାଙ୍କ ବନ୍ଯା ଅଞ୍ଚଳ ପରିଦର୍ଶନ   31-Jul-2026
  ଜିଲ୍ଲା  
ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   31-Jul-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   31-Jul-2026
  ଜିଲ୍ଲା  
ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                       31-Jul-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ଲାୟନ୍ସ ଓ ଲିଓ କ୍ଳବ୍ ର ପ୍ରତିଷ୍ଠା ଦିବସ   31-Jul-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଘର ବୁଡ଼ିଲା ନଦୀ କୁଳିଆ ଚାଷଜମି   31-Jul-2026
  ଜିଲ୍ଲା  
ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   30-Jul-2026
  ରାଜ୍ୟ  
କୁମିଆଁପାଲିରେ ବିସ୍ଥାପିତପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟଫାଇଣ୍ଡିଙ୍ଗ ଟିମ   30-Jul-2026
  ଜିଲ୍ଲା  
କଣ୍ଡରା ଗ୍ରାମର ନଦୀ ଭିତରେ ଫସିଥିବା ଚାରି ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ   30-Jul-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ଶିବିର   30-Jul-2026
  ଜିଲ୍ଲା  
ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ   30-Jul-2026
  ଜିଲ୍ଲା  
ସୋନପୁର ପୈ।ର ପ୍ରଶାସନର ଜୋର ଜବରଦସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ର ଖୋଲାଖୋଲି ଉଲଂଘନ! ଗରିବ ଦୋକାନୀ ହନ୍ତସନ୍ତ   30-Jul-2026

You Might Also Like